ପୁଅ ହେବାର ୧୦ ଟି ଲକ୍ଷଣ, ଆପଣଙ୍କର ହେଉନି ତ ଏମିତି ? Pregnancy Tips

ବହୁତ ସାରା ଦମ୍ପତିଙ୍କ ମନରେ ଏହି କୌତୁହଳ ରହିଥାଏ ଗର୍ଭରେ ବଢୁଥିବା ପିଲା ପୁଅକି ଝିଅ । ପୁଅ ଝିଅ ଭିତରେ ଭେଦ ଭାବ ନଥାଏ କିନ୍ତୁ ଜାଣିବାର ଇଛା ଥାଏ ପୁଅ କି ଝିଅ ହେବ । ଝିଅ ପୁଅ ଭିତରେ ଭେଦ କରିବା ଠିକ ହୋଇ ନଥାଏ । ଜିଜ୍ଞାସା କାରଣରୁ ଯଦି ଆପଣ ଜାଣିବାକୁ ଚାହୁଁ ଥାନ୍ତି । ତେବେ ଏହି ଲେଖାକୁ ପଢନ୍ତୁ । ସର୍ବ ପ୍ରଥମେ ଆମେ କହିବାକୁ ଚାହୁଁଛୁ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ଭାରତରେ ବହୁତ ପୂର୍ବ କାଳରୁ କିଛି କଥା ରହିଛି ଯାହା ଘରେଲୁ ଉପାୟରେ ଜାଣି ହେବ ପୁଅ ନା ଝିଅ ହେବ ବୋଲି ।

ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ ବିଶ୍ଵାସ କରିବା ଆପଣଙ୍କ ଉପରେ ନିର୍ଭର କରିଥାଏ । ଆଉ ବୈଜ୍ଞାନିକ କାରଣ ନହେବା ପରେ ମଧ୍ୟ ବହୁତ ସାରା ଏମିତି ଜିନିଷ ରହିଛି ଯାହା ବହୁତ ବାର ସତ ପ୍ରମାଣିତ ହୋଇଥାଏ ।

ପୁଅ ହେବାର କଣ କଣ ଲକ୍ଷଣ :- ବ୍ରଣ ହେବା

ଗର୍ଭ ଅବସ୍ଥାରେ ଆପଣଙ୍କ ମୁହଁରେ ବହୁତ ସାରା ବ୍ରଣ ହୋଇବା ଏହି କଥାର ସଙ୍କେତ ହୋଇପାରେକି ଆପଣଙ୍କ ଗର୍ଭରେ ପୁଅ ଅଛି ବୋଲି । ଯେମିତି ଆପଣ ଗର୍ଭ ଅବସ୍ଥାରେ ପ୍ରବେଶ କରିଥାନ୍ତି ଆପଣଙ୍କ ଚେହେରାରେ କଳଦାଗ ବଢିଯାଇଥାଏ ଓ ଚେହେରାର ରଙ୍ଗ ବଦଳି ଯାଇଥାଏ । ଚେହେରା ଝାଉଁଳିଲା ଭଳି ଦେଖାଯାଇଥାଏ । ଏମିତିରେ କୁହାଯାଇଥାଏ ଗର୍ଭରେ ପୁଅ ଅଛି ବୋଲି ।

ଯଦି ଏହାର ଓଲଟା ହୋଇଥାଏ ଚେହେରା ସୁନ୍ଦର ଦେଖାଯାଇ ଥାଏ । ଝିଅ ହେବ ବୋଲି କହିଥାନ୍ତି । ଗର୍ଭ ଅବସ୍ଥାରେ ବାନ୍ତି ଓ ମୁଣ୍ଡ ବୁଲାଇବା ବହୁତ ସାଧାରଣ କଥା ହୋଇଥାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି ଆଉ ଏହି ଅବସ୍ଥାରେ ଅଛନ୍ତି ଆଉ ଆପଣଙ୍କୁ ମର୍ନିଂ ସିକନେସ ଅଧିକ ହେଉ ନହିଁ ତା ମାନେ ଜାଣିବେ ଆପଣଙ୍କ ଗର୍ଭରେ ପୁଅ ଅଛି ବୋଲି । ଯଦି ଆପଣଙ୍କୁ ଏହାର ଓଲଟା ହୋଇଥାଏ ମାନେ ବାନ୍ତି ଓ ମୁଣ୍ଡ ଅଧିକ ହୋଇଥାଏ । ଗର୍ଭରେ ଝିଅ ଅଛି ବୋଲି କୁହାଯାଇଥାଏ ।

ଶ୍ଲୀପିଙ୍ଗ ପୋଜିଶନ :- ଗର୍ଭାବସ୍ଥାରେ ମହିଳା ମାନେ ଶୋଇବା ସମୟରେ ସାବଧାନ ରହିବାର ଆବଶ୍ୟକ ରହିଛି । କେବଳ ସାଇଟ ହୋଇ ଶୋଇବାର ଆବଶ୍ୟକତା ରହିଛି । ସୋଇଥିବା ସମୟରେ ଚିତ ହୋଇ ଶୋଇବା ଦ୍ଵାରା ପିଲା ଉପରେ କୌଣସି ପ୍ରକାର ପ୍ରଭାବ ପଡିପାରେ । ଯଦି ଗର୍ଭବତୀ ମହିଳା ସାମାନ୍ଯ ଭାବରେ ବାମ ପଟ ମାଡିକି ସୋଇଥାଏ କି ବାମ ପଟ ମାଡି ଶୋଇବା ଦ୍ଵାରା ଭଲ ଲାଗିଥାଏ ଏହାର ମାନେ ଗର୍ଭରେ ପୁଅ ଅଛି ବୋଲି କୁହାଯାଇଥାଏ । ଆଉ ଯଦି ତାଙ୍କୁ ଡାହାଣ ପଟ ମାଡି ଶୋଇବାରେ ଭଲ ଲାଗିଥାଏ ତେବେ ଝିଅ ରହିଥାଏ ବୋଲି କୁହାଯାଏ ।


ଅଦା ଓ ରସୁଣ ବାସ୍ନା :- ଗର୍ଭବତୀ ରହିଥିବା ମହିଳା ପିଆଜ ରସୁଣ କାଟୁଥିବା ସମୟରେ ଯଦି ପିଆଜ ରସୁଣର ବାସ୍ନା ଭଲ ଲାଗିନଥାଏ ବା ତାକୁ ବ୍ୟସ୍ତତା ଲାଗିଥାଏ । ତେବେ କୁହାଯାଇଥାଏକି ଗର୍ଭରେ ପୁଅ ଅଛି ବୋଲି । ଯଦି ଏହାର ଓଲଟା ହୁଏ ମାନେ ପିଆଜ ରସୁଣର ସ୍ମେଲ ଭଲ ଲାଗେତ ଆପଣ ଙ୍କର ଝିଅ ହେବ ।

ନେଲ ପଲିସ ଓ କୋଲଗେଟ:- ଏହାର ସ୍ମେଲ ଯଦି ଭଲ ଲାଗିନଥାଏ ତାମାନେ ଗର୍ଭରେ ପୁଅ ଅଛି । ଯଦି ଭଲ ଲାଗେ ତେବେ ଝିଅ ହେବାର ସମ୍ଭାବନା ରହିଛି । ଯଦି ଗର୍ଭ ବତୀ ମହିଳାକୁ ଅଟା ଦଳିଲା ବେଳେ ତାର ବାସ୍ନା ଭଲ ଲାଗିନଥାଏ ବା ତାକୁ ବାନ୍ତି ହେବା ଭଳି ଲାଗିଥାଏ । ତେବେ ଗର୍ଭରେ ପୁଅ ଅଛି ଯଦି ଏହାର ବିପରୀତ ହୁଏ ତେବେ ଜାଣିବେ ଝିଅ ହେବ ।

ପେଟର ସ୍ଥିତି :- ଗର୍ଭବତୀ ମହିଳାଙ୍କର ପେଟର ସ୍ଥିତି ଦେଖିକି କହିଦେଇଥାନ୍ତି ପୁଅ ହେବାକୀ ଝିଅ ହେବ । ଯଦି ଆପଣ ଗର୍ଭବତୀ ଅଛନ୍ତି ଆଉ ପେଟର ତଳଭାଗ ଅଧିକ ବାହାରିଛି ବା ପେଟ ତଳ ଆଡକୁ ଓହଳିଲା ଭଳି ଦେଖାଯାଉଛି । ତେବେ ଆପଣ ଅନୁମାନ ଲଗାଇ ପାରିବେକୀ ଗର୍ଭରେ ଥିବା ପିଲା ପୁଅ ହେବ ।


ସ୍ତନ ଆକାର :- ଗର୍ଭ ଅବସ୍ଥାରେ ସ୍ଥନର ଆକାର ବଢିବ ବହୁତ ସ୍ଵାଭାବିକ ହୋଇଥାଏ । ସ୍ତନ ଏଥି ଲାଗି ବଢିଥାଏକି ସେଥିରେ ଦୁଧ ଉତ୍ପାଦନ ହୋଇବ ବୋଲି । ଡେଲିଭରି ପରେ ମା ସ୍ତନରୁ ଛୁଆକୁ ଖାଇବାକୁ ମିଳିବ । ଯେଉଁ ମହିଳାଙ୍କର ପୁଅ ହୋଇଥାଏ ତାଙ୍କର ଡାହାଣ ସ୍ଥାନ ବାମ ସ୍ତନ ଅପେକ୍ଷା ଅଧିକ ବଡ ହୋଇଥାଏ । ଆଉ ଯାହାର ଝିଅ ହୋଇଥାଏ ତାଙ୍କର ଡାହାଣ ସ୍ତନ ଅପେକ୍ଷା ବାମ ସ୍ତନ ଅଧିକ ବଡ ହୋଇଥାଏ ।

Leave a Reply

Your email address will not be published. Required fields are marked *