ବିବାହ ଏକ ଏମିତିକା ବନ୍ଧନ ଯାହା କେବାଳ ଦୁଇ ଲୋକଙ୍କୁ ନୁହ ଦୁଇ ପରିବାରକୁ ଗୋଟେ କରିଥାଏ ଆଉ ଜୀବନରେ ଯେତେ ଦୁଃଖ ସୁଖ ଆସିଲେ ମଧ୍ୟ ଦୁଇ ପରିବାର ଏକାଠି ହୋଇଥାନ୍ତି । ଦୁଇ ଜୀବନସାଥୀ ଜନ୍ମ ଜନ୍ମ ପାଇଁ ଗୋଟେ ହୋଇଥାନ୍ତି । ଶାସ୍ତ୍ର ଅନୁଯାଇ ବିବାହ ବହୁତ ପବିତ୍ର ବନ୍ଧନ ହୋଇଥାଏ ଏହି ବନ୍ଧନରେ ବାନ୍ଧି ହବା ପରେ ମଣିଷ ନିଜ ଜୀବନରେ ବହୁତ କିଛି ଅଲଗା ଅନୁଭବ କରିଥାଏ ଯାହା ଅନ୍ୟ ବେଳେ ସେ କରି ନଥାଏ ।
ବିବାହ ପରେ ବହୁତ ନୂଆ ସମ୍ପର୍କ ଯୋଡି ହୋଇଥାଏ ଆଉ ଝିଅ ନୂଆ ଘରେ ଯାଇ ସମସ୍ତଙ୍କ ସହ ମିଶି ରହିଥାଏ । କଣ ଆପଣ ଜାଣିଛନ୍ତି ଏମିତି କିଛି ନାମ ଝିଅ ହୋଇଥାନ୍ତି ଯାହା ସହ ବିବାହ କରିବା ପରେ ପୁଅ ମାନେ ନିଜକୁ ଭାଗ୍ୟଶାଳି ମନେ କରିଥାନ୍ତି, ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଏହି ଝିଅମାନଙ୍କ ବିଷୟରେ ।
ସି :
ଏହି ନାମ ଝିଅ ମାନେ ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶି ଯାଇଥାନ୍ତି ଆଉ ନିଜ ଜୀବନସାଥୀକୁ ସବୁ କାମରେ ସାହାଯ୍ୟ କରିଥାନ୍ତି । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଏହି ନାମ ଝିଅମାନେ ନିଜ ପରିବାର ସୁରକ୍ଷା ପାଇଁ କିଛି ବି କରିବାକୁ ରାଜି ହୋଇଥାନ୍ତି ।
କେ :
ଏହି ନାମ ଝିଅ ମାନେ ଦେଖିବାକୁ ଯେତେ ସୁନ୍ଦରୀ ହୋଇଥାନ୍ତି ସେତିକି ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି, ଏହି ନାମ ଝିଅମାନେ ପୁଅ ମାନଙ୍କୁ ଥରେ ଭଲ ପାଇଲେ ଜୀବନ ସାରା ପାଇଁ ତାଙ୍କର ହୋଇ ରହି ଯାନ୍ତି । ଏହି ନାମ ଝିଅଙ୍କୁ ଦେଖି ପୁଅ ମାନେ ଆକର୍ଷିତ ହୋଇଥାନ୍ତି ।
ଏନ :
ଏହି ନାମ ଝିଅମାନେ ବହୁତ ସରଲ ଆଉ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏହି ଭଳି ଝିଅଙ୍କୁ ଅନ୍ୟ ମାନଙ୍କ ମନ କଥା ଜଣା ପଡିନଥାଏ ଆଉ ତାଙ୍କ ଏହି ସରଳତା ପୁଅ ମାନଙ୍କୁ ତାଙ୍କ ଦିବାନା ବନାଇଥାଏ । ତେବେ ଏହି ଭଳି ଝିଅମାନେ ଭଲ ଗୃହିଣୀ ହୋଇଥାନ୍ତି ।
ଆର :
ଏହି ନାମ ଝିଅ ମାନେ ନିଜ ଷ୍ଟାଇଲ ଦ୍ଵାରା ପୁଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି, ଏହି ଭଳି ଝିଅଙ୍କୁ ଦେଖି ପୁଅ ମାନେ ବହୁତ ବଡ ବଡ ସ୍ଵପ୍ନ ଦେଖିଥାନ୍ତି ।
ଭି :
ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ କରିବା ଆବଶ୍ୟକ ଅଟେ ଯଦି ଆପଣଙ୍କୁ ଏହି ନାମ ଝିଅ ପସନ୍ଦ ଆସନ୍ତି ତେବେ ତାଙ୍କ ସହ ବିବାହ କରି ନିଅନ୍ତୁ ଜୀବନରେ ବହୁତ ସୁଖୀ ରହିବେ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।