ଜାଣନ୍ତୁ, ଝିଅମାନଙ୍କୁ ଛାଡ଼ି ଭାଉଜ ଏବଂ ଆଣ୍ଟିଙ୍କ ପ୍ରତି କାହିଁକି ଆକର୍ଷିତ ହୋଇଥାନ୍ତି ପୁଅ ମାନେ

ବହୁତ ଥର ଦେଖା ଯାଏ କି କମ୍ ବୟସର ପିଲା ସବୁବେଳେ ହଟନେସ ର ଚକରରେ ନିଜର ଆଖ ପାଖ ପଡୋଶୀ ର ଆଣ୍ଟି ବା ପୁଣି ଭାଉଜ ଉପରେ ନଜର ରଖିଥାନ୍ତି ।  ଆଜ୍ଞା ହଁ ଆମେ ଏହି କଥା ସବୁ ପୁଅ ମାନଙ୍କ ପାଇଁ କହୁ ନାହୁଁ । କିନ୍ତୁ ଆପଣଙ୍କୁ କହିଦବାକୁ ଚାହୁଁଛୁ କି ବିଶେଷ କରି ଏମିତି ଏକ ରିସର୍ଚ ରେ ଜଣା ପଡିଛି । ତେବେ ଏହା  ଅନୁସନ୍ଧାନକାରି ଙ୍କ ଦ୍ଵାରା ସ୍ପଷ୍ଟ ଯେ ପୁଅ ମାନେ ନିଜ ଠୁ ବୟସ ରେ ବଡ଼ ମହିଳାଙ୍କ ପ୍ରତି ଅଧିକ  ଆକର୍ଷିତ ହୁଅନ୍ତି । କାହିଁକି ନା ଏହା ସେହି ବୟସ ହୋଇଥାଏ ଯେବେ ପୁଅ ମାନଙ୍କ ମଧ୍ୟରେ ଏହି ବିଷୟରେ ଟିକେ ବେଶୀ ବୁଝିବା ଶକ୍ତି ଆସିଥାଏ ।

Image Courtesy: Google

ଯାହାପରେ ଏହି ବୁଝିବା ପରେ ବଢିବାର ଲାଗିଥାଏ ଏଥିପାଇଁ ଆଜିକାଲି ର ପୁଅଙ୍କୁ ଆଣ୍ଟି ମାନେ ଆଉ ଭାଉଜ ବେଶିକରି ହଟ୍ ଲାଗିଥାନ୍ତି । ତେବେ ଏବେ ଆପଣ ବୁଝିଯାଇଥିବେ କି ଆଣ୍ଟି ଆଉ ଭାଉଜଙ୍କ ଉପରେ ପୁଅଙ୍କର ମନ କାହିଁ ଆସିଥାଏ । ବିବାହିତ ମହିଳା ଆଉ କୁଆଁରୀ ଏବଂ ଏକୁଟିଆ ଝିଅର ତୁଳନାରେ ବେଶି ହିଁ ଭାବୁକ ହୋଇଥାନ୍ତି ଆଉ ସେ ପୁରୁଷଙ୍କ ମନକଥା କୁ ଠିକସେ ବୁଝିଥାନ୍ତି । ବିବାହିତ ମହିଳା ଏକୁଟିଆ ଆଉ କୁଆଁରୀ ଝିଅଙ୍କ ଠୁ ବେଶୀ ବିଶେଷ ହୋଇଥାନ୍ତି ଆଉ ତାଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିଥାଏ ।

Image Courtesy: Google

ସେଇଠି ଏହି ପୁଅ ମାନଙ୍କ କହିବା କଥା କି ବିବାହିତ ସ୍ତ୍ରଲୋକମାନେ କୁଆଁରୀ ଆଉ ସିଙ୍ଗଲ ଝିଅ ତୁଳନାରେ ବହୁତ୍ ମାଚ୍ୟୋର ହୋଇଥାନ୍ତି । ଏହା ବ୍ୟତୀତ ସିଏ ଫିଙ୍ଗର ଆଉ ସ୍କିନ୍ ର ଭଳ ରକମରେ ଧ୍ୟାନ ରଖିଥାନ୍ତି । ଯେତେ ଯେତେ ତାଙ୍କର ବୟସ ବଢ଼ିଥାଏ ସେମାନେ ସୁନ୍ଦର୍ ଲାଗନ୍ତି ।

Image Courtesy: Google

ବିବାହ ପରେ ମହିଳାମାନେ ପୁରୁଷଙ୍କ ସହ କେବଳ କାମ ବିଷୟରେ କଥା ହେବାରେ ବିଶ୍ୱାସ ରଖିଥାନ୍ତି । ସେମାନେ ଆଜିକାଲିର ଯୁବ ପିଢୀ ଭଳି ପରସ୍ପର ସହ ଚବିଶି ଘଣ୍ଟା ଚିପ୍କି ରହିବାକୁ ପସନ୍ଦ କରନ୍ତି ନାହିଁ । ଏବଂ ଏହି ସବୁ କଥା ପୁଅ ମାନଙ୍କୁ ମଧ୍ୟ ଅଧିକ ପସନ୍ଦ ଆସେ, ସେଥିପାଇଁ ସେମାନେ ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ଯଦି ଆପଣକୁ ଆମର ଏହି ଆର୍ଟିକ୍ଲ ଭଲ ଲାଗୁଥିବ ତେବେ ଆପଣ ପଢନ୍ତୁ ଏବଂ ଅନ୍ୟମାନକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *