ପୁଅ ପରୀକ୍ଷା ଦେଉଛି, ବାପା ସ୍ଵର୍ଗଦ୍ଵାର ବାହାରୁଛି… ପୁଅ ଫେରିଲେ Pintu ଯିବେ ପୁରୀ

ନମସ୍କାର ବନ୍ଧୁଗଣ, ଯେତେବେଳେ ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜର ରାଜକୁମାର ପାଲଟି ଯାଇଛନ୍ତି ସେତେବେଳେ ତାଙ୍କ ପରିବାରରୁ ଆଉ ଏକ କାହାଣୀ ଶୁଣିବାକୁ ମିଳୁଛି । ଯାହାକୁ ଶୁଣିଲେ ଛାତି ଫାଟି ଯାଉଛି । ପୁଅ ପରୀକ୍ଷା ଦେଉଛି ବାପା ସ୍ଵ-ର୍ଗ-ଦ୍ଵା-ର କୁ ବାହାରୁଛି । ପୁଅ ପରୀକ୍ଷା ଦେଇ ଆସିବ ବାପା ମୁହଁରେ ନି-ଆଁ ଦେବ । ଆଉ ତା ପରେ ଯାଇ ପିଣ୍ଟୁ ଙ୍କ ଆ-ତ୍ମା କୁଆଡେ ଶାନ୍ତି ପାଇବ ।

ଆଜି ଯେବେ ପିଣ୍ଟୁ ଙ୍କ ପୁଟି ସ୍ଵ-ର୍ଗ-ଦ୍ଵା-ର ରେ ଅ-ନ୍ତି-ମ ସଂ-ସ୍କା-ର କରାଯିବ ଠିକ ସେତିକି ବେଳେ ତାଙ୍କ ପୁଅ ପରିକ୍ଷା ଦେବାକୁ ଯିବ । ପୁଅ ପରୀକ୍ଷା ଦେଇ ଆସିଲେ ବାପା ସ୍ଵ- ର୍ଗ-ଦ୍ଵା-ର ବାହାରିବ । ଏମିତି କିଛି ଖବର ଶୁଣିବା ପରେ ପିଣ୍ଟୁ ଙ୍କୁ ଭଲ ପାଉଥିବା ଦର୍ଶକ ଓ ଶୁଭେଛୁଙ୍କ ଆଖି ରେ ଲୁହ ରହୁ ନାହି । କାରଣ ଏହି ଲୋକଟା ଦିନେ ମୁହଁରେ ପାଉଡର ଲଗାଇ ଦିନ ରାତି ଆମକୁ ହସାଉଥିଲା ।

ଆମକୁ କନ୍ଦାଉଥିଲା ଆମ ମନୋରଞ୍ଜନ କରୁଥିଲା । ଆମକୁ ହସାଉଥିବା, କନ୍ଦାଉଥିବା ଲୋକଟା ଆଜି ଏମିତି ଏକ କ-ଫି-ନ ଭିତରେ ସୋଇ ପଡିଛି ଯେତେ ଡାକିଲେ ବି ଉଠିବ ନାହି । ସେ ଜାଣିଛି ତା ପୁଅ ଆଜି ପରୀକ୍ଷା ଦେବାକୁ ଯିବ ତଥାପି ସେ ସୋଇଛି । ଆପଣ ମାନେ ଥରେ ଭାବି ଦେଖନ୍ତୁ ପିଣ୍ଟୁ ନନ୍ଦଙ୍କ ଯିବା ପରେ ତାଙ୍କ ପୁଅର ଅବସ୍ଥା କଣ ହେଉଥିବ ।

ଏଠି କହି ରଖିବାକୁ ଚାହିଁବୁ ତାଙ୍କ ପରିବାରରେ ଅଦିନିଆ ଝଡ ଉଠିଥିଲା । ତାଙ୍କ ର ଦୁଇ ପୁଅ । ବଡ ପୁଅ ତାଙ୍କ ପାଖରେ ରହୁଥିବା ବେଳେ ସାନ ପୁଅ ମା ପାଖରେ ରୁହନ୍ତି । ଆଉ ଛୋଟ ବେଳୁ ବାପା ସହ ବାପାକୁ ମା ବୋଲି ଭବିଛନ୍ତି ବଡ ପୁଅ । ଆଉ ଯେବେ ତା ବାପାକୁ ଡାକୁଛି ପୁଅ ଆଉ ବାପା ଉଠୁ ନାହି ସେ ପରୀକ୍ଷା ଖାତାରେ କଣ ଲେଖିବ । ତଥାପି ସେ ପରୀକ୍ଷା ଦେବାକୁ ଯିବ ।

ଆଉ ପରିକ୍ଷା ଦେଇ ଫେରିଲେ ବାପା ପୁରୀ ସ୍ଵ-ର୍ଗ-ଦ୍ଵା-ରକୁ ଯାତ୍ରା ଆରମ୍ଭ କରିବେ । ଆଉ ପୁରୀ ସ୍ଵ-ର୍ଗ-ଦ୍ଵା-ର ରେ ଆମ ସମସ୍ତଙ୍କର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅ-ନ୍ତି-ମ ସଂ-ସ୍କା-ର ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *