ଏ କଣ ହୋଇଗଲା ମୋ ପୁଅର ଭଲ ଥିଲା ହଠାତ କୁକୁର ଭଳି ବ୍ୟବହାର କରୁଛି ମୋ ପୁଅ । ଜିଭକୁ ବାହରକୁ କାଢି ଠିକ କୁକୁର ପରି ଲାଲ ବି ଗଡାଉଛି । ଖାଲି ସେତିକି ନୁହେଁ ପାଣି ବି ଇଇବାକୁ ମାଗୁଛି ପୁଅ ଆଉ ପାଣି ଦେଲା ପରେ କେମିତି ପିଉଛି ଏ ଭିଡିଓ ରେ ସ୍ପଷ୍ଟ ହେଉଛି । ଠିକ କୁକୁର ପରି ପାଣି ବି ପିଉଛି । ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ମୋ ପୁଅକୁ କଣ ହୋଇଗଲା କହି କାନ୍ଦି କାନ୍ଦି ଚିତ୍କାର କରି ମେଡିକାଲକୁ ଧାଇଁ ଆସିଛନ୍ତି ମା । ତେବେ ମେଡିକାଲକୁ ପୁଅକୁ ଧରି ପରିବାରର ସମସ୍ତେ ଦୌଡି ଆସିଛନ୍ତି । ଆଉ ଦେଖନ୍ତୁ ପୁଅ କିଭଳି ବ୍ୟବହାର କରୁଛି । ଆଉ ସବୁ ଆଚରଣ ଦେଖି ଲାଗୁଛି ଠିକ କୁକୁର ଭଳି କରୁଛନ୍ତି । ପୁଅର ଏଭଳି ଆଚରଣ ଦେଖି ବାପା ଅ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସମସ୍ତଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଛି । ଏ ଦ୍ରୁଶ୍ଯ ଆପଣ ଏମାନେ ବି ଦର୍ଶକ ବନ୍ଧୁ ଦେଖନ୍ତୁ ଷ୍ଟେଚର କ୍ଷଣକ ପାଇଁ ବି ସୋଇପାରୁ ନାହାନ୍ତି ଯୁବକ ଜଣକ ।
ଯେମିତି ଗୋଟେ ବୁଲା କୁକୁର ବ୍ୟଭର କରେ ଠିକ ସେମିତି ବ୍ୟବହାର କରୁଛନ୍ତି ଏ ଯୁବକ ଜଣକ । ତେବେ ଏଭଳି ଚକିତ କରି ଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ କୁଲାଇ ପଞ୍ଚାୟତ ଉଦୟପୁର ଗାଁ ରେ । ସୂଚନା ଅନୁଯାୟୀ ଯୁବକ ଜଣକ କୁକୁର ଭଳି ଆଚରଣ କରୁଛନ୍ତି କିନ୍ତୁ କାହିଁକି କରୁଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଡାକ୍ତର କ କହିବା ଅନୁଯାୟୀ କୁଆଡେ କୁକୁର କାମୁଡିଲେ ଏଭଳି ହୋଇଥାଏ ।
ହେଲେ ଲୋକ ମାନେ ଆଜି ଯାଏଁ ଶୁଣିଥିଲେ କୁକର କାମୁଡିଲେ ଏଭଳି ଜଣେ ଜଣେ ହୋଇଥାନ୍ତି ଯାହା ଆଜି ସତ ହୋଇ ଯାଇଛି । ସତରେ କଣ କୁକୁର କାମୁଡିବା ପରେ ମଣିଷ ଏଭଳି କୁକୁର ପରି ଆଚରଣ କରିଥାଏ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟ ପଟେ ପରିବାର ଲୋକେ କହୁଛନ୍ତି ପୂର୍ବରୁ ତାଙ୍କ ପୁଅ ଭାଙ୍ଗ ଖାଇ ଏଭଳି ଠାରେ ହୋଇଥିଲା ।
ଆଉ ଏବେ ନ ସେ ଭାଙ୍ଗ ନିଶା ଖାଇବା ପରେ ଏଭଳି କୁକୁର ପରି ଆଚରଣ କରୁଛନ୍ତି କି କିମ୍ବା ସତରେ କୁକୁର କାମୁଡିଲେ ଏହି ଯୁବକ ଜଣକ ଙ୍କୁ ଏବେ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଚଲାଇଛି । ବର୍ତ୍ତମାନ ଯୁବକ ଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । ଚିକିତ୍ସା ହେଲା ପରେ ଡାକ୍ତର ହିଁ କହି ପାରିବେ ଯୁବକ ଜଣକ ଏମିତି ଆଚରଣ କାହିଁକି କରୁଛନ୍ତି ଆଉ କାହିଁକି କୁକୁର ଭଳି ହେଉଛନ୍ତି ? ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।