Special Story : ପୁଅର ପରକୀୟା ପ୍ରୀତି ପାଇଁ ମା’ ର ଚାଲିଗଲା ଜୀବନ…. ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ଅ-ଭି-ଯୁ-କ୍ତ ଘରେ ପଶି ପୁଅକୁ ମା-ରି-ବା-କୁ ଯାଉ ଥିଲା । କିନ୍ତୁ ଏହି ସମୟରେ ଅ-ଭି-ଯୁ-କ୍ତ ସାମ୍ନାରେ ବାପା ଓ ମା ଆସି ଗଲେ । ଏହା ପରେ ଅ-ଭି-ଯୁ-କ୍ତର ଆ-କ୍ର-ମ-ଣରେ ସେହି ସ୍ଥାନରେ ହିଁ ମା ର ଜୀବନ ଚାଲି ଗଲା ଓ ଅନ୍ୟ ପଟେ ବାପା ହସ୍ପିଟାଲରେ ମୃ-ତ୍ୟୁ ସହ ସଂ-ଘ-ର୍ଷ କରୁଛି । କହିବାକୁ ଗଲେ ସବୁଦିନ ଭଳି ସ୍ଵାମୀ ସ୍ତ୍ରୀ ରାତିରେ ଖାଇବା ଖାଇ ଶୋଇବାକୁ ଯାଉଥିଲେ । ଏହି ସମୟରେ ଘରର କବାଟ ଅଳ୍ପ ଖୋଲା ରହିଥିଲା ।

ଠିକ ଏହି ସମୟରେ ଅଚାନକ ସେହି ଗାଁର ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଲା ଓ ସେ ସେମାନଙ୍କୁ ତାଙ୍କ ପୁଅ ବିଷୟରେ ପ୍ରଶ୍ନ କରିଥିଲା । ଶେଷରେ ସେହି ବ୍ୟକ୍ତି ଜଣକ ସ୍ଵାମୀ ସ୍ତ୍ରୀର ପୁଅକୁ ନ ପାଇ ରା-ଗ-ରେ ସେମାନଙ୍କ ଉପରେ ଟା-ଙ୍ଗି-ଆ ଦ୍ଵାରା ଆ-କ୍ର-ମ-ଣ କରିବା ଆରମ୍ଭ କରି ଦେଇଥିଲା ।

ସୂଚନା ଅନୁସାରେ କୁହାଯାଉଛି କି ପୁଅର ପରକ୍ରିୟା ପ୍ରୀତି ପାଇଁ ମା’ ର ଜୀବନ ଚାଲି ଯାଇଛି ଓ ଅନ୍ୟ ପଟେ ବାପା ହସ୍ପିଟାଲରେ । କହିବାକୁ ଗଲେ ସୁନ୍ଦରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜୁନାଡେହୀ ଗ୍ରାମରେ ଏହିଭଳି ହ-ତ୍ୟା-କା-ଣ୍ଡ ଘଟିଛି ।

ମୃ-ତ ମହିଳା ଜଣକ ହେଲେ ବାଚିଓରା ଓ ତାଙ୍କ ସ୍ଵାମୀ ମଧୁଓରା ଗୁରୁତ୍ଵର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛି । ପୋ-ଲି-ସର ଯାଞ୍ଚରୁ ଜଣା ପଡୁଛି କି ଏହି ସ୍ଵାମୀ ସ୍ତ୍ରୀଙ୍କ ଗୋଟିଏ ପୁଅ ଅଛି ଓ ପୁଅ ସେହି ଗାଁର ଜଣେ ବିବାହିତ ମହିଳା ସହ ବହୁ ଦିନ ହେବ ଅ-ନୈ-ତି-କ- ସ-ମ୍ପ-ର୍କ ରଖିଥିଲା ।

ଯାହା ବିଷୟରେ ଜାଣିବା ପରେ ସେହି ମହିଳାର ସ୍ଵାମୀ ନିଜ ପତ୍ନୀର ପ୍ରେମିକକୁ ମା-ରି-ବା ପାଇଁ ସୁଯୋଗ ଖୋଜୁ ଥିଲା । ଯାହାକି ତାକୁ କାଲୀ ମିଳି ଯାଇ ଥିଲା । ଗତକାଲି ରାତିରେ ମଧୁଓରା ଓ ବାଛିଓରାର ପୁଅକୁ ମା-ରି-ବା ପାଇଁ ତାଙ୍କ ଘର ଭିତରକୁ ପଶି ଯାଇ ଥିଲା । କିନ୍ତୁ ପୁଅ ଘରେ ନ ଥିବା କାରଣରୁ ସେ ତାଙ୍କର ପୁଅକୁ ମା-ରି ପାରିଲା ନାହିଁ । ଶେଷରେ ରା-ଗି ଯାଇ ଅ-ଭି-ଯୁ-କ୍ତ ପୁଅର ବାପା ଓ ମା ଉପରେ ଆ-କ୍ର-ମ-ଣ କରି ଦେଲା ।

ଘର ଭିତରେ ହିଁ ବାଛିଓରାର ମୃ-ତ୍ୟୁ ହୋଇ ଯାଇ ଥିଲା ଓ କିଛି ସମୟ ପରେ ସ୍ଵାମୀ ମଧୁଓରାଙ୍କୁ ପ୍ରଥମେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇ ଥିଲା । ଯେଉଁଠି ତାଙ୍କର ଅବସ୍ଥା ବହୁତ ହିଁ ସ-ଙ୍କ-ଟା-ପ-ନ ରହିଛି । ଘଟଣା ବିଷୟରେ ଜାଣିବା ପରେ ପୋ-ଲି-ସ ସେହି ସ୍ଥାନକୁ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରି ଦେଇଛି । କିନ୍ତୁ ଏହି ଘଟଣା ପର ଠାରୁ ହିଁ ଅ-ଭି-ଯୁ-କ୍ତ ଫେ-ରା-ର ଅଛି ଯେଉଁ କାରଣରୁ ପୋ-ଲି-ସ ତାର ସ-ନ୍ଧା-ନ ପାଇ ନାହିଁ । ଏମିତିରେ ବିଭିନ୍ନ ସ୍ଥାନରେ ପୋ-ଲି-ସ ଚଢଉ ଜାରି ରଖିଛି ଓ ବହୁତ ଜଲ୍ଦି ସେ ଅ-ଭି-ଯୁ-କ୍ତକୁ ଧରିବାରେ ସଫଳ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *