NCB କାର୍ଯ୍ୟଲୟରେ ନିଜ ପୁଅକୁ ଦେଖିବା ପାଇଁ ପହଞ୍ଚିଲେ ମା’ Gouri khan, କାନ୍ଦି କାନ୍ଦି ଯାହା କହିଲେ ଦେଖନ୍ତୁ Video

ଶାହାରୁଖ ଖାନ ଓ ଗୌରୀ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ରଗ୍ସ କେସରେ NCB ଗି-ର-ଫ କରିଛି । କିନ୍ତୁ ଆଜି ଆର୍ୟନ ଖାନର NCB କ-ଷ୍ଟ-ର୍ଡି ସମାପ୍ତ ହେଉଛି ଓ ଏହା ପରେ ତାଙ୍କୁ ଜୁଡିସିୟାଲ କ-ଷ୍ଟ-ର୍ଡି ପଠାଯିବ । ଏହା ପରେ ହିଁ ତାଙ୍କର ପିତା ଓ ମାତା ଶାହାରୁଖ ଖାନ ଓ ଗୌରୀ ଖାନ ବେଳ ପାଇଁ ଆବେଦନ କରି ପାରିବେ । ନିଜ ପୁଅକୁ ବେଳରେ ଆଣିବା ପାଇଁ ତାଙ୍କର ମାତା ପିତା ଆଜି ସକାଳୁ ହିଁ ବାହାରି ପଡିଛନ୍ତି । ଶାହାରୁଖ ଖାନଙ୍କ ଘର ମନ୍ନତ ବାହାରେ ହିଁ ଆଜି ସକାଳେ ଗୋଟିଏ ରେଞ୍ଜ ରୋଭର କାରରେ ଦୁଇ ଜଣଙ୍କୁ ଦେଖା ଯାଇ ଥିଲା ।

ଶାହାରୁଖ ଖାନଙ୍କ ଓକିଲ ସତିଶ ମନଞ୍ଚିନ୍ଦେଙ୍କ କହିବା ଅଟେ କି ଆର୍ୟନ ଖାନ ବି-ରୁ-ଦ୍ଧରେ NCB କୌଣସି ବି ପ୍ରକାରର ନନ ବେଲୁବେଳ ୱାରେଣ୍ଟ ଲଗାଇ ନାହିଁ । ଅନ୍ୟ ପଟେ ଶାହାରୁଖ ଖାନ ଗତକାଲି ଠାରୁ ବଡ ବଡ ନେତା ଓ ମନ୍ତ୍ରୀଙ୍କୁ ଫୋନ କରି ଚାଲିଛନ୍ତି ।

ବଡ ବଡ ଓକିଲଙ୍କୁ ମଧ୍ୟ ସେ ନିଜ ପୁଅକୁ ବଞ୍ଚାଇବା ପାଇଁ ହାୟର କରୁଛନ୍ତି । ଆଜି ସକାଳେ ହିଁ NCBର କାର୍ଯ୍ୟଲୟ ସାମ୍ନାରେ ଗୌରୀ ଖାନ ଓ ଶାରୁହଖ ଖାନ ନିଜ ପୁଅକୁ ଦେଖିବା ପାଇଁ ଛିଡା ହୋଇଥିଲେ । ସେହି ସମୟରେ ଗୌରୀ ଖାନଙ୍କ ଆଖିରୁ ଲୁହ ଦେଖା ଯାଉ ଥିଲା । ନିଜ ପୁଅକୁ ବଞ୍ଚାଇବା ପାଇଁ ମାତା ପିତା ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ଆର୍ୟନ ଖାନଙ୍କ ସହ ଧ-ରା ପଡିଥିବା ମୁନମୁନ ଧମେଚାଙ୍କ ଓକିଲ ମଧ୍ୟ କହିଛନ୍ତି କି ଏମାନଙ୍କ ଉପରେ କୌଣସି ବି ପ୍ରକାରର ନନ ବେଲୁବେଳ ୱାରେଣ୍ଟ ଲାଗି ନାହିଁ ।

ସେମାନଙ୍କୁ ବାହାର କରିବା ପାଇଁ ତାଙ୍କର ପିତା ମାତା ମଧ୍ୟ ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ମାଜିଷ୍ଟେ NCBକୁ ଆର୍ୟନ ଖାନ ଓ ଅନ୍ୟ ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ କ-ଷ୍ଟ-ର୍ଡିରେ ରଖିବା ପାଇଁ ସମୟ ଦେଇ ଥିଲେ । ଏହା ପରେ ତାଙ୍କୁ ଜୁଡିସିୟାଲ କ-ଷ୍ଟ-ର୍ଡିକୁ ପଠାଯିବ ଓ ଜୁଡିସିୟାଲ କ-ଷ୍ଟ-ର୍ଡିରେ ଏହି ଷ୍ଟାର କିଡ୍ସ ବେଲ ଆବେଦନ କରି ପାରିବେ । ଏହି ସ-ମ୍ବ-ନ୍ଧ-ରେ ତାଙ୍କର ମାତା ପିତାଙ୍କୁ ସଙ୍ଗେ ସଙ୍ଗେ ହିଁ ସୂଚିତ କରି ଦିଆ ଯାଇ ଥିଲା । ଆର୍ୟନ ଖାନ ମଧ୍ୟ ଆ-ରେ-ଷ୍ଟ ମେମୋରେ ସାଇନ କରିଥିଲେ ଯେଉଁଥିରେ ସେ ନିଜର ପରିବାରକୁ କହିଥିଲେ କି ସେ NCBର କ-ଷ୍ଟ-ର୍ଡିରେ ଅଛନ୍ତି ।

ଶୁଣିବାକୁ ମିଳୁଛି କି ଏହି ଦମ୍ପତ୍ତି ନିଜ ପୁଅକୁ ବଞ୍ଚାଇବା ପାଇଁ ସବୁ ଠାରୁ ବଡ ଓକିଲକୁ ହାୟର କରିଛନ୍ତି । ବର୍ତ୍ତମାନ ଦେଖିବାର ଅଛି NCBରୁ ଏମାନେ ବଞ୍ଚି ପାରୁଛନ୍ତି ନା ନାହିଁ । ଅନ୍ୟ ପଟେ NCB ବିଭିନ୍ନ ପ୍ରକାରର ପ୍ରମାଣ ଯୋଗାଡ କରିବାରେ ଲାଗିଛି । ମୁମ୍ବାଇର ବିଭିନ୍ନ ସ୍ଥାନରେ ରେ-ଡ ମଧ୍ୟ ଚାଲିଛି ।

ଆର୍ୟନ ଖାନଙ୍କ ବି-ରୁ-ଦ୍ଧରେ ଅଧିକରୁ ଅଧିକ କେମିତି ପ୍ରମାଣ ଯୋଗାଡ କରାଯାଇ ପାରିବ ତାହା ଉପରେ ବି NCB ଧ୍ୟାନ ଦେଉଛି । ଅନ୍ୟ ପଟେ ଆର୍ୟନ ଖାନଙ୍କ ମୋବାଇଲ ଓ ଚ୍ୟାଟରୁ ବିଭିନ୍ନ ପ୍ରକାରର ତଥ୍ୟ ବି ସାମ୍ନାକୁ ଆସିଛି । ବର୍ତ୍ତମାନ ଆର୍ୟନ ଖାନଙ୍କୁ ବେଳ ମିଳିଯିବ ଓ ସେ ଘରକୁ ଫେ-ରି ଆସିବେ । କିନ୍ତୁ ଏହା ପରେ କଣ ଏହା ଏହା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *