ପୂଜା ଘରେ ଏମିତି ଶିବ ଲିଙ୍ଗ ରଖନ୍ତୁ ନହିଁ, ନହେଲେ ସାରା ଜୀବନ ଦରିଦ୍ରତା ପାଖ ଛାଡିବନି

ମହାଦେବ ଏହି ସମସ୍ତ ସଂସାରର କୋଣ ଅନୁକୋଣରେ ରହିଛନ୍ତି । ଅସୀମ ଊର୍ଜାରେ ଭରପୁର ଅଟନ୍ତି, ଶିବ ନିରାକାର ଅଟନ୍ତି , ମହାଦେବଙ୍କ ଭିତରେ ଅ-ତି-ରି-କ୍ତ ଊର୍ଜାରେ ଭରପୁର ଅଟନ୍ତି । ଭୋଳା ନାଥଙ୍କୁ ବୁଝିବା ଏତେ ସହଜ ହୋଇନଥାଏ ।

ଜିଏ ଭଗବାନ ମହାଦେବଙ୍କୁ ବୁଝିଛି ତାକୁ ପରମାନନ୍ଦ ପ୍ରାପ୍ତ ହୋଇଥାଏ । ଦୁନିଆ ସାରା ଭଗବାନ ଶିବଙ୍କ ଅସୀମ ଭକ୍ତ ରହିଛନ୍ତି । ମହାଦେବ ମଧ୍ୟ ଭକ୍ତଙ୍କ ଉପରେ ଅସୀମ କୃପା ରଖିଥାନ୍ତି । ଆମେ ଆମ ଘରେ ମଧ୍ୟ ଭଗବାନ ମହାଦେବଙ୍କ ଫୋଟୋ, ମୂ-ର୍ତି ସବୁ ରଖାଯାଇଥାଏ । ଆଉ ଆମେ ମଧ୍ୟ ଭଗବାନଙ୍କୁ ରଖି ପୂଜା କରିଥାଉ ।

ଆମ ଶା-ସ୍ତ୍ର-ରେ ଭଗବାନ ଶିବଙ୍କୁ ମୂ-ର୍ତି ଆଉ ଶିବ ଲି-ଙ୍ଗକୁ ଘରେ ରଖିବାର କିଛି ନିୟମ ରହିଛି । ଜାହାର ପାଳନ କଠୋରତାର ସହିତ କରିବା ଆବଶ୍ୟକ । ନହେଲେ ଏହାର ବିପରୀତ ପ-ରି-ଣା-ମ ଆମ ଉପରେ ପଡିପାରେ । ଆସନ୍ତୁ ଜାଣିବା କଣ ସବୁ ନି-ୟ-ମ ଅଟେ ଜାଣିବା । ଶିବ ଲି-ଙ୍ଗ ବହୁତ ପ୍ରକାରର ହୋଇଥାଏ ମାଟିର, ଧା-ତୁ-ର, କାଚ, ପ-ରା-ଦ, ସ୍ପଟିକ , ଏହା ଭିତରୁ ସ୍ପଟିକ ଓ ପା-ର-ଦ ଶ୍ରେଷ୍ଠ ବୋଲି କୁହାଯାଇଥାଏ । ନର୍ମ ଦେଶର ଶିବ ଲି-ଙ୍ଗ ଯିଏ ନର୍ମଦା ନଦୀରୁ ବାହାରିଥାଏ ।

ତାକୁ ଘରେ ରଖିବା ବହୁତ ଉତ୍ତମ ଆଉ ଶୁଭ ହୋଇଥାଏ । ଶିବ ଲି-ଙ୍ଗ କୌଣସି ପଦାର୍ଥର ବନାଯାଇଥାଉ ତାର ଉଚା ତିନି ଇଞ୍ଚ ହାତ ଆଙ୍ଗୁଠି ରୁ ଅଧିକ ଉଚା ହେବା ଉଚିତ ନୁହେଁ । ଏହାର କାରଣ ଅଟେ ବଡ ଶିବ ଲି-ଙ୍ଗା ପୂଜା କରୁଥିବା ସମୟରେ ବହୁତ ସାରା ନିୟମର ପାଳନ କରିବା ଅନିବାର୍ଯ୍ୟ ହୋଇଥାଏ । ଘର ମନ୍ଦିରରେ ଶିବ ଲି-ଙ୍ଗ ସ୍ଥାପିତ କରିବା ସମୟରେ ତାଙ୍କର ପ୍ରାଣ ପ୍ରତିଷ୍ଠା କରନ୍ତୁ ନହିଁ । କେବଳ ବିଧି ବିଧାନରେ ପୂଜା କରନ୍ତୁ ଆଉ ଜଳ ଅଭିଷେକ କରନ୍ତୁ ।

ଶିବ ଲି-ଙ୍ଗଙ୍କ ପ୍ରାଣ ପତିଷ୍ଠା କେବଳ ବଡ ବଡ ମନ୍ଦିରରେ କରାଯାଇଥାଏ । ଘରେ ରଖିଥିବା ଶିବ ଲି-ଙ୍ଗ ବା ଶିବଙ୍କ ପି-ଣ୍ଡି ଉପରେ ନଗ ଦେବତା ରହିବା ଉଚିତ ନୁହେଁ । ଏହା ସହିତ ନନ୍ଦୀ ମଧ୍ୟ ରହିବା ଉଚିତ ନୁହେଁ । ଶିବ ପୁରାଣରେ ମନୁଷ୍ୟକୁ ଶିବଙ୍କୁ ପି-ଣ୍ଡି ରୂପରେ ସ୍ଥାପିତ କରିବା ପାଇଁ କୁହାଯାଇଛି । ସେଥିପାଇଁ ଘର ମନ୍ଦିରରେ ଶିବଙ୍କୁ ପି-ଣ୍ଡି ରୂପରେ ହିଁ ସ୍ଥାପିତ କରନ୍ତୁ । ତାଙ୍କ ଫୋଟୋ ଆଉ ମୂ-ର୍ତି ରଖନ୍ତୁ ନହିଁ । ଶିବ ଲି-ଙ୍ଗକୁ ଘରେ ସ୍ଥାପିତ କରିବା ପୂର୍ବରୁ ଜାଣନ୍ତୁ ମହାଦେବଙ୍କ ନିୟମିତ ରୂପରେ ପୂଜା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *