ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିଲେ କଣ ସୂଚନା ମିଳିଥାଏ? ଏହା ସହ ଆହୁରି ଶିକ୍ଷଣୀୟ Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ଅନୁଯାୟୀ କିଛି ନୀତିବାଣୀ ବା ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ୧- ଘରେ ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହେଲେ ଆପଣଙ୍କ ପରିବାର ଉପରେ ଗମ୍ଭୀର ସମସ୍ଯା ଆସିବାର ସୂଚନା ଦେଇଥାଏ । ରୋଷେଇ ଘରେ କାଚ ପାତ୍ର ବାରମ୍ବାର ଭାଙ୍ଗିବାର ଲାଗେ ତେବେ ଆର୍ଥିକ ସଙ୍କଟ ଆସିବାର ସୂଚନା ମିଳିଥାଏ ।

୨- ଘରେ ଯଦି ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଆସିଥାଏ ତେବେ ଆସନ୍ତା ସମୟରେ ବିପଦ ଆସିବାର ସଂକେତ ମିଳିଥାଏ । ଘରର ଛାତ ଉପରେ ବା ଅଗଣାରେ କାଉ ବା ଚିଲ ହାଡ ପଡିଲେ ଅଶୁଭ ହୋଇଥାଏ ।

୩- ଘରର ଛାତରୁ ଅଚାନକ ପ୍ଲାଷ୍ଟର ଖସେ ବା କାନ୍ଥ ଫାଟେ ତେବେ ଅଶୁଭ ହୋଇଥାଏ । ଦିନ କି ରାତିରେ କୁକୁର କାନ୍ଦିବାର ଶୁଣାଯାଏ ତେବେ ଅଶୁଭ ଘଟିଥାଏ ।

୪- ଘରର ଚାବି ପେନ୍ଥାରେ ବାରମ୍ବାର ଜଙ୍କ ଲାଗେ ତେବେ ଜିନିଷ ମିଳିବାର ସୂଚନା ମିଳିଥାଏ । କପଡା ପିନ୍ଧିବା ସମୟରେ ବଟନ ଓଲଟା ଲାଗିଯାଏ ତେବେ ଅଶୁଭ ସଂକେତ ହୋଇଥାଏ ।

୫- ଯଦି ନିଜ ନାକ ନିଜକୁ ଦେଖାଯାଏ ନାହି ଏହା ଗମ୍ଭୀର ରୋଗର ସଂକେତ ଦେଇଥାଏ । ଯଦି ସିଧା ଠିଆ ହେବା ସମୟରେ ଆଣ୍ଠୁ ଦେଖାଯାଏ ନାହି ତେବେ ଶରୀରର ରୋଗ ହୋଇଥାଏ ।

୬- ଘରୁ ବାହାରିବା ସମୟରେ କୁକୁର ଝାଡି ହେବାର ଦେଖନ୍ତି ତେବେ ବହୁତ ଅଶୁଭ ହୋଇଥାଏ । ଘର ଭିତରେ ବିଲେଇ କଲି କରିବାର ଦେଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇଥାଏ ।

୭- ସୋଇଥିବା ବେଳେ କୌଣସି ଲୋକର ମୁଣ୍ଡକୁ ବିଲେଇ ଚାଟେ ତେବେ ସରକାରୀ ମାମଲାରେ ଫସିବାର ସୂଚନା ମିଳିଥାଏ । କୌଣସି ଲୋକର ପାଦକୁ ବିଲେଇ ଚାଟେ ତେବେ ରୋଗ ବୈରାଗ ହେବାର ସମ୍ଭାବନା ଥାଏ ।

୮- ଘରେ କଳା ମୂଷା ବହୁତ ବଢିଗଲେ ଆଗାମୀ ଦିନରେ ରୋଗ ଆସିଥାଏ । ଘରେ ନାଲି ପିମ୍ପୁଡି ବଧିଗଲେ ଅର୍ଥ ହାନି ହେବାର ସୂଚନା ଦେଇଥାଏ ।

୯- ପିମ୍ପୁଡି ମନ୍ଦାରେ ଚିନୀ ଓ ଅଟା ଦିଆଯାଏ ତେବେ ଏହା ଶୁଭ ହେବା ସହ ଆର୍ଥିକ ସଙ୍କଟ ଦୂର ହୋଇଥାଏ । କୌଅଂଶୀ ସ୍ଥାନକୁ ଯାତ୍ରା ସମୟରେ ଗାଈ, ବାଛୁରି, ବିବାହିତ ମହିଳା ଦେଖିଏ ଶୁଭ ହୋଇଥାଏ ।

୧୦- ଘରର ଛାତ ଉପରେ ପକ୍ଷୀ ଆଘାତ ଖାଇ ପଡିଯାଏ ବା ମଲା ପକ୍ଷୀ ପଡେ ଅଶୁଭ ହୋଇଥାଏ । ବାରମ୍ବାର କ୍ଷୀର ଢାଳି ହୁଏ ତେବେ ଏହା ଘରେ କଳହ ଓ ଅଶୁଭ ହେବାର ସୂଚନା ଦେଇଥାଏ ।

୧୧- ପୂଜା କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ବାହାରିଲେ ଜାଣିବେ ଭଗବାନ ଆପଣଙ୍କ ପ୍ରାର୍ଥନା ଗ୍ରହଣ କରିଛନ୍ତି । ଯଦି ଆକାଶରେ ଉଲକା ଖସୁଥିବାର ଦେଖନ୍ତି ତେବେ ଏହା ସ୍ୱାସ୍ଥ୍ୟ ଖରାପ ହେବାର ଓ ଆର୍ଥିକ ସଙ୍କଟ ଆସିବାର ସୂଚନା ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *