Punjab ପୋଲିସ ବାଇକରେ ଯାଉଥିବା ନବ ବିବାହିତ ଦମ୍ପତ୍ତିଙ୍କ ସହ କଲେ କିଛି ଏମିତି, ଏବେ Video ହେଉଛି ଭାଇରାଲ

କ-ରୋ-ନା ମ-ହା-ମା-ରୀ କାରଣରୁ ଲଗାଯାଇଥିବା କରଫ୍ୟୁ ଓ ଲକଡାଉନରେ ଯେଉଁଠି ଗୋଟିଏ ଦିଗରେ ପୋ-ଲି-ସର କିଛି ଭୟଙ୍କର ରୂପ ଦେଖିବାକୁ ମିଳୁଛି, କିନ୍ତୁ ପଞ୍ଜାବ ପୋ-ଲି-ସର ଏହି ରୂପ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । କହିବାକୁ ଗଲେ ହୃଦୟକୁ ଛୁଇଁ ଯାଉଥିବା ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହାକୁ ଆଇପିଏସ ଦିପାଂଶୁ କାବେରା ନିଜର ଟ୍ଵିଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

ସେ ଭି-ଡି-ଓ ଶେୟାର କରି ଲେଖିଲେ କି କୋଭିଡ ନିୟମ ପାଳନ କରି ନବ ବିବାହିତ ଦମ୍ପତ୍ତି ବାଇକ ଧରି ଘରକୁ ଯାଉଥିଲେ । ପୋ-ଲି-ସ ବାଲା ଘରର ପରିବାର ଲୋକମାନଙ୍କ ଭଳି ଶୁଭେଚ୍ଛା ଓ କିଛି ଉପହାର ଦେଲେ ।

ଭି-ଡି-ଓରେ ଆପଣ ଦେଖି ପାରିବେ କି ନବ ବିବାହିତ ଯୋଡି ବାଇକରେ ବସି ଯାଉ ଥିଲେ । ଯେଉଁଠି ପୋ-ଲି-ସ ତାଙ୍କୁ ଚେକପୟେନ୍ଟରେ ତାକୁ ଅଟକାଇଲେ । ଏହା ପରେ ପୋ-ଲି-ସର ଦୁଇ କର୍ମଚାରୀ ପ୍ରଥେମ ପୁଅ ଓ ଝିଅକୁ ମାଳ ପିନ୍ଧାଇଲେ । ଏହା ପରେ କିଛି ଟଙ୍କା ଉପହାର ସ୍ୱରୂପ ଦେଲେ । ପୋ-ଲି-ସର ଏହି କାମ ସୋ-ସି-ଆ-ଲ ମି-ଡି-ଆରେ ସମସ୍ତଙ୍କର ହୃଦୟ ଜିତି ନେଇଛି ।

କିନ୍ତୁ କେତେକ ଲୋକମାନେ ମଜାକରେ କହୁଛନ୍ତି କି ପୋ-ଲି-ସ କାହାକୁ ଟଙ୍କା ଦେଉଛି ଏହା ବହୁତ କମ ଦେଖିବାକୁ ମିଳିଥାଏ । କହିଦେଉଛୁ କି ଏହି ଭି-ଡି-ଓ ଏହି ବର୍ଷର ନୁହେଁ ଗତ ବର୍ଷ ମେ ମାସର ଅଟେ । ଯାହାକି ଭା-ଇ-ରା-ଲ ହେବା ପରେ ସମସ୍ତେ ପଞ୍ଜାବ ପୋ-ଲି-ସର ପ୍ରଶଂସା କରିଥିଲେ ।

କିନ୍ତୁ ଏହି ଭି-ଡି-ଓ ବର୍ତ୍ତମାନ ପୁଣି ଥରେ ଭା-ଇ-ରା-ଲ ହେଉଛି ଓ ସମସ୍ତଙ୍କର ହୃଦୟ ଜିତିବାରେ ସଫଳ ହେଉଛି । ଏହିଭଳି ଭି-ଡି-ଓ ବହୁତ କମ ଦେଖିବାକୁ ମିଳିଥାଏ । ଯେଉଁଥିରେ ପୋ-ଲି-ସ ବାଲା କାହାର ସାହାର୍ଯ୍ୟ କରୁଛନ୍ତି କିମ୍ବା କାହାକୁ ନିଜର ଭଲ ପାଇବା ଦେଉଛନ୍ତି ।

ଏହା ପରିସ୍ଥିତି ଉପରେ ନିର୍ଭର କରିଥାଏ କି ସାମ୍ନାରେ ଥିବା ବ୍ୟକ୍ତି କେଉଁ ଭଳି ଅଟେ । ସେହି ଅନୁସାରେ ହିଁ ପୋ-ଲି-ସ ବାଲା ନିଜର ରୂପ ଦେଖାଇ ଥାନ୍ତି । ଅସଲରେ ପୋ-ଲି-ସ ବାଲା ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ଓ ସେମାନେ ଜନତାଙ୍କ ସେବା ମଧ୍ୟ କରନ୍ତି । କିନ୍ତୁ ଏହା ସମସ୍ତଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ କି ସେ ସାମ୍ନାରେ ଥିବା ବ୍ୟକ୍ତିକୁ କେଉଁଭଳି ନଜରରେ ଦେଖିବ ।

Leave a Reply

Your email address will not be published. Required fields are marked *