ପୁଣି ଚିଲିକାରେ ଦେଖିବାକୁ ମିଳିଛି ଭୟଙ୍କର ଘଟଣା, ଦର୍ଶନ ପାଇଁ ଯିବା ହେଲା କାଳ! ମଝି ଚିଲିକାରେ ଫସିଲେ ଭକ୍ତ… ଆଉ ତା ପରେ

ନମସ୍କାର ବନ୍ଧୁଗଣ, ଦର୍ଶନ ହେଲା କାଳ । ମଝି ଚିଲିକାରେ ଡଙ୍ଗା ଟଳମଳ । ହଠାତ ମାଡି ଆସିଆ କୁହୁଡି । ଆଗକୁ ଡଙ୍ଗା ଗଡିଲା ନାହି । ମଝି ଚିଲିକାରେ ଅଟକି ରହିଗଲା ଡଙ୍ଗା । ଡଙ୍ଗାର ମୋଟୋର ବନ୍ଦ ଧୋଇଗଲା ଆଉ କାତ ବି ପାଇଲା ନାହି । ଏହି ଦୃଶ୍ୟ ହେଉଛି ଚିଲିକା ମଝିରେ କୁହୁଡି ପାଇଁ ଅଟକି ଥିବା ଡଙ୍ଗାରେ । ଉଧାର ପାଇଁ ଯାଇଥିବା ଓଡ୍ରାଫ ଟିମ ବି ଡଙ୍ଗା ରେ ଅଟକି ଯାଇଛି ।

ଘନ କୁହୁଡି ପାଇଁ କିଛି ବି ଦେଖା ଯାଉ ଥିଲା । 25ରୁ ଉର୍ଦ୍ଧ ଭକ୍ତ ମଝି ଚିଲିକାରେ ଫସି ରହିଛନ୍ତି । ଏବେ ଉଧାର ପାଇଁ ଯାଇଥିବା ଓଡ୍ରାଫଫ ଟିମ ର 8 ସଦସ୍ୟ ବି ମଝି ଚିଲିକାରେ ଫସି ଯାଇଛନ୍ତି । ଫସିଥିବା ଡଙ୍ଗା ପାଖକୁ କେହି ବି ପହଞ୍ଚି ପାରୁ ନାହାନ୍ତି । ମନ କହୁଥିଲା ମା କାଳିଜାଇ ଙ୍କୁ ଦର୍ଶନ କରିବା ପାଇଁ । ସେଥିପାଇଁ ସକାଳୁ ସକାଳୁ ବାହାରି ପଡିଥିଲେ ମଝି ଚିଲିକାରେ ଦର୍ଶନ ପାଇଁ ।

ହେଲେ ହଠାତ କାଳ ହୋଇ ମଝି ଚିଲିକାରେ ଛିଡା ହେଲା ଘନ କୁହୁଡି । ଅଟକିଗଲା ଡଙ୍ଗା । ଆପଣ ଆନେ ବି ଦର୍ଶକ ବନ୍ଧୁ ଏହି ଦୃଶ୍ୟ ଉପରେ ଥରେ ନଜର ପକାନ୍ତୁ ଆଉ ଟିକେ ଅନୁଭବ କରନ୍ତୁ । କେମିତି ବିପଦ ପୂର୍ଣ୍ଣ ରହିଛି ଏ ଦୃଶ୍ୟ । ଡଙ୍ଗା ମଝି ଚିଲିକାରେ ରହିଥିବା ବେଳେ ଟଳମଳ ହେଉଛି । ଡଙ୍ଗାରେ ଭର୍ତ୍ତି ହୋଇ ରହିଛନ୍ତି 25 ରୁ ଉର୍ଦ୍ଧ ଭକ୍ତ । ଟିକେ କିଛି ହେଲେ ଡଙ୍ଗା ସିଧା ମଝି ଚିଲିକାରେ ନିଜର ଅସ୍ତିତ୍ଵ ହରାଇ ବସିବ ।

ଉଡୁଥିବା ପତାକା ରେ ଲେଖା ଯାଇଛି ମା । ଆଉ ସେହି ମା ଙ୍କ ଭରସାରେ ସବୁ ଭକ୍ତ ମାନେ ରହିଛନ୍ତି । ଭୟରେ ସବୁ ଭଗବାନ ଙ୍କୁ ଡାକିବାରେ ଲାଗିଛନ୍ତି ଆମକୁ ବଞ୍ଚାଅ ଆମକୁ ଉଧାର କର ମା ଆମକୁ ଉଧାର କର । ଡଙ୍ଗା ରେ ବସି ରହିଛନ୍ତି ସମସ୍ତେ ଏକ ଅଜଣା ଭୟ କୁ ନେଇ । ଯଦି କିଛି ଏପଟ ସେପଟ ହୁଏ ତେବେ ମଝି ଚିଲିକାରେ ଡଙ୍ଗା ତାର ଅସ୍ତିତ୍ଵ କୁ ହରାଇବାର ସମ୍ଭାବନା ରହିଛି ।

ଆଉ ତା ପରେ କଣ ହେବ କେହି ବି ଜାଣି ନାହାନ୍ତି । ହେଲେ ଭକ୍ତ ଙ୍କ ମନରେ ରହିଛି ଅଗାଢ ବିଶ୍ବାସ ଆମକୁ ମା କାଳିଜାଇ ଉଧାର କରିବେ । ହେଲେ ଗୋଟିଏ କଥା ରହିଛି କି କାଳିଜାଇ ଯିବାକୁ ହେଲେ ମନକୁ ପବିତ୍ର ରଖିବାକୁ ପଡେ ।

ମନ ପବିତ୍ର ନ ଥିଲେ ମଝି ଚିଲିକାରୁ ଆଗକୁ ଡଙ୍ଗା ଯାଇପାରେ ନାହି । ହେଲେ ଏ ଯାଏଁ ଉଧାର କାର୍ଯ୍ୟ ଜାରି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *