ଦୁନିଆରେ ଲକ୍ଷ ଲକ୍ଷ ଲୋକମାନଙ୍କ ଜୀବନ ନେଇସାରିଥିବା ଏହି କରୋନା ମହାମାରୀ ସ୍ଵାଭାବିକ ରୂପରେ ଜନ୍ମ ହୋଇ ନାହିଁ । ଅଥବା ଏହାକୁ ଚୀନ ଦ୍ଵାରା ୱୁହାନ ଲ୍ୟାବରେ ଚିନୀ ବୈଜ୍ଞାନିକମାନେ ତିଆରି କରିଛନ୍ତି ବୋଲି ଏକ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି ।
ଚିନୀ ବୈଜ୍ଞାନିକମାନେ ଭାଇରସର ଇଞ୍ଜିନିୟରିଙ୍ଗ ଭର୍ଜନକୁ ଲୁଚାଇବା ପ୍ରୟାସ କରିଥିଲେ ଯାହା ଦ୍ଵାରା ସମସ୍ତଙ୍କୁ ଏହା ଲାଗିବ କି ଏହା ବାଦୁଡି ଶରୀରୀରୁ ସ୍ଵାଭାବିକ ରୂପରେ ଜନ୍ମ ହୋଇଛି । ବ୍ରିଟିଶ ଖବର କାଗଜ ଡେଲି ମେଳର ଏକ ରିପୋର୍ଟ ଅନୁସାରେ ଗୋଟିଏ ବୈଜ୍ଞାନିକ ଟିମ ନିଜର ୨୨ ଟି ପୃଷ୍ଠାରେ ୱୁହାନ ଲ୍ୟାବରେ ବର୍ଷ ୨୦୦୨ରୁ ୨୦୧୯ ମଧ୍ୟରେ ହୋଇଥିବା ସମସ୍ତ ଫରେଂସିକ ବିଶ୍ଳେଷଣ ବିଷୟରେ ଲେଖିଛନ୍ତି ।
ଏକ ଆମେରିକାର ମିଡିଆ ରିପୋର୍ଟ ଅନୁସାରେ କୁହାଯାଇଛି କି ଏମିତି କିଛି ପ୍ରମାଣ ଅଛି, ଯାହା ଇଙ୍ଗିତ କରୁଛି କି ଏହି ଭାଇରସ ଚୀନର ପ୍ରୟୋଗଶାଲାରେ ରୁ ହିଁ ଲିକ ହୋଇଛି ଓ ଦେଖୁ ଦେଖୁ ଏହା ମହାମାରୀରର ରୂପ ନେଇଗଲା । ତେବେ ବର୍ତମାନର ଖବର ଅନୁଯାଇ ପୁଣି ଚୀନକୁ ଫେରିଲା କରୋନା । ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ପରେ ଚୀନ ସରକାରଙ୍କ ଚିନ୍ତା ବଢି ଯାଇଛି । ୨୭ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଲକଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ ।
ମେ ୩୦ ତାରିଖରେ ଗୁଆଙ୍ଗଡଙ୍ଗ ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ୨୭ଟି ମାମଲାରୁ ୨୦ଟି ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୭ଟି ବାହ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ବଜାର ଓ ପାର୍କ ବନ୍ଦ କରାଯାଇଛି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅତି ଜରୁରୀ ସେବା ଜାରି ରହିଛି ।
ସାରା ଦେଶରେ ଆଜି ଯାହା ବି ପରିସ୍ଥିତି ଅଛି ଏହା କେବଳ ଚୀନ ପାଇଁ ବୋଲି ସମସ୍ତଙ୍କ କହିବା କଥା । ତେବେ 2019 ଡିସେମ୍ବରରୁ ଆରମ୍ଭ ହୋଇଥିବା ହେଇ ଭାଇରସ ଆଜି ପର୍ଯ୍ୟନ୍ତ ଥମିବା ନାମ ନେଉଆ ନାହିଁ । ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଏହା ଅଧିକ ପ୍ରଭାବ ପାକି ଥିବାର ଦେଖିବାକୁ ମିଳୁଛି । ବହୁତ ଲୋକ ନିଜ ଚାକିରି ହରାଇ ଖାଇବା ପାଇଁ ମଧ୍ୟ ପାଉ ନାହାନ୍ତି । ଗଟ ଏଗୋଟେ ପରିବାର ସମ୍ପୁର୍ଣ୍ଣ ବରବାଦ ହୋଇ ଯାଉଛି । ଆଗକୁ ଏହା ଆଉ କେତେ କ୍ଷତି କରିବ ତାହା ମଧ୍ୟ ଜଣା ନାହିଁ, ତେବେ ଅପମ୍ନ ମାନେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।