ପୁଣି ଥରେ ଅଭିନେତ୍ରୀ Rani Priyadarshini ଦେଖାଇଲେ ନିଜର ଜଲୱା, ସାଉଣ୍ଟିଲେ ମୁଠା ମୁଠା ଟଙ୍କା…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏ ନାଚକୁ ଦେଖିଲେ କଣ କହିବେ କେଉଁ ଭାଷାରେ କହିବେ ଆଉ କାହାକୁ କହିବେ ? କାରଣ ନର୍ତ୍ତକୀ ଜଣକ ଏମିତି ନାଚୁଛନ୍ତି ତାହାକୁ କହିବା ଏତେ ସହଜ ନୁହେଁ । କିନ୍ତୁ ଏମିତ ଡ୍ୟାନ୍ସ ଦର୍ଶକ ମାନଙ୍କ ଆଗରେ ଖୁଲମଖୁଲା ପୁଣି ଯାତ୍ରା ପେଣ୍ଡାଲ ରେ ଚାଲିଛି । ଗୋଟିଏ ଦୃଶ୍ୟ ଭଦ୍ରକ ଚରମ୍ପା ର ହୋଇଥିବା ବେଳେ ଆଉ ଗୋଟେ ଦ୍ରୁଶ୍ଯ ସୁନ୍ଦଗଡ ଜିଲ୍ଲା ବଣାଇ ର ଏବେ ସାମନାକୁ ଆସିଛି ।

ମୁଁ ଚମେଲୀ ଗୀତ ଆଉ ତା ପରେ ମୁଁ ଦାରୁ ପି କେ ଗୀତ ବାଜୁଛି ଆଉ ଗୀତ ରେ ତାଳେ ତାଳେ ଏମିତି ଡ୍ୟାନ୍ସ କରୁଛନ୍ତି ଅଭିନେତ୍ରୀ ଜଣକ ତାହା ଆପଣମାନେ ଏହି ଭିଡିଓରେ ଦେଖି ପାରିବେ । ଏହି ଗୀତ ବାଜିବା କ୍ଷଣ ପୁରା ପେଣ୍ଡାଲ ଦୋହଲି ଯାଉଛି । ଏଭଳି ନାଚକୁ ଦେଖି ତଳେ ଥିବା ଯୁବକ ମାନେ ମଧ୍ୟ ଝୁମୀ ଯାଇଛନ୍ତି । ଦର୍ଶକ ବନ୍ଧୁ କେମିତି ସର୍ବ ସାଧାରଣରେ ଏ ନାଚକୁ ଦେଖା ଯାଉଛି ସେ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ । ହେଲେ କିଛି ଲାଭ ନାହି ।

କାରଣ ଏମିତି ହଟ ଡ୍ୟାନ୍ସ ଦେଖିବାକୁ କୁଆଡେ ଲୋକେ ଡିମାଣ୍ଡ କରୁଛନ୍ତି । ଆଉ ଲୋକଙ୍କ ଡିମାଣ୍ଡ ରଖିବାକୁ ଏମିତି ଉଦଣ୍ଡ ଡ୍ୟାନ୍ସ ଦେଖାଯିବା କୁହାଯାଉଛି । ମୋଟ ଉପରେ ଭଦ୍ରକ ପରେ ବଣିଆ ରେ ନିଜ ଡ୍ୟାନ୍ସରେ ଦର୍ଶକଙ୍କୁ କିମିଆ କରିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । କାଳୀ ପୂଜା ଅବସରେ ଭଦ୍ରକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଡ୍ୟାନ୍ସରେ ରାନୀ ଙ୍କ ଜଲୱା ଦେଖିବାକୁ ମିଳିଥିଲା । ଅଶ୍ଳୀଳ ନୃତ୍ୟୁ ପରିବେଶ ନେଇ ସେ ଚର୍ଚ୍ଚା ରେ ଥିଲେ ।

ଏପରିକି ରାନୀ ମଞ୍ଚ ଉପରେ ଡ୍ୟାନ୍ସ କରୁଥିବା ବେଳେ ମହିଳା ଦର୍ଶକ ଜଣକ ତାଙ୍କ ଉପରକୁ ଚପଲ ପିଙ୍ଗିଥିଲେ । ଏବେ ପୁଣି ଥରେ ରାନୀ ଙ୍କ ହଟ ଡ୍ୟାନ୍ସ ଦେଖି ଦର୍ଶକ ବାୟା ହୋଇଛନ୍ତି । ବଣାଇ ଲହୁଣିପଦା ଥାନା ଅନ୍ତର୍ଗତ ରାଜପୁର ସ୍ଥିତ ଏକ କ୍ଲବ ପକ୍ଷରୁ ଏହି କାର୍ଯ୍ୟ କ୍ରମ ଆୟୋଜିତ କରା ଯାଇଥିଲା । ଏହି କାର୍ଯ୍ୟ କ୍ରମ ରେ ଡ୍ୟାନ୍ସରର ରାନୀ ଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣି ନିଜର ଜଲୱା ଦେଖାଇଥିଲେ ରାନୀ ।

ଏମିତିକି ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ରାନୀ ନିଜ ଅଣ୍ଟା ରେ ଟଙ୍କା ଖୋଶୁ ଥିବାର ଦେଖିବାକୁ ମିଳିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ପ୍ରତିବାଦ ପରେ ବି ଏମିତି ଡ୍ୟାନ୍ସ ଥମିବାର ନାଁ ନେଉ ନାହି । କେଉଁଠି ନା କେଉଁଠି ଏମିତି ଅଶ୍ଳୀଳ ନାଚ ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଆଗାମୀ ଦିନରେ ଯାତ୍ରା ରେ ଏମିତି ଡ୍ୟାନ୍ସ ବନ୍ଦ ହେବ ନା ଏମିତି ଅଶ୍ଳୀଳ ନାଚ ଜାରି ରହିବ ତାହା ସମୟ କହିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *