ପୁଣି ଥରେ ମାତା – ପିତା ହେବେ Virat Anushka, ବେବି ବମ୍ପ ସହିତ ଅଭିନେତ୍ରୀଙ୍କ ଫଟୋ ହେଲା ଭାଇରାଲ

ବଲୀଉଡ ସିନେମାର ଜଣା ଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ବର୍ଷ ନିଜର ଗର୍ଭବତ୍ତୀ ଖବରକୁ ନେଇ ଲଗାତାର ଚର୍ଚାରେ ରହିଥିଲେ । ଅନୁଷ୍କା ଶର୍ମା ଏହି ବର୍ଷର ଆରମ୍ଭରେ ଝିଅ ବମିକାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ସେ ନିଜର ସମସ୍ତ ସମୟ ଝିଅ ଓ ସ୍ଵାମୀ ବିରାଟ କୋହଲିଙ୍କୁ ଦେଉଛନ୍ତି । କିନ୍ତୁ ବେଳେ ବେଳେ ସେ ସୋ-ସି-ଆ-ଲ ମି-ଡି-ଆରେ ନିଜ ଫ୍ୟାନ ସହ ବି ଯୋଡି ଯାଆନ୍ତି । ସେ ସବୁଦିନ କୌଣସି ନା କୌଣସି ପୋସ୍ଟ ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରିଥାନ୍ତି ।

କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଫ୍ୟାନମାନଙ୍କ ହୋସ ଉଡାଇ ଦେଇଛି । କାରଣ ଏହି ଫଟୋରେ ଅଭିନେତ୍ରୀ ବେବି ବମ୍ପରେ ନଜର ଆସୁଛନ୍ତି । ଏହାକୁ ଦେଖିବା ପରେ ଲୋକମାନେ ଚର୍ଚା ଆରମ୍ଭ କରି ଦେଇଛନ୍ତି ।

ଲୋକମାନେ ଏହା ବି କହୁଛନ୍ତି କି ବହୁତ ଜଲ୍ଦି ଅନୁଷ୍କା ଶର୍ମା ଓ ବିରାଟ କୋହଲି ଦ୍ଵିତୀୟ ଥର ମାତା ପିତା ହେବାକୁ ଯାଉଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି କି ଅନୁଷ୍କା ଶର୍ମା ଏହି ଫଟୋ ସହ କିଛି ଲେଖିଛନ୍ତି । ଅନୁଷ୍କା ବର୍ତ୍ତମାନ ଇଂସ୍ଟାଗ୍ରାମ ଷ୍ଟୋରି ଉପରେ ନିଜର ଏକ ଫଟୋ ଶେୟାର କରିଛନ୍ତି । ଅନୁଷ୍କା ବସିଛନ୍ତି ଓ ତାଙ୍କର ଚେହେରା ଉପରେ ହସ ଅଛି । ଆପଣ ତାଙ୍କ ଚେହେରାରେ ପ୍ରେଗ୍ନେସି ଗ୍ଲୋ ବି ଦେଖି ପାରିବେ । ସୋଫା ଉପରେ ବସି ଥିବା ନିଜର ଫଟୋ ଇଂସ୍ଟାରେ ଶେୟାର କରି ଲେଖିଛନ୍ତି କି ୨୦ ନଭେମ୍ବର ୨୦୨୦ ଅର୍ଥାତ ଏହି ଫଟୋ ତାଙ୍କର ପ୍ରଥମ ପ୍ରଗ୍ନେସି ସମୟର ଅଟେ ।

ଫଟୋରେ ଅନୁଷ୍କା ସୁଟ ପିନ୍ଧିଛନ୍ତି ଓ ଏଥନିକ ଲୁକରେ ନଜର ଆସୁଛନ୍ତି । କହିଦେଉଛୁ କି ଅନୁଷ୍କାଙ୍କ ଏହି ଫଟୋକୁ ତାଙ୍କର ପିତା କ୍ଲିକ କରିଥିଲେ । ବ୍ୟାକରାଉଣ୍ଡରେ ଲାଗିଥିବା କାଚରେ ଆପଣ ଦେଖି ପାରିବେ କି ଅନୁଷ୍କାଙ୍କ ଫଟୋ ତାଙ୍କ ପିତା କ୍ଲିକ କରୁଛନ୍ତି । ଏହି ଫଟୋ ଗୋଟିଏ ବର୍ଷ ପୁରୁଣା ଅଟେ । କିନ୍ତୁ ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଯେତେବେଳେ ବି ଗତ ବର୍ଷ ଏହି ଫଟୋକୁ ଫ୍ୟାନମାନଙ୍କ ଏହିଭଳି ପ୍ରତିକ୍ରିୟା ମିଳିଥିଲା । କହିଦେଉଛୁ କି ଅଗଷ୍ଟ ୨୦୨୦ରେ ଏକ ଫୋଟ ଶେୟାର କରି କହିଥିଲେ କି ସେ ଓ ଅନୁଷ୍କା ୨୦୨୧ର ଆରମ୍ଭରେ ମାତା ପିତା ହେବେ ।

ଜାନୁୟାରୀରେ ଅଭିନେତ୍ରୀ ଝିଅକୁ ଜନ୍ମ ଦେଇଥିଲେ । ଝିଅର ନାଁ ଦମ୍ପତ୍ତି ବମିକା ରଖିଲେ ଯାହାକି ମାତା ଦୂର୍ଗାଙ୍କ ଗୋଟିଏ ନାଁ ଅଟେ । ବିରାଟ ଓ ଅନୁଷ୍କା ଦୁଇ ଜଣ ଆଜି ପର୍ଯ୍ୟନ୍ତ ଝିଅର ଚେହେରା କାହାକୁ ଦେଖାଇ ନାହାନ୍ତି । ବମିକାର ଜନ୍ମ ୧୦ ମାସରୁ ବି ଅଧିକ ସମୟ ବିତି ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦମ୍ପତ୍ତି ଝିଅକୁ ଦୁନିଆ ଆଗରେ ଲୁଚାଇ ରଖିଛନ୍ତି । ଦୁଇ ଜଣ ଝିଅକୁ ମିଡିଆ ଠାରୁ ବି ଦୂରେଇ ରଖିଛନ୍ତି । ବମିକା ର ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଅଛି କିନ୍ତୁ ତାର ଚେହେରା କୌଣସି ବି ଫଟୋରେ ଦେଖିବାକୁ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *