ପୁରୁଣା ରୁ ପୁରୁଣା କଫ ସମସ୍ୟା 1 ଦିନରେ ଭଲ ହୋଇଯିବ, ବାସ ଥରେ ପିୟନ୍ତୁ ଏହି କାଢା- Home Remedies

ଥଣ୍ଡା କାଶ ପ୍ରାୟତଃ ଭାବେ ସାଧାରଣ କଥା । ଏହା ପାଇଁ ଆମେ ଆଜି ଆପାଙ୍କୁ ଏକ ଘରୋଇ ଉପଚାର କହିବା ଯାହା ଦ୍ଵାରା ଆପଣମାନେ ସୁସ୍ଥ ହୋଇ ପାରିବେ । ଆଜି ଆମେ କହିବା କି କିଛି ଲୋକମାନେ ନିଜର ଥଣ୍ଡାକୁ ବାହାରକୁ କାଢି ପାରି ନଥାନ୍ତି । ସେମାନଙ୍କ କଫ ଅନେକ ଦିନ ଧରି ରହି ଯାଇଥିବା ଦ୍ଵାରା ଆମେ ଜାଣି ନଥାନ୍ତି କି ଏମାନେ କି ଏହା କେଉଁ ଭଳି ଭାବେ ଏହାକୁ ବାହରାକୁ ବାହାର କରିବେ ଏହା ଯଦି ଅନେକ ଦିନ ଯାଏ ଭିତରେ ରହିଥାଏ ତେବେ ଏହା ଖରାପ ହୋଇଥାଏ ।

ଆପଣ ମାନେ ଏହାକୁ ଭଲ କରିବା ପାଇଁ ଏକ ଉପାୟ ଆଜି ଆମେ ଆପଣଙ୍କୁ କହିବା । ଆଜି ଆମେ କହିବା କି ଆପଣ ଘରେ ଥିବା ଏକ ତେଜ ପତ୍ର ଦ୍ଵାରା । ଆଜି ଆମେ କହିବବା କି ଏକ ତେଜ ପତ୍ର ନେଇକି ଏହାକୁ ଗରମ ପାଣିରେ ପକାଇକି ବହୁତ ସମୟ ଯାଏ ଫୁଟାଇ ନିଅନ୍ତୁ ।

ଏହା ଅପରେ ଅଦା ଟିଏ ନେଇକି ଆପଣ ଏହାର ଚୋପା ଛାଡିବା ପରେ । ଏହାକୁ ଆପଣ ଚୋପା ଛଡେଇବା ପରେ ଏହାକୁ ସ୍ଲାଇସ କରି କାଟି ଦେବେ ଓ ଏହାକୁ ସେହି ପାଣିରେ ଆପଣ ପକାଇ ଦେବେ । ଆପଣ ଏହା ମଧ୍ୟରେ ଆଉ ଏକ ଜିନିଷ ପକାଇବେ ଏହା ହେଉଛି ଲବଙ୍ଗ ।

ଏହାକୁ ଆପଣ ଭଲ ଭାବେ ଫୁଟାଇବେ ଏହା ସହ ଆପଣ ଏହାକୁ ଏକ ଜାଗାରେ ଛାଣି ନେବେ ଯଦି ଏହାକୁ ଆପଣ ପି ପାରୁ ନାହାଁନ୍ତି ଏହା ପାଇଁ ଆପଣ କିଛି ମହୁ ମଧ୍ୟ ମିଶାଇକି ଏହାକୁ ପି ପାରିବେ । ଆପଣ ଯଦି ଏହାକୁ ଖରାଦିନ ମାନଙ୍କ ପାଇଁ ପିଉଛନ୍ତି ଚେଷ୍ଟା ଅକ୍ରିୟ ନିଅନ୍ତୁ କି ଏହାକୁ ବିନା ମହୁରେ ପିଇବେ ।

ଯଦି ଆପଣ ଏହାକୁ ସିତା ଦିଆନରେ ପିଉଛନ୍ତି ତେବେ ଆପଣ ଏହାକୁ ମହୁ ମିଶେଇକି ପିଳେ ଭଲ ହୋଇଥାଏ । ଆପଣମାନେ ଯଦି କାସ ହେବା ସହ ତଣ୍ଟି ରେ କଫ ରହିବା ଭଳି ସମସ୍ଯା କୁ ଅନୁଭବ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ କାମ ଦେବ ।

ଆପଣ ଯଦି କିଛି ଥଣ୍ଡା ଜିନିଷ ଖାଉ ଥିବେ ତାହାକୁ ଆପଣ କମାଇ ଦେବେ ଯେଉଁ ଦିନ ଯାଏ ଆପଣଙ୍କ କଫ ଭଲ କରି ବାହାରକୁ ବାହାରି ଯାଇନି । ତେବେ ଆପଣ ଏହାକୁ ବ୍ୟବହାର କରି ପାରିବେ । ଭଲ ଭାବେ ଆପଣ ମୁହଁ ଢୋକି ଏହାକାଉ ଏହା ପରେ ସେବନ କରିବେ । ଆପଣ ଏହା ସହ ଗରମ ପାଣିରେ ଲୁଣ ପକାଇକି ଏହାକୁ ସବୁ ଦିନ ସକାଳୁ କୁଳି କରିବା ଭଲ ହୋଇ ଥାଏ ।

ଏହା ଦ୍ଵାରା ଆପଣଙ୍କ ଗଳାରେ ଥିବା ବ୍ୟାକ୍ଟେରିଆ ମଧ୍ୟ ଆରମ୍ଭ ଅହେଉଥିଲେ ଏହା କମି ଜୀବ । ଆପଣ ନିଜର ପିବା ପାଣି ଓ ଖାଧ୍ୟର ଧ୍ୟାନ ରଖିବା ଏହି ସମୟରେ ଆବଶ୍ୟକ କିନ୍ତୁ ଏହାକୁ ନେବା ପରେ ଆପଣଙ୍କର ଆଉ ଥଣ୍ଡା କିମ୍ବା କାସ ହେବନି ।

Leave a Reply

Your email address will not be published.