ବାତ୍ୟା ୟଶ ଏବେ ଧାମରାରେ ଲାଣ୍ଡଫଲ କରି ସାରିଛି ଆଉ ଏହି ସ୍ଥିତିରେ ଲୋକଙ୍କ ମନ ଭ୍ୟ ଦ୍ଵାରା ପୁର ଯାଇଛି କାହିଁକିନା ଘରେ ପସିଛି ପାଣି, ଫସିଛନ୍ତି ଶତାଧିକ ଲୋକ । ତେବେ ବାତ୍ୟା ୟଶ ଦ୍ଵାରା ନଦୀ ମାନଙ୍କ ପାଣି ବଢି ଯାଇଛି ଆଉ ନଦୀ ଭିତରେ ଜୁଆର ମଧ୍ୟ ଆସିଛି ।
ଯାହା ଦ୍ଵାରା ଲୋକ ଯେଉଁ ଜାଗାରେ ଅଛନ୍ତି ସେହି ଜାଗାରେ ଫାଶୀ ରହି ଯାଇଛନ୍ତି । ତେବେ ୟଶ ପାଇଁ ବର୍ତମାନ ୧୩୦ରୁ ୧୪୦ ପବନ ବେଗ ଚାଲିଛି ଆଉ ପ୍ରଥମ ଥର ପାଣି ପସିବାକୁ ନେଇ ଲୋକଙ୍କ ମନ ଭିତରେ ଆତଙ୍କ ଭାରି ଯାଇଛି । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ଆଉ କଣ କଣ ହେଇଛି ।
ସୂଚନା ଅନୁଯାଇ ଜଙ୍ଗଲ ଘେରି ଗାଁ ପରିଖି ପଂଚାୟତ ଅଣ୍ଡରରେ ଯାଉଛି, ଏହି ଗାଁ ପାଖରେ ନଦୀ ଥିଲା ଯାହା ନାମ ବୁଢା ବଳଦ ଅଟେ, ଏଠାରେ ଲୋକ ନିଜ କାମ କରନ୍ତି କିନ୍ତୁ ବର୍ତମାନ ନଦୀ ସମୁଦ୍ର ସହ ମିଶି ଉଗ୍ର ରୂପରେ ଦେଖା ଯାଇଛି ନଦୀ ପାଣି ପୁରା ଗାଁ ବୁଡାଇ ଦେଇଛି ଯାହା ଦ୍ଵାରା କଚା ଘର ସବୁ ବୁଡି ଯାଇଛି ଆଉ ଲୋକଙ୍କ ପାଖରେ କିଛି ସାହାଯ୍ୟ ଯାଇ ପାରୁ ନାହିଁ କାହିଁକିନା ମଝିରେ ନଦୀ ପ୍ରବାହ ବହୁତ ଅଧିକ ଅଛି ଯାହା କାରଣରୁ ନଦୀ ପାରି ହୋଇ ଏବେ ଯାଇ ପାରିବା ବହୁତ କଷ୍ଟ ଅଟେ ।
ଖବର ଅନୁଯାଇ ୧୦୦ ଠାରୁ ଅଧିକ ଲୋକ ଗାଁରେ ପାଣିରେ ଫସିକି ଅଛନ୍ତି ଏହା ଏଥିପାଇଁ କାହିଁକିନା ସେମାନେ ନିଜ ଘର ଛାଡିକି ଆସିବାକୁ ଚାହୁଁ ନଥିବେ ନଚେତ ସରକାର ଆୟୋଜନ ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିବ । ତେବେ ଏହି ଗାଁ ଲୋକ ମାନେ ସାହାଯ୍ୟ ପାଇଁ ଫୋନ କରୁଛନ୍ତି କିନ୍ତୁ ପାଣି ପ୍ରବାହ ଏତେ ଅଧିକ ଅଛି ଯେ ଯିବାକୁ କେହି ସାହସ କରି ପାରୁ ନାହାନ୍ତି ।
ଖବର ଅନୁଯାଇ ସେହି ଗାଁରେ ସମସ୍ତଙ୍କ କାଚ ଘର ରହିଛି କେବଳ ଜଣଙ୍କ ପକା ଘର ରହିଛି । ତେବେ ଲୋକେ ଶେଠୀ କେମିତି ଅଛନ୍ତି ଏହା ମଧ୍ୟ ଜାଣିବା କଷ୍ଟକର ହୋଇଛି । ତେବେ ଛୋଟ ଛୁଆ ଠାରୁ ଆରମ୍ଭ କରି ଯୁବା ଆଉ ବୁଢା ଲୋକ ସମସ୍ତେ ପାଣିରେ ଫସିକି ଅଛନ୍ତି ଆଉ ତାଙ୍କୁ ମୁକୁଳେଇବା ବହୁତ କଠିନ ହୋଇ ଯାଇଛି କିନ୍ତୁ ସରକାର ତାଙ୍କ ଚେଷ୍ଟା ଜାରି ରଖିଛନ୍ତି ।
ତେବେ ବର୍ତମାନ ଭାରତୀୟ ଏନଡିଆରଏଫ ଟିମ ଯାହା ଅଛି ତାଙ୍କ ଠାରୁ ଆମେ ଆସା କରି ପାରିବା ଯେ ସେମାନେ ଯଥା ଶୀଘ୍ର ଆସି ତାଙ୍କୁ ମୁକୁଳେଇ ଆଣନ୍ତୁ କାହିଁକିନା ଏମିତିକା ଭୟଙ୍କର ସ୍ଥିତିରେ ଗାଁରେ କେବଳ ଗୋଟେ କୋଠା ଘର ଅଛି ଆଉ କେତେ ଲୋକ ସେହି ଘରେ ଥିବେ ତାହା ମଧ୍ୟ କହିବା କଷ୍ଟକର ।
https://www.facebook.com/watch/?v=521546882194904