Puri ଜିଲ୍ଲା ରାସ୍ତା କଡରେ ସାପ ଓ ବିଲେଇ ମଧ୍ୟରେ ଜବରଦସ୍ତ ଫାଇଟିଙ୍ଗ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ପଶୁପକ୍ଷୀ ଅଛନ୍ତି । କିଛି ପଶୁ ମାନଙ୍କୁ ଆମେ ଘରେ ରଖି ପାଳିଥାଉ ତ ଆଉ କିଛି ବାହାରେ ରହିଥାନ୍ତି । ତେବେ ସାପ ହେଉଛି ଏମିତି ଏକ ପଶୁ ଯାହା ବହୁତ ମା-ରା-ତ୍ମ-କ ଓ ଭ-ୟ-ଙ୍କ-ର ହୋଇଥାଏ । ଆମ ଦେଶରେ ଏମିତି କିଛି ସାପ ଅଛନ୍ତି ଯେଉଁ ମାନଙ୍କର ବି-ଷରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । ତେବେ ବିଲେଇ ଏମିତି ଏକ ପଶୁ ଯାହାକୁ ଆମେ ଘରେ ପାଳିଥାଉ । ତେବେ ଆଜିର ଆମର ଏହି ବିଷୟ ବସ୍ତୁ ଏହି ଦୁଇ ପ୍ରାଣୀଙ୍କୁ ନେଇ ଆଧାରିତ ଅଟେ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି ।

ଏହି ଭିଡିଓ ରେ ଯେଉଁ ଦ୍ରୁଶ୍ଯ ହେଉଛି ତାହା ହେଉଛି ପୁରୀ ଜିଲ୍ଲା ର ରାସ୍ତାର ଦୃଶ୍ୟ । ଯେଉଁଠାରେ ଗୋଟେ ବିଲେଇ ଓ ସାପ ମଧ୍ୟ ରେ ଭ-ୟ-ଙ୍କ-ର ଯୁଦ୍ଧ ଲାଗିଛି । ଏଠାରେ ବିଲେଇ ଟି ସାପ ଉପରକୁ ଆ-କ୍ର-ମ-ଣ କରୁଛି ତ ଅନ୍ୟ କ୍ଷେତ୍ର ରେ ସାପ ଟି ମଧ୍ୟ ବିଲେଇ ଉପରକୁ ରାଗି ଯାଇ ଜୋରରେ ଫଣା ଟେକି ଆ-କ୍ର-ମ-ଣ କରିବାରେ ଲାଗିଛି ।

ତେବେ ଅନେକ ସମୟ ଧରି ସାପ ଓ ବିଲେଇ ମଧ୍ୟ ରେ ଯୁଦ୍ଧ ଚାଲିଥିଲା ଯାହାକୁ ସେଠିକାର କିଛି ଲୋକ ମାନେ କ୍ୟାମେରା ରେ କଏଦ କରିଛନ୍ତି । ତେବେ ଏହି ଭଳି ଦୃଶ୍ୟ ହୁଏ ତ ଆଗରୁ ମଧ୍ୟ ଦେଖିବାକୁ ମିଳିଥିବ ।

କିନ୍ତୁ ଏଠାରେ ଯେଉଁ ଭଳି ଭାବେ ବିଲେଇ ଓ ସାପ ଯୁଦ୍ଧ କରୁଛନ୍ତି ଦେଖିଲେ ଲାଗୁଛି ଯେ ଦୁହେଁ ପରସ୍ପରର ଶତ୍ରୁ ଅଟନ୍ତି । ରାସ୍ତା ମାଝିରେ ବିଲେଇ ଟି ସାପକୁ ଦେଖି ତା ଉପରକୁ ଆକରଣ କରିବାରେ ଲାଗିଛି । ଦୁହେଁ ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ବିଲେଇ ଟି ବାରମ୍ବାର ସାପ ଉପରକୁ ଆକ୍ରମଣ କରୁଛି ତାକୁ ଧରିବା ପାଇଁ କିନ୍ତୁ ବିଫଳ ହୋଇଛି । ଠିକ ସେହି ପରି ସାପ ଟି ମଧ୍ୟ ବିଲେଇକୁ ମାରିବା ପାଇଁ ଉଦ୍ୟମ କରିଛି କିନ୍ତୁ ସେଥିରେ ବିଫଳ ହୋଇଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ବିଲେଇ ଓ ସାପ ମଧ୍ୟ ରେ ଯେଉଁ ଭଳି ଭାବେ ଯୁଦ୍ଧ ଚାଲିଛି ସେଥିରେ କେହି କାହାକୁ ଛାଡି ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *