ଏ କି ସଂକେତ ପ୍ରଭୁ ! ବଦଳିଲା ଆକାଶର ରଙ୍ଗ… ଦେଖନ୍ତୁ Video

ବାତ୍ୟା ଜୱାଦକୁ ନେଇ ପାଣି ପାଗ ବିଭାଗ ଯାହା ବି ଆକଳନ କରିଥିଲେ ତାହା ସବୁ ବ୍ୟର୍ଥ ହୋଇ ଯାଇଛି । ବାତ୍ୟା ଜୱାଦ ସମୁଦ୍ର ମଧ୍ୟରେ ରହି ଲୁଚକାଳି ଖେଳୁଥିଲା । ପ୍ରତି ଘଣ୍ଟା ସେ ନିଜର ଗତିପଥ ପରିବର୍ତ୍ତନ କରୁଥିଲା । ଅନ୍ୟ ପଟେ ସବୁ ନ୍ୟୁଜ ଚ୍ୟାନେଲରେ ବାତ୍ୟା ଜୱାଦକୁ ନେଇ ପ୍ରତି ଘଣ୍ଟାରେ ନୂଆ ନୂଆ ଖବର ସାମ୍ନାକୁ ଆସୁଥିଲା ଓ ସମସ୍ତଙ୍କୁ ସତର୍କ ଏବଂ ସଚେତନ ରହିବା ପାଇଁ କୁହାଯାଉ ଥିଲା ।

ପାଣି ପାଗ ବିଜ୍ଞାନୀ ବି ତାର ଗତିପଥ ବିଷୟରେ ସଠିକ ରୂପରେ ଆକଳନ କରି ପାରୁ ନ ଥିଲେ । ଯେମିତି କି ପାଣି ପାଗ ବିଭାଗ ତରଫରୁ କୁହାଯାଇ ଥିଲା କି ବାତ୍ୟା ଜୱାଦ ଗତକାଲି ଅପରାହ୍ନରେ ପୁରୀରେ ଲ୍ୟାଣ୍ଡଫଳ କରିବ ।

କିନ୍ତୁ ଏହିଭଳି କୌଣସି ବି ଘଟଣା ଘଟିଲା ନାହିଁ ଓ ଓଡିଶା ଏକ ବଡ ବାତ୍ୟାରୁ ବଞ୍ଚି ଗଲା । କିନ୍ତୁ ଏହା ମଧ୍ୟରେ ଅପରାହ୍ନ ସମୟରେ ପୁରୀରେ ଏକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଲା । ସମସ୍ତେ କହୁଛନ୍ତି କି ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଲା ଅଟେ ।

ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ବାତ୍ୟାକୁ ଟାଲି ଦେଇଛନ୍ତି । ଗତକାଲି ଅପରାହ୍ନରେ ପୁରୀର ଆକାଶ ଲାଲ ହୋଇଗଲା । ବାତ୍ୟା ଜୱାଦକୁ ନେଇ ଓଡିଶାବାସୀ ପୂରାପୂରି ଭୟଭୀତ ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ଏଥିରୁ ମୁକ୍ତି ପାଇ ଯାଇଛନ୍ତି ।

କିନ୍ତୁ ରବିବାର ସନ୍ଧ୍ୟା ସମୟରେ ପୁରୀ ବାସିନ୍ଦା ଆକାଶରେ ଏକ ବିଚିତ୍ର ଦୃଶ୍ୟ ଦେଖିଥିଲେ । ନୀଳ ଆକାଶ ଅଚାନକ ରଙ୍ଗ ବଦଳାଇ ଦେଲା ଓ ଆକାଶରେ ଲୋହିତ ରଙ୍ଗ ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଏହି ଦୃଶ୍ୟ ପୁରା ପୁରୀରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର କଥା କହୁଛନ୍ତି ।

କିଏ କହୁଛି ଏହା ପ୍ରକୃତିର ପ୍ରତିଶୋଧ ତ । କିଏ କହୁଛି ଏହା ଭଲ ଲକ୍ଷଣ ନୁହେଁ । କେତେକଙ୍କ କହିବା ଅଟେ କି ଓଡିଶା ସିନା ବାତ୍ୟା ଜୱାଦରୂ ନିସ୍ତାର ପାଇଗଲା କିନ୍ତୁ ଲୋହିତ ରଙ୍ଗର ଆକାଶ ଆସନ୍ତା ଦିନରେ ବିପଦ ଆସିବାର ସଂକେତ ଦେଉଛି ।

ନୀଳ ରଙ୍ଗର ଆକାଶ ଲୋହିତ ରଙ୍ଗର ଅର୍ଥାତ ନାଲି ରଙ୍ଗ ହୋଇ ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ପ୍ରକାରର ଲୀଳା ବୋଲି ବି ଲୋକମାନେ କହୁଛନ୍ତି । ଯେତେବେଳେ ଏହି ନ୍ୟୁଜ ସମସ୍ତଙ୍କ ସାମ୍ନାକୁ ଆସିଲା ତେବେ ପୁରା ଓଡିଶା ବାସୀ ଆଶ୍ଚର୍ଯ୍ୟ ହୋଇଗଲେ ।

Leave a Reply

Your email address will not be published. Required fields are marked *