ପୁରୀରେ ଭୂତ ଆତଙ୍କ! ସିସିଟିଭିରେ କଏଦ୍ ହୋଇଛି ଭୂତର ଭୟଙ୍କର ଦୃଶ୍ୟ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ସମାଜ ରେ ଭୁତ ପ୍ରେତ କୁ ନେଇ ଏବେ ବି ଲୋକଙ୍କ ମନରେ ଧାରଣା ରହିଛି ଆଉ ବିଶ୍ଵାସ ବି ରହିଛି । ତେବେ ଏହି ଧାରଣ କେତେ ସତ ତାହା ଆଜି ଯାଏଁ ପ୍ରମାଣ ହୋଇପାରି ନାହି । କିନ୍ତୁ ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି କଥା ସମାନ କୁ ଆସିଥାଏ ଯାହାକୁ କେହି କେବେ ଦେଖି ନାହାନ୍ତି କି ଶୁଣି ନାହାନ୍ତି । ତେବେ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହୋଇଛି ତାହା ପୁଣି ଭୁତ କୁ ନେଇ । ତେବେ ସୂଚନା ଅନୁଯାୟୀ ଭୁତ ବୁଲୁଛି ପୁରୀ ରେ ।

ତେବେ ଏହି ଖବର ଭିତରକୁ ଯିବା ଆଗରୁ ଆପଣ ମାନେ ଏହି ଭିଜୁଆଲ କୁ ଦେଖି ପାରିବେ । ଏହି ଭିଜୁଆଲ ରେ କିପରି ଭୁତ ଦୃଶ୍ୟମାନ ହେଉଛି । ଆଉ ଏହି ଦୃଶ୍ୟ ହେଉଛି ପୁରୀ ସହର ମୁକୁନ୍ଦ ମିଶ୍ର ନଗର ର । ମୁକୁନ୍ଦ ମିଶ୍ର ନଗର ରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ ଯାହା ସମସ୍ତଙ୍କୁ ଭୟଭୀତ କରାଇୟଦେଇଛି । ହଁ ଦର୍ଶକ ବନ୍ଧୁ ଯାହା ସମସ୍ତଙ୍କୁ ଡରାଇ ଦେଇଛି । ଗତ ସୋମବାର ଦିନ ବିଳମ୍ବିତ ରାତି ରେ ଏହି ଦୃଶ୍ୟ ଟି ସିସିଟିଭି ରେ କଏଡ ହୋଇଛି ।

ଆଉ ସିସିଟିଭି ରେ କଏଦ ହୋଇଥିବା ଏହି ଦୃଶ୍ୟ କୁ ଯିଏ ଦେଖୁଛି ତାର ଛାତି ଥଋ ଉଠୁଛି । ଆଉ ସମସ୍ତଙ୍କ ପାଟି ରୁ ବାହାରି ଯାଉଛି ଭୁତ ବୁଲୁଛି ପୁରୀ ରେ । ଏହି ଭିଡିଓ ରେ ଦୃଶ୍ୟମାନ ହେଉଛି ଏକ ଧଳା ରଙ୍ଗର ଛାଇ ଦ୍ରୁତ ଗତିରେ ବାମ ପଟ ରୁ ବାହରି ଡାହାଣ ପଟ କୁ ଯାଉଛି । ଆଉ ସିଧା ଯାଇ ବୁଡା ଭିତରକୁ ପଶି ଯାଉଛି । ଆଉ ତା ପରେ କୁଆଡେ ଗାଏବ ହୋଇ ଯାଇଛି ବା ଉଭାନ ହୋଇ ଯାଉଛି । ଆଉ ଦେଖିବାକୁ ମିଳି ନାହି ।

ଆଉ ଏଇ କେତେ ସେକେଣ୍ଡ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି । ଆଉ ଏହକୁ ଯିଏ ଦେଖୁଛି ସିଏ ଡଋ ଯାଉଛି । ଆଉ ଆପେ ଆପେ ପାଟି କୁ ଆସି ଯାଉଛି ହଁ ଭୁତ ବୁଲୁଛି ପୁରୀ ରେ । ସିସିଟିଭି ରେ କଏଡ ହୋଇଥିବା ଏହି ଦୃଶ୍ୟ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି କଥା ଟି କେତେ ଦୂର ସତ୍ୟ ତାହା ଏ ଯାଏଁ ପ୍ରମାଣ ହୋଇପାରି ନାହି । ତେବେ ପ୍ରଶ୍ନ ଉଠିଛି କଣ ସତରେ ଏବେ ବି ଭୁତ ଅଛି ? ବନ୍ଧୁଗଣ ଆପଣ ମାନଙ୍କରେ ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *