8 November ପୂର୍ଣ୍ଣିମାରେ ଲାଗୁଛି ଭୟଙ୍କର ଚନ୍ଦ୍ର ଗ୍ରହଣ, 3ଟି ରାଶି ପାଇଁ ଆଣିବ ଭୟଙ୍କର ବିପଦ… ଦେଖନ୍ତୁ ଆପଣକ୍ନ ରାହି ନୁହେଁ ତ

ଦର୍ଶକ ବନ୍ଧୁ ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖାଯିବ । ଏଥର ଚନ୍ଦ୍ରଗ୍ରହଣ ବୃଷ ଓ ରୋହିଣୀ ନକ୍ଷତ୍ରରେ ହେବାକୁ ଯାଉଛି । ରୋହିଣୀ ନକ୍ଷତ୍ରର ପ୍ରଭୁ ହେଉଛନ୍ତି ଚନ୍ଦ୍ର ଯାହାକି ଏହି ଦିନ ତୁଳା ରାଶିରେ ଗମନାଗମନ କରିବେ । ଚନ୍ଦ୍ରଗ୍ରହଣର ପଞ୍ଚାଙ୍ଗ ଅନୁଯାୟୀ ନଭେମ୍ବର ୮ ତାରିଖରେ ଲାଗିବାକୁ ଯାଉଛି । ବିଶେଷ କଥାଟି ହେଉଛି ବୃଷ ରାଶିରେ ଗ୍ରହଣର ଉପଛାୟା ଦେଖିବାକୁ ମିଳିବ । ତେବେ ଗ୍ରହଣରେ ୩ଟି ରାଶି ଉପରେ ବିଶେଷ ପ୍ରଭାବ ରହିବାର ଅଛି ବୋଲି ଜ୍ଯୋତିଷରେ କୁହାଯାଇଅଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମିଥୁନ ରାଶି : ଆପଣ ଗ୍ରହଣ ହେତୁ ମାନସିକ ଚାପରେ ରହି ପାରନ୍ତି । ଏହି ସମୟରେ କିଛି କାର୍ଯ୍ୟ ରେ ସଫଳତା ବିଳମ୍ବରେ ମିଳିପାରେ । କାହାକୁ କିଛି କହିବା ସମୟରେ ତ୍ରୁଟି ହେତୁ କ୍ଷତି ସାହି ପାରନ୍ତି । ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖାରପ ହେବ । ପ୍ରଭୁ ହନୁମାନ ଙ୍କୁ ପୂଜା କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ସବୁ କଷ୍ଟ ଦୂର ହେବ ସହ ମନର ସବୁ ଇଚ୍ଛା ମଧ୍ୟ ପୂରଣ ହେବ । ଆପଣଙ୍କୁ କିଛି ବି କାର୍ଯ୍ୟ କରିବା ଆଗରୁ ସଚେତନ ରହିବାର ଆବଶ୍ୟକତା ଅଛି । ଯାହା ବି ଅସୁବିଧା ହେବ ତାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି : ଆପଣଙ୍କ ଉପରେ ଗ୍ରହଣର ପ୍ରଭାବ ହେତୁ ଅସୁବିଧାର ସମୁଖିନ୍ନ ହେବାକୁ ପଡିପାରେ । ଯେଉଁ ମାନେ ଚାକିରିରେ ରହିଛନ୍ତି ଓ ବଡ ଦାୟିତ୍ଵ ରେ ରହିଛନ୍ତି ସେମାନଙ୍କୁ ବଡ ସମସ୍ୟାର ସମୁଖିନ୍ନ ହେବାକୁ ପଡିପାରେ । ଏହି ସମୟରେ ଅଧିକ କ୍ରୋଧ କରନ୍ତୁ ନାହି । ବେସୀ କଥାବାର୍ତ୍ତା କରିବା ଠାରୁ ବଞ୍ଚିତ ରୁହନ୍ତୁ । ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ ।

ଏହି ଦିନ ଆପଣ ମାନେ ଭଗବାନ ଗଣେଶଙ୍କ ଉପାସନା କରନ୍ତୁ । ଯାହା ଦ୍ଵାରା ଗ୍ରହଣର ପ୍ରଭାବ କମ ରହିବ । ପରିବାର ମଧ୍ୟରେ କିଛି ସମସା ଦେଖା ଯାଇପାରେ । ତେଣୁ ସତର୍କ ରୁହନ୍ତୁ । ଅଧିକ ଖର୍ଚ୍ଚ ହେବାର ମଧ୍ୟ ନଜର ଆସୁଛି । ତେଣୁ ଅଧିକ ଧନ ଖର୍ଚ୍ଚ କରିବାରୁ ବଞ୍ଚିତ ରୁହନ୍ତୁ ।

ଧନୁ ରାଶି : ଦର୍ଶକ ବନ୍ଧୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ସ୍ଵଷ୍ୟ ପ୍ରତି ଯତ୍ନବାନ ହେବାକୁ ପଦ୍ବ । କାରୋବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ । ଅତି ଜଲ୍ଦି କାହା ଉପରେ ଭରସା କରନ୍ତୁ ନାହି । ପିଲା ମାନଙ୍କ ଶିକ୍ଷା କୁ ନେଇ ଚିନ୍ତା ରେ ପଡି ପାରନ୍ତି । ଏହି ଦିନ ଆପଣ ଭଗବାନ ବିଶୁଣୁ ଙ୍କୁ ଉପାସନା କରିବା ଦ୍ଵାରା ଆପଣଙ୍କୁ ଗ୍ରହଣର ଖରାପ ପ୍ରଭାବ ଠାରୁ ମୁକ୍ତି ମିଳିବା ସହ ସବୁ କାର୍ଯ୍ୟ ସୁରୁଖୁରୁ ରେ ପୂର୍ଣ୍ଣ ହେବ ।

ଆପଣଙ୍କର ଦିନ ଟି ମଙ୍ଗଳମୟ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *