ପୁରୁଣାରୁ ପୁରୁଣା ଦାନ୍ତ ବିନ୍ଧା ଥରକରେ ଭଲ ହେବ- Teeth Pain Remedy

ବିଭିନ୍ନ ପ୍ରକାର କାରଣ ଆଗି ଆମ ଦାନ୍ତରେ କଷ୍ଟ ଅନୁଭବ ହୋଇଥାଏ । ଯଦି କୌଣସି କାରଣ ବଶତଃ ଦାନ୍ତ ଗୁଡିକ ଝଡି ପଡେ ତେବେ ଆପଣଙ୍କ ଅବସ୍ଥା କଣ ହେବ ନା ଖାଇ ପାରିବେ ନା ଭଲରେ କଥା କହିପାରିବେ । ଦାନ୍ତକୁ ଆଜିର ସମୟରେ ସୁରକ୍ଷିତ ରଖିବା ନିହାତି ଦରକାର । ଦାନ୍ତରେ କୌଣସି ସମସ୍ଯା ହେଲେ ଆମ ଖାଲି ଆମ ପାଟି ପାଇଁ ଖରାପ ନୁହେଁ, ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଖରାପ ହୋଇଥାଏ । ଦାନ୍ତ ଖରାପ ହେବାର ବହୁତ ପ୍ରକାର କାରଣ ହୋଇପାରେ ଆଗେ ଆମ ଦାନ୍ତ ଘଷିବା ପାଇଁ ଦାନ୍ତ କାଠିର ପ୍ରୟୋଗ କରୁଥିଲୁ । କିନ୍ତୁ ଆଜିର ସମୟରେ ଟୁଥ ବ୍ରସର ବ୍ଯବହର କରୁଛୁ ।


ଫ୍ଲୋରାଇଡ ଯଦି ଠିକ ମାତ୍ରାରେ ଆମ ଟୁଥ ପେଷ୍ଟରେ ରହିବ ତେବେ ତାକୁ ବ୍ଯବହାର କରିବା ଦ୍ଵାରା ଦାନ୍ତ ସୁସ୍ଥ ରହିବ । ବଜାରରେ ଯେଉଁ ଟୁଥ ପେଷ୍ଟ ମିଳୁଛି ତାହା ଫ୍ଲୋରାଇଡ ନାମରେ ଆମକୁ ଠକୁଛନ୍ତି । ଔ ଫ୍ଲୋରାଇଡ ମାତ୍ରା ଅଧିକ ହେବା ମାତ୍ରେ ଆମ ଦାନ୍ତ ପାଇଁ ଖ୍ଯାତି କାରକ ଅଟେ । ଶେଥି ପାଇଁ ଆମ ପୂର୍ବ ପୁରୁଷ ମାନେ ଦାନ୍ତ କାଠିର ପ୍ରୟୋଗ କରୁଥିଲେ । ଦାନ୍ତ କାଠିର ପ୍ରୟୋଗ ଯଦି ଆପଣ ଆଜିର ସମୟରେ କରିବେ ତେବେ ଦାନ୍ତ ଜନିତ କୌଣସିବି ପ୍ରକାର ସମସ୍ଯା ହେବନି । ଲୀମ୍ବ ଦାନ୍ତ କାଠି ଆପଣ ଆପଣଙ୍କ ଦନ୍ତର ପ୍ରୟୋଗ କରିବା ପାଇଁ କରିପାରିବେ ।

ଆଜି ଆମେ ଗୋଟିଏ ଉପଚାର ବିଷୟରେ ଜାଣିବା ଯାହା ସମ୍ପୂର୍ଣ ଘରୋଇ ଉପଚାର ଅଟେ । ଏଥିରେ ଆପଣଙ୍କ ଦାନ୍ତ କୁ ଆରମ ମିଳିବା ସହିତ ବହୁତ ଲାଭ ହୋଇଥାଏ । ଦାନ୍ତ କଷ୍ଟରୁ ମୁକ୍ତି ପାଇବା ପାଇଁ ଯାହା ରହିଛି ପ୍ରଥମ ଜିନିଷଟି ହେଉଛି ସୋରିଷ ତେଲ, ଏଥିରେ ବହୁତ ଅନେକ ପୋଷାକ ତତ୍ଵ ମିଳିଥାଏ ଯାହା ଆମ ଦାନ୍ତ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଆପଣ କୋଡିଏ ଗ୍ରାମ ସୋରିଷ ତେଲ ନିଅନ୍ତୁ ମାନେ ଛୋଟ ଚାମଚରେ ଦେଢ ଚାମଚ ନିଅନ୍ତୁ । ଯେତେବେଳେ ଆପଣଙ୍କର ଦାନ୍ତ ବିନ୍ଧା ହେଉଛି ତାକୁ ପାଟିରେ ରଖୀ କୁଲି କରନ୍ତୁ । ଏହାକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ପାଟିରେ ରଖି କୁଲି କରନ୍ତୁ ।

ଏହାକୁ ଜଦି ପ୍ରତିଦିନ କରିବେ ତେବେ ଆପଣଙ୍କ ଦାନ୍ତ ବିନ୍ଧାକମ ହେବା ସହିତ ଆପଣଙ୍କ ପାଟି ଜନିତ କୌଣସିବି ରୋଗ ବା ଯଦି ପାଇରିଆ ଥାଏ ସେହି ସବୁ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଦାନ୍ତ କଷ୍ଟକୁ ଦୂର କରିବା ସହିତ ଏହା ଆପଣଙ୍କ ପାଟୀର ସ୍ବାଦକୁ ମଧ୍ୟ ଏହା ବଢାଇ ଥାଏ । ଯଦି ଆପଣଙ୍କ ସ୍ଵରରେ କୌଣସି ପରିବର୍ତନ କରିଥାଏ ତେବେ ଆପଣଙ୍କ ସ୍ଵରକୁ ମଧ୍ୟ ମଧୁର କରିଥାଏ । ଏହି ପ୍ରକ୍ରିୟା ବହୁତ ଚମତ୍କାରୀ ହୋଇଥାଏ । ଏହା ଗୋଟିଏ ରାମ ବାଣ ଅଟେ । ଆପଣ ତାପରେ ଗୋଟିଉଏ ଗ୍ଳାସ ଉଷୁମ ପାଣି ନିଅନ୍ତୁ ସେଥିରେ ଛୋଟ ଟୁକୁଡାର ହେଙ୍ଗୁ ପକାନ୍ତୁ । ତାପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଏହି ପାଣିରେ ଆପଣ କୁଲି କରନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ କଷ୍ଟରୁ ଆପଣଙ୍କୁ ସଙ୍ଗେ ସଙ୍ଗେ ଉପସମ ମିଳିବ ।

Leave a Reply

Your email address will not be published. Required fields are marked *