ସରକାରଙ୍କ କଡା କଟକଣା, ପୁରୁଣା ଆଦି ରାସ୍ତାକୁ ଆସିଲେ ମୋଟା ଅଙ୍କର ଫାଇନ…

ରାସ୍ତାରେ ଆଉ ଗାଡି ପାରିବନି ପୁରୁଣା ଗାଡି, ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବାକୁ ପଡିବ ମୋଟା ଅଙ୍କର ଫା-ଇ-ନ । ପନ୍ଦର ବର୍ଷା ବା ଠାରୁ ପୁରୁଣା ଗାଡି ପାଇଁ ନିୟମ କ-ଡା-କ-ଡି କରିଛନ୍ତି ସରକାର । ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ରହିଛି ତେବେ ଆଜିଠାରୁ ହୋଇଯାନ୍ତୁ ସତର୍କ । ନଚେତ ପକେଟ ଖାଲି କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ଏବେ ଆସନ୍ତୁ ଜଣାଇବା ସରକାରଙ୍କ ନୂଆ ନିୟମ କଣ । ଆସନ୍ତା ଅପ୍ରେଲ ୨୦୨୨ ପନ୍ଦର ବର୍ଷ କିମ୍ବା ତଠୁ ପୁରୁଣା ଗାଡିର ରେଜି ଷ୍ଟ୍ରେସେନ ରେ-ନ୍ୟୁ କରିବା ଦୁଇଗୁଣ ମ-ହ-ଙ୍ଗା ହୋଇବ । ଏବଂ ଭାରି ବ୍ୟବସାୟ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ।

ପନ୍ଦର ବର୍ଷ କିମ୍ବା ତାଠୁ କମ ବସ କିମ୍ବା ଟ୍ରକର ଫିଟନେସ ସାର୍ଟିଫିକେଟ କରିବା ଲାଗି ଆଠ ଗୁଣ ଅଧିକ ଶୁଳ୍କ ଦେବାକୁ ପଡିବ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦେସା ବ-ଳି-ରେ ଏହା କୁହାଯାଇଛି । ତେବେ ରାଜଧାନୀ ଦିଲ୍ଲୀରେ ପ୍ରଭାବ ପଦିନ ନାହିଁ । କାରଣ ଏଠାରେ ପୂର୍ବରୁ ନେସନାଲ ଗ୍ରୀନ ଟ୍ୟୁମୁନାଲଏନ ଜିଟିର ନିର୍ଦେଶ ମୁତାବକ ଦଶ ବର୍ଷରୁ ପୁରୁଣା ଡିଜେଲ ଓ ପନ୍ଦର ବରସାରୁ ପୁରୁଣା ପେଟ୍ରୋଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ରହିଛି ।


ନୂଆ ନିର୍ଦେଶ ଅନୁଯାୟୀ ଏଣିକି ପନ୍ଦର ବର୍ଷ ପୁରୁଣା କାର ରେଜିଷ୍ଟ୍ରେଶନ ନବୀକରଣ ପାଞ୍ଚ ହଜାର ଟଙ୍କାରେ ହେବ । ଏବେ ଏଠି ଲାଗି ମାତ୍ରା ୬ ସହ ଟଙ୍କା ନିଆଯାଉଛି । ସେହି ପରି ପୁରୁଣା ମୋଟର ସାଇକେଲ ପଞ୍ଜୀକରଣ ନବୀକରଣ ଫି-ସ ଏକ ହାଜର ଟଙ୍କା ହେବ । ଯାହା ଏବେ ତିନିଶହ ଟଙ୍କା ନିଆଯାଉଛି । ପନ୍ଦର ବର୍ଷ ପୁରୁଣା ବସ ଟ୍ରକ ଲାଗି ଫିଟନେସ ସାର୍ଟିଫିକଟେ ଲାଗି ୧୨ ହଜାର ପଞ୍ଚସହ ଟଙ୍କା ହେବ । ବର୍ତମାନ ପନ୍ଦର ସହ ଟଙ୍କାରେ ଏହା ହେଉଛି । କ୍ୟାବ ଲାଗି ପଞ୍ଜୀକରଣ ଫିଟନେସ ଲାଗି ସାତ ଗୁନା ମହଙ୍ଗା କରାଯାଇଛି । ଏବେ କିନ୍ତୁ ହଜାର ଟଙ୍କା ଦବାକୁ ପଡୁଛି ।

ଯଦି କୌଣସି ବ୍ୟକ୍ତି ନବୀକରଣ ନକଲେ ଶେଠୀ ପାଇଁ ଦ-ଣ୍ଡ ବି-ଧା-ନ କରାଯାଇଛି । ପନ୍ଦର ବର୍ଷରୁ ପୁରୁଣା ଗାଡିକି ନବୀକରଣ ନକଲେ ତିନିଶହ ପ୍ରତି ମାସ ପ୍ରତି ଫାଇନ ଦେବାକୁ ପଡିବ । ବ୍ଯବସାୟିକ ଜାଣ ବାହନ ଲାଗି ଫା-ଇ-ନ ପଞ୍ଚସହ ଟଙ୍କା ଦେବାକୁ ହେବ । ସେହି ଭଳି ବ୍ୟବସାୟକ ଗାଡିପାଇନ ଯାନବାହାନ ପାଇଁ ଫିଟନେସ ସାର୍ଟିଫିକେଟ ନବୀକରଣ ନକଲେ ପ୍ରତିଦିନ ୫୦ ଟଙ୍କା ହିସାବରେ ଫା-ଇ-ନ ନିଆଜୀବ । ପୁରୁଣା ଗାଡିର ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ନବୀକରଣରେ ଫିସରେ ଏପରି ବୃଦ୍ଧି ଲାଗି ପୁରୁଣା ଗାଡି ରଖିବା ଉପରେ ରୋକ ଲାଗିପାରେ ।

Leave a Reply

Your email address will not be published. Required fields are marked *