ପୁରୁଣା କପଡା କେଉଁ ଦିନ ଫିଙ୍ଗିବେ, କାହାକୁ ଦେବା କଥା ନୁହେଁ, ପୁରୁଣା ବସ୍ତ୍ରକୁ ଘରେ ରଖିବାର କ୍ଷତି! ନିଶ୍ଚୟ ଜାଣନ୍ତୁ ନଚେତ…

ଆଜି ଆମେ ଆଲୋଚନା କରିବା ପୁରୁଣା କପଡା ହଟେଇ କାହାକୁ ଦେବା ଆବଶ୍ୟକ ଓ କାହାକୁ ଦେବା ଉଚିତ ହୋଇନଥାଏ । ଏହା ସହିତ ଆପଣଙ୍କ ଯେଉଁ ପୁରୁଣା କପଡା ଓ ଫଟା କପଡା ଘରେ ରଖିଲେ କଣ କ୍ଷତି ହୋଇଥାଏ । ପୁରୁଣା କପଡା ପୁରୁଣା ବସ୍ତ୍ର ଆମ ସମସ୍ତଙ୍କ ଘରେ ଥାଏ ।

ଆମେ ଏହାକୁ ବହୁତ ଦିନରୁ ବ୍ୟବହାର କରୁନୁ କି ଏହା ଫାଟି ଯାଇଛି । ଜ୍ୟୋତିଷ ଦର୍ଶନରେ କୁହାଯାଇଚିକି ଯଦି ଅନ୍ତଃ ବସ୍ତ୍ର କି ଖଣ୍ଡିତ ଉପବସ୍ତ୍ର ପିନ୍ଧିବା ଦ୍ଵାରା ବହୁତ କ୍ଷତି ହୋଇଥାଏ । ରୋଗ, ଶୋକ, ଏହିଭଳି ଅନିଷ୍ଟ ପରିଣାମ ଭୋଗିବାକୁ ପଡିଥାଏ ।

Image Courtesy: Google

ଆମେ ଯେଉଁ କପଡା ପିନ୍ଧିଥାଉ ଏହା ଶୁକ୍ର ଗ୍ରହର ପ୍ରତି ନିଧିତ୍ଵ କରିଥାଏ ଓ ଶୁକ୍ର ଗ୍ରହ ଆମ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଓ ବୈଭବ ଆଣିଥାଏ । ଯଦି ଆମେ ଫଟା ଓ ଚିରା କପଡା ପିନ୍ଧିଥାଉ ଆମକୁ ରୋଗ ଶୋକ ଓ ଖରାପ ପରିଣାମ ଦେଖିବାକୁ ମିଳିଥାଏ । ଯଦି ଆପଣ ଭଲ ଡ୍ରେସ ପିନ୍ଧି ରହିବେ ଲୋକ ଆପଣଙ୍କୁ ସେହିଭଳି ଦେଖିବେ । ଯଦି ଆପଣ ଖରାପ କପଡା ପିନ୍ଧି ରହିବେ ଆପଣଙ୍କ ବ୍ୟକ୍ତିତ୍ବର ଆକର୍ଷଣ କମିଯାଇଥାଏ । ଶୁକ୍ର ଗ୍ରହ ଆକର୍ଷକ, ପ୍ରେମ ଓ ଆଉ ଅନେକ ଜିନିଷର ପ୍ରତିନିଧିତ୍ଵ କରିଥାଏ । ଯଦି ଆପଣ ସୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟ ପାଇବାକୁ ଚାହୁଁଛନ୍ତି ।

Image Courtesy: Google

ଆପଣଙ୍କ ଘରେ ଯେଉଁ ଖରାପ କପଡା ରହିଛି ଓ ଆପଣ ଯଦି ଅନ୍ତଃ ବସ୍ତ୍ର ଚିରା ଫଟା ପିନ୍ଧୁଛନ୍ତି । ଏହାକୁ ବହୁତ ଶୀଘ୍ର ହଟାଇ ଦିଅନ୍ତୁ କାରଣ ଯେତେବେଳେ ଆପଣ କିଛି ଶୁଭ କମ କରୁଛନ୍ତି ଏହା ଆପଣଙ୍କ ଊର୍ଜାକୁ କମ କରିଦେଇଥାଏ । ପୁଅ ମାନେ ଫଟା ଗଞ୍ଜି ବା ଅଣ୍ଡର ଗାର୍ମେନ୍ଟସ କି ସତରେ ଲୋକମାନେ ଫଟା ବ୍ଳାଉଜ ପିନ୍ଧୁଛନ୍ତି ଏମିତି କରିବା ଦ୍ଵାରା ଆପଣ ବହୁତ ରୋଗର ଶିକାର କି ମାନସିକ ରୋଗ  ହୋଇପାରନ୍ତି । ଆପଣଙ୍କ ଫଟା ବ୍ଳାଉଜ ଆପଣ ସ୍ଵାମୀ ସ୍ତ୍ରୀ ସମ୍ବନ୍ଧରେ ଝଗଡା ହୋଇପାରେ ।

Image Courtesy: Google

ଏହି ସବୁ ପୁରୁଣା ଫଟା କପଡାକୁ ହଟେଇ ଦିଅନ୍ତୁ ଓ କପଡା ହଟାଇବାର ଦିନ ରହିଛି ଆପଣ ଏହାକୁ ଶୁକ୍ରବାର ଦିନ ନହେଲେ ଶନିବାର ଦିନ ହଟାଇ ପାରିବେ । ସନିବାରଦିନ ଏମିତି ହୋଇଥାଏ ଯେତେବି ନକରାତ୍ମକ ଦେଉଥିବା ଜିନିଷକୁ ଆପଣ ଶନିବାର ଦିନ ହଟାଇ ପାରିବେ । ଘରେ ଯେଉଁ ପୁରୁଣା କପଡା ରହୁଛି ଆପଣ କାହାକୁ ଦେବା ଉଚିତ ହୋଇଥାଏ ଆଜି ଆମେ ଜାଣିବା । ଯେଉଁ ଲୋକଙ୍କୁ ଆପଣ ଅଧିକ ସନମାନ କରୁଛନ୍ତି ତାଙ୍କୁ କେବେବି ଦେବେ ନହିଁ ।

Image Courtesy: Google

ଏହି ଜିନିଷ ଆମେ ବ୍ୟବହାର କରିନଥାଉ ତାକୁ ଆମେ ଆଉ କାହାକୁ ଦାନ ରୂପରେ ଦେବା ଠିକ ହୋଇନଥାଏ । ଯାହାକୁ ଆବଶ୍ୟକ ଥିବ ସେହିଭଳି ଲୋକଙ୍କୁ ଏହି କପଡା ଦିଅନ୍ତୁ, ମାନେ ଯାହା ପାଖରେ ପିନ୍ଧିବା ପାଇଁ ମଧ୍ୟ ଟିକେ କପଡା ନାହିଁ ସେହିଭଳି ଲୋକଙ୍କୁ ଦେଲେ ଭଲ ହୋଇଥାଏ । ଆପଣ ଯେବେବି ପୁରୁଣା କପଡା କାହାକୁ ଦେଉଛନ୍ତି ସେଇ ଲୋକର ଆବଶ୍ୟକ ଥିବା ଦରକାର । ତାର ଆବଶ୍ୟକ ଥିବା ଦରକାରଓ ତାକୁ ମିଳିବା ଦ୍ଵାରା ତାର ଫାଇଦା ହେବ ମଧ୍ୟ ଦରକାର ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *