ପୁରୁଣାରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ୧ ଦିନରେ- Home Remedies for Piles

ଅର୍ଶ ଭଳି ସମସ୍ଯା ଆଜିକା ସମୟରେ ପ୍ରାୟତଃ ଲୋକଙ୍କୁ ହେଉଛି କାହିଁକିନା ଏହାର ସବୁଠାରୁ ବଡ କାରଣ ଖାଦ୍ଯ ପ୍ରନାଳି ଅଟେ । ଆଜିକା ସମୟରେ ଲୋକଙ୍କ ପାଖରେ ଖାଇବା ପାଇଁ ମଧ୍ୟ ସମୟ ନାହିଁ ପ୍ରାୟତଃ ଲୋକ ବାହାର ଖାଦ୍ଯ ଖାଇବା ପସନ୍ଦ କରନ୍ତି ଓ ବାହାରେ ତେଲ ମସଲା ଜିନିଷ ଅଧିକ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ ।

ଆଜିକା ସମୟରେ ଯେଉଁ ଲୋକଙ୍କୁ ଅର୍ଶ ଭଳି ସମସ୍ଯା ହେଉଛି ତାଙ୍କର ସବୁଠାରୁ ବଡ ସମସ୍ଯା ଖାଦ୍ଯ ଅଟେ ଆଜିକା ଲୋକେ ମାଂସ ମସଲା ଖାଇବା ପସନ୍ଦ କରନ୍ତି ଯେଉଁ କାରଣରୁ ତାଙ୍କ ପେଟ ଖରାପ ହୋଇଥାଏ ଓ ଅର୍ଶ ସମସ୍ଯା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ପୁରୁଣାରୁ ପୁରୁଣା ଅର୍ଶ ସମସ୍ଯା ଦୂର କରିବାର ବିଷୟରେ କହିବୁ ।

Image Courtesy: Google

ତେବେ ଅର୍ଶ ଭଳି ସମସ୍ଯା ପେଟ ଗରମରୁ ହୋଇଥାଏ ଓ ଆପଣଙ୍କୁ ଏମିତି କିଛି ଜିନିଷ ସେବନ କରିବା ଉଚିତ ଯାହା ଦ୍ଵାରା ଆପଣଙ୍କ ପେଟ ଥଣ୍ଡା ହୋଇବ । ଆପଣଙ୍କୁ ନଡିଆ କତା ବିଷୟରେ ଜଣା ଥିବ ତେବେ ଆପଣଙ୍କୁ ଏହି ଘରୋଇ ଉପଚାର ପାଇଁ ଦୁଇଟି ଜିନିଷ ଆବଶ୍ୟକ ଅଟେ ଦହି ଓ ନଡିଆ କତା । ଆପଣଙ୍କୁ ଆଗ ଗୋଟେ ନଡିଆ କତା ନବାର ଅଛି ଏବେ ଏହାକୁ କୌଣସି ବାସନରେ ରଖି ଭଲ ଭାବରେ ପୋଡି ଦିଅନ୍ତୁ ଓ ସମ୍ପୂର୍ଣ ଭାବରେ ପୋଡିବା ପରେ ଏହାକୁ ପାଉଡର କରି ନିଅନ୍ତୁ ।

Image Courtesy: Google

ପାଉଡର କରିବା ପରେ ମଧ୍ୟ ଦେଖିବେ ସେଥିରେ ଖଦଡ ରହିଥିବ ସେଥିପାଇଁ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ ଓ ଚାନ୍ଦି ଫାଇନ ପାଉଡର ବାହାର କରି ନିଅନ୍ତୁ । ଏହା ପରେ ଗୋଟେ ତାଟିଆ ଦହି ନିଅନ୍ତୁ ଏହାକୁ ଆଗ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଏହା ପରେ ଗୋଟେ ଚାମଚ ନଡିଆ ପାଉଁଶ ପାଉଡର ଦହିରେ ପକାନ୍ତୁ ଓ ଭଲ ଭାବରେ ମିକ୍ସ କରନ୍ତୁ ।

Image Courtesy: Google

ଏହି ଉପଚାର ଆପଣ ଦିନରେ ତିନିଥର ସେବନ କରନ୍ତୁ ଓ ମନେ ରଖନ୍ତୁ ଆପଣଙ୍କୁ ଖାଲି ପେଟରେ ଏହାର ସେବନ କରିବାକୁ ହବ ତେବେ ଯାଇ ଏହାର ଭଲ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କୁ ଏହା କେବଳ ଦୁଇ ଦିନ ପାଇଁ କରିବାକୁ ହବ ଓ ଭୟଙ୍କରରୁ ଭୟଙ୍କର ଅର୍ଶ ଭଲ ହୋଇଯିବ ଆପଣଙ୍କ ଅର୍ଶ ସମସ୍ଯା ପାଇଁ ଯଦି ରକ୍ତ ମଧ୍ୟ ପଡୁଛି ତେବେ ବି ଏହି ଉପଚାର ବହୁତ ଲାଭକାରୀ ଅଟେ ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *