ପୁରୁଷମାନେ ଏହି ଫଳକୁ ଖାଇବା ନିହାତି ଜରୁରୀ- ମାଂସଠାରୁ ମଧ୍ୟ ଅଧିକ ଶକ୍ତି ଯୋଗାଇଥାଏ ଶରୀରକୁ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେଇଥାଏ । ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳ ବଜାରରେ ଉପଲବ୍ଧ ହେଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଫଳ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରକୁ ମାଂସଠାରୁ ଅଧିକ ଶକ୍ତି ଦେଇଥାଏ । ଏହି ଫଳକୁ ଲେସୁଆ କୁହାଯାଏ । ଆସନ୍ତୁ ଏହି ଫଳର ଉପକାରିତା ବିଷୟରେ ଜାଣିବା । ସମସ୍ତ ପ୍ରକାରର ଆମିଷ ଖାଦ୍ୟ ଠାରୁ ଅଧିକ ଶକ୍ତି ଦେଇଥାଏ ଏହି ଫଳ । ଏହି ଫଳରେ ପ୍ରଚୁର ପରିମାଣର ପୋଷକ ତତ୍ଵ ଏବଂ ଔଷଧୀୟ ଗୁଣ ରହିଛି ।

ଏହି କଞ୍ଚା ଫଳକୁ ଶାଗ ଏବଂ ଆଚାର ପରି ବ୍ୟବହାର ମଧ୍ୟ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ଫଳ ବିଷୟରେ ।

ଲେସୁଆ ଫଳ ଖାଇବାର ଫାଇଦା :-

ଆୟୁର୍ବେଦରେ ଏହି ଫଳକୁ କୁର୍ମିନାଶକ ଏବଂ ଶକ୍ତିଶାଳୀ ଫଳ ବୋଲି କୁହାଯାଏ । ଆପଣ ଯଦି ମାସ ସାରା ଏହି ଫଳକୁ ଖାଇବେ ତେବେ ଆପଣଙ୍କ ଶରୀର ପେହେଲବାନ ପରି ହେଇଯିବା । ଏହି ଫଳକୁ ପେଶୀ ଲଡୁ ବନାନ୍ତୁ । ଏହି ଲଡୁକୁ ନିୟମିତ ସେବନ କଲେ ଶରୀରକୁ ଶକ୍ତି ମିଳିଥାଏ ଏବଂ ଶରୀରକୁ କେବେବି ଦୁର୍ବଳତା ଅନୁଭବ ହୁଏ ନାହିଁ ।

ଏହି ଫଳକୁ ନିୟମିତ ସେବନ କଲେ ପୁରୁଷଙ୍କ ଶରୀରକୁ କେବେବି ଦୁର୍ବଳତା ଅନୁଭବ ହୁଏ ନାହିଁ । ଏହି ଫଳରେ ଫସଫରସ ଏବଂ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ । ଲେସୁଆ ଫଳ ଖାଇବା ଦ୍ଵାରା ଶରୀର ସବୁବେଳେ ସୁସ୍ଥ ଏବଂ ମଜବୁତ ରହିଥାଏ ।

ଲେସୁଆ ଫଳରେ ଆଇରନର ମାତ୍ରା ରହିଥାଏ । ଯାହାଫଳରରେ ଶରୀରରେ ରକ୍ତର ମାତ୍ରା କେବେବି କମ ହେଇ ନଥାଏ ।

ଲେସୁଆ ଫଳକୁ ନିୟମିତ ସେବନ କଲେ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ହେଇଥାଏ । କାରଣ ଲେସୁଆ ଫଳରେ ଆଣ୍ଟିଆକ୍ସିଡେଣ୍ଟର ମାତ୍ରା ମଧ୍ୟ ନିହିତ ଥାଏ, ଯାହା ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ ।

ଲେସୁଆ ଫଳର ଚୋପାକୁ କାଢା କରି ସେଇ ମିଶ୍ରଣକୁ କୁଳୁ କଲେ ଦାନ୍ତର ବ୍ୟଥା ଦୂର ହେଇଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *