ପୁରୁଷମାନେ ପ୍ରତିଦିନ ଏହାକୁ ସେବନ କରନ୍ତୁ, ସର୍ବଦା ଶକିଶାଳୀ ଓ ଯବାନ ରହିବେ-Health Tips

ବର୍ତ୍ତମାନ ସମୟରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ନିଜକୁ ଫିଟ, ସୁନ୍ଦର ରଖିବା ପାଇଁ ବିଭନ୍ନ ପ୍ରକାରର ଉପାୟ କରୁଛନ୍ତି । କିନ୍ତୁ ଯୁବ ଅବସ୍ଥାରେ ଯଦି ଆପଣଙ୍କର ଷ୍ଟାମିନା ଚାଲିଯିବ ତେବେ ବୁଦ୍ଧ ଅବସ୍ଥାରେ ଆପଣଙ୍କର କଣ ହେବ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଯଦି ଆପଣ ସେବନ କରିବେ ତେବେ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଯୁବକ ହୋଇ ରହିବେ । ଆପଣ ଏହି ଉପାୟ ସହଜରେ ଘରେ କରି ପାରିବେ । ଯଦି ଆପଣ ଏହାକୁ ସେବନ କରିବେ ତେବେ ଆପଣ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଦରକାର ତେବେ ତାହା ହେଉଛି ଦେଶୀ ଗାଈର ଘିଅ ।

କହିବାକୁ ଗଲେ ଦେଶୀ ଗାଈ ଘିଅ ଆମ ଶରୀର ପାଇଁ ବହୁତ ହିଁ ଭଲ ଅଟେ । ଏହି ଉପାୟକୁ କରିବା ପାଇଁ ଆପଣ ସବୁବେଳେ ଘରେ ତିଆରି ଘିଅର ଉପଯୋଗ କରନ୍ତୁ । ମାର୍କେଟରୁ ମିଳିଥିବା ଘିଅକୁ କେବେ ବି ଏହି ଉପାୟ ପାଇଁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଭଲ ଦେଶୀ ଘିଅର ପ୍ରୟୋଗ କରିବେ ତେବେ ଆପଣଙ୍କୁ ଭଲ ଫଳ ମିଳିବ । ଏହି ଉପାୟକୁ କରିବା ପାଇଁ ଆପଣ ପ୍ରଥମେ ଏକ ଗ୍ୟାସରେ ଏକ ପାତ୍ର ରଖନ୍ତୁ ।

ଏଥିରେ ଏକ ଚାମଚ ଘିଅ ଦିଅନ୍ତୁ ଓ ତାକୁ ଗରମ କରନ୍ତୁ । ଏଥିରେ ଆପଣ ଚିମୁଟା ମାତ୍ର ହେଙ୍ଗୁ ମିଶାନ୍ତୁ । ଯାହାକି ଆପଣଙ୍କ ଘରର ରୋଷେଇ ଘରେ ଅତି ସହଜରେ ମିଳିଯିବ । ବହୁତ ଅଳ୍ପ ମାତ୍ରାରେ ହେଙ୍ଗୁ ଏଥିରେ ପକାନ୍ତୁ । ବର୍ତ୍ତମାନ ଏହି ଦୁଇଟି ଜିନିଷକୁ ଅଳ୍ପ ମାତ୍ରାରେ ଗରମ କରି ଦିଅନ୍ତୁ । କିଛି ସମୟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ ।

ବର୍ତ୍ତମାନ ଜାଣି ନିଅନ୍ତୁ କି ଆପଣ ଏହାକୁ କେମିତି ସେବନ କରିବେ । ପ୍ରଥମେ ଆପଣ ଏକ ଗ୍ଳାସ ଗରମ ଗାଈ କ୍ଷୀର ନିଅନ୍ତୁ । ପ୍ରତିଦିନ ସକାଳୁ ଖାଲି ପେଟରେ ଗରମ କ୍ଷୀରରେ ଏହି ମିଶ୍ରଣକୁ ମିଶାଇ ସେବନ କରନ୍ତୁ । ମାସରୁ ଦୁଇ ମାସ ଲଗାତାର ଏହାର ସେବନ କରନ୍ତୁ । ଏହାକୁ ଆପଣ ଯେତେ ଦାଧିକ ଅଧିକ ଦିନ ସେବନ କରିଲେ ଆପଣଙ୍କର କୌଣସି ବି କ୍ଷତି ହେବ ନାହିଁ ।

ଏହା ସେବନ କରିବା ପରେ ଆପଣଙ୍କ ଭିତରେ ଏତେ ଏଙ୍ଗରୀ ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ । ଏହାର ସେବନ ଦ୍ଵାରା ସବୁବେଳେ ଜଣେ ଯୁବକ ଭଳି ଅନୁଭବ କରିବେ । ଏହା ଆପନ୍ନକର ସଟାମିନ ମଧ୍ୟ ବୁଦ୍ଧି କରିଥାଏ । ଏହି କ୍ଷୀର ବର୍ତ୍ତମାନ ସମୟର ଯୁବକମାନଙ୍କ ପାଇଁ ବହୁତ ହିଁ ଭଲ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *