ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ ବନାଇବା ପାଇଁ ଉପଯୋଗ ଉପାୟ ମାନାଙ୍କର ବିବରଣୀ ଦିଆଯାଇଛି ।
ବନ୍ଧୁଗଣ ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ପରିସ୍ଥିତି ର ବ୍ୟବହାରିକ ଶିକ୍ଷା ଦେବାର ଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ନୀତିଶିକ୍ଷା ମାଧ୍ୟମରେ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦି ରେ ବସାଇ ଦେଇଥିଲେ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶିକ୍ଷା ସମ୍ବନ୍ଧରେ କିଛି ମହତ୍ବପୂର୍ଣ୍ଣ ବିଷୟ ବସ୍ତୁ ନେଇ ଆସିଛୁ । ଆସନ୍ତୁ ଜାଣିବା ସେ ସବୁ କଣ ଅଟେ ?
୧- ମିଥୁନ ରାଶି :- ବନ୍ଧୁଗଣ ଏହି ରାଶିର ପୁରୁଷ ମାନେ ପ୍ରେମ ମା-ମ-ଲା-ରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ଭଲ ପାଉଥିବା ମଣିଷ ଏହି ପୁରୁଷ ମାନଙ୍କ ପାଖକୁ ପ୍ରେମ ନିମନ୍ତେ ପ୍ରଥମେ ଆସିଥାନ୍ତି । ଏମାନଙ୍କ ଚାଲିଚଳନ ତଥା ନେଚର ଏଭଳି ହୋଇଥାଏ ଯେ, ଝିଅ ମାନଙ୍କୁ ଏହା ଆକର୍ଷିତ କରିଥାଏ । ମହିଳା ମାନେ ଅଥବା ଏହିଭଳି ପୁରୁଷ ମାନଙ୍କ ଠାରେ ବହୁତ ଜଲ୍ଦି ପ୍ରଭାବିତ ହୋଇଯାଇଥାନ୍ତି ।
୨- ସିଂହ ରାଶି:- ଏହି ରାଶି ର ପୁରୁଷ ମାନଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ଏମାନେ ନିଜ ସହିତ ଯୋଡି ହୋଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କର ବିଶେଷ ଧ୍ୟାନ ରଖିଥାନ୍ତି । ଝିଅ ମାନଙ୍କୁ ତାଙ୍କର ଏହିଗୁଣ ବହୁତ ଭଲ ଲାଗିଥାଏ । ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି । ଏହି ରାଶିର ପୁରୁଷ ମାନଙ୍କର ସ୍ଵଭାବ, ପ୍ରକ୍ରିୟା, ଏବଂ ଦୟାଳୁ ଭାବ ଝିଅ ମାନଙ୍କୁ ବହୁତ ଭଲ ଲାଗିଥାଏ ।
୩- ତୁଳା ରାଶି:- ଏହି ରାଶିର ପୁରୁଷ ମାନେ ଲୁକ ମାମଲାରେ ବହୁତ ସୁନ୍ଦର ଅଟନ୍ତି । ଏମାନଙ୍କ ଆକର୍ଷିତ ପର୍ସୋନାଲିଟି ଝିଅ ମାନଙ୍କୁ ବହୁତ ଅଧିକ ପସନ୍ଦ ହୋଇଥାଏ । ବନ୍ଧୁଗଣ ତୁଳା ରାଶି ର ପୁରୁଷ ମାନଙ୍କର ଜୀବନରେ ଭଲ ପାଇବାର ବହୁତ ମୂଲ୍ୟ ରହିଥାଏ । ଏମାନଙ୍କର ଏହି ଗୁଣ ଏମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା ବନାଇ ଥାଏ । ଝିଅ ମାନେ ଆଖି ବ-ନ୍ଧ କରି ଏମାନଙ୍କ ଉପରେ ବିଶ୍ଵାସ କରିଥାନ୍ତି । ଏମାନେ ସାଧାରଣତ କାହାକୁ ଧୋକା ଦେଇ ନଥାନ୍ତି ।
୪- ମକର ରାଶି:- ବନ୍ଧୁଗଣ ଏହି ରାଶି ପୁରୁଷ ମାନଙ୍କ କାମ କୁ ବହୁତ ସରଳ ବନାଇ ଦେଇଥାଏ । ଏହି ରାଶିର ପୁରୁଷ ମାନଙ୍କର ଆ-ଟ୍ରା-କ୍ତି-ଭ ସ୍ଵଭାବ ଦ୍ଵାରା ଏମାନଙ୍କ ଆଡକୁ ସାମ୍ନା ରେ ଥିବା ବ୍ୟକ୍ତି ମାନେ ଆଗେଇ ଆସିଥାନ୍ତି । ଏହି ରାଶି ର ପୁରୁଷ ମାନେ ଭଲ କଥାବାର୍ତ୍ତା ସହିତ ସମସ୍ତଙ୍କୁ ଉତ୍ତମ ବ୍ୟବହାର ମଧ୍ୟ କରିଥାନ୍ତି ।
ଏହି ରାଶିର ପୁରୁଷ ମାନେ ନିଜର ସ୍ଵଭାବ ଦ୍ଵାରା ଆଖପାଖ ବ୍ୟକ୍ତି ମାନଙ୍କର ହୃଦୟକୁ ଜିତି ପାରିଥାନ୍ତି । ବନ୍ଧୁଗଣ ଏହା ଥିଲା କିଛି ବିଶେଷ ରାଶିଙ୍କ ପୁରୁଷ ମାନଙ୍କର ସ୍ଵଭାବ ସମ୍ବନ୍ଧରେ ଏମାନଙ୍କ ଆଡକୁ ଝିଅ ମାନେ ବହୁତ ପ୍ରଭାବିତ ହୋଇଥାନ୍ତି । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।