ପୁରୁଷଙ୍କ ପାଁଇ ଭାଗ୍ୟଶାଳୀ ହେଇଥାନ୍ତି ଏପରି ମହିଳା, ବାହାଘର ର ପରବର୍ତୀ ଦିନ ହିଁ ଆରମ୍ଭ ହୋଇଯାଇଥାଏ ଉନ୍ନତି

ସମସ୍ତ ପୁରୁଷଙ୍କ ଜୀବନରେ କେବେ ନା କେବେ କେହି ଜଣେ ନାରୀ ନିଶ୍ଚୟ ଆସିଥାଏ, ବେଳେ ବେଳେ ସେହି ନାରୀର ଆଗମନରେ ପୁରୁଷର ଜୀବନ ସମ୍ପର୍ଣ୍ଣ ବଦଳିଯାଏ ତ ବେଳେ ବେଳେ ସେହି ନାରୀ ପାଇଁ ପୁରୁଷ ବର ବାଦ ହୋଇଯାଏ, ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ପରି ନାରୀ ପୁରୁଷଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି, ତେବେ ଶେଷ ଯାଏ ନିଶ୍ଚୟ ପଢନ୍ତୁ.

ଆପଣ ଅନେକ ସମୟ ରେ ଶୁଣିଥିବେ କି କିଛି ମହିଳା , ତାଙ୍କ ଜୀବନସାଥୀ ଙ୍କ ପାଁଇ ବେଶ ଲକି ହେଇଥାନ୍ତି I ଆଜି ଆମେ ଏପରି କିଛି ମହିଳା ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯେଉଁମାନେ ତାଙ୍କ ପତି ଙ୍କ ପାଁଇ ଭାଗ୍ୟଶାଳୀ ହେଇଥାନ୍ତି I ପ୍ରତୋକ ମହିଳା ଙ୍କ ର ମନ ରେ ଏହି ଜିଜ୍ଞାସା ରହିଥାଏ କି ତାଙ୍କ ର ହେବାକୁ ଥିବା ଜୀବନସାଥୀ କିପରି ହେଇଥିବେ ? ସେ ତାଙ୍କ ସହ ଖୁସି ରେ ରହିପାରିବେ କି ନାହିଁ ? ଏହି ପରି ନାନା ଚିନ୍ତା ମହିଳା ଙ୍କ ର ମନ ରେ ଆସିଥାଏ I

କଣ ତାଙ୍କ ର ଆଗାମୀ ଜୀବନ ରେ ଉର୍ନତି ହେବ ? କଣ ଆମ ଭାଗ୍ୟ ରେ ପରିବର୍ତନ ପରିଲକ୍ଷିତ ହେବ I ଆପଣ ବି ହୁଏତ ଏହା ବିଶ୍ୱାସ କରି ନ ପାରନ୍ତି କିନ୍ତୁ ମହିଳା ଙ୍କ ର ଅଙ୍ଗ ରୁ ହିଁ ସେ ତାଙ୍କ ପତି ଙ୍କ ପାଁଇ କେତେ ଭାଗ୍ୟଶାଳୀ ହେଇଥାନ୍ତି ଏହା ର ଅନୁମାନ କରିହେଇଥାଏ I ତେବେ ଚାଲନ୍ତୁ ଜାଣିବା ଏହି ସମ୍ପର୍କ ରେ I ତେବେ ରାମାୟଣ ଅନେକ ଭାଷା ରେ ଲିଖିତ ହେଇଚି କିନ୍ତୁ ଗୋସ୍ୱାମୀ ତୁଲସୀଦାସ ଓ ବାଲ୍ମୀକି ଙ୍କ ଦ୍ୱାରା ରଚିତ ଶ୍ରୀ ରାମ ଚାରିଟା ମାନସ ହିଁ ମୁଖ୍ୟ ହେଇଥାଏ I

ବାଲ୍ମୀକି ରାମାୟଣ ର ଏକ ଅଧ୍ୟାୟ ରେ ମାତା ସୀତା ଯେତେବେଳେ ଅଶୋକ ବଟିକା ରେ ଥିବେ ସେତେବେଳେ ସେ ତ୍ରିଜଟା ଙ୍କୁ କହିଥିଲେ ମୋର ର ଅଙ୍ଗ ର ଲକ୍ଷଣ ଏପରି କି ପ୍ରଭୁ ଶ୍ରୀ ରାମ ଦିନେ ନିଶ୍ଚୟ ରାଜା ହେବେ I ପ୍ରଭୁ ରାମଚନ୍ଦ୍ର ଙ୍କ ର ରାଜ୍ୟାଭିଷେକ ହେବା ସୁନିଶ୍ଚିତ ଅଟେ I ତେବେ ଚାଲନ୍ତୁ ଜାଣିବା ଏହି ଅଙ୍ଗ ର ଲକ୍ଷଣ ସମ୍ପର୍କ ରେ I

ଯେଉଁ ମହିଳା ଙ୍କ ର ପାଦ ରେ ପଦ୍ମ ଚିହ୍ନ ରହିଥାଏ ତାଙ୍କ ର ପତି ମାନେ ରାଜା ଙ୍କ ପରି ଜୀବନ ଅତିବାହିତ କରିଥାନ୍ତି I ଏପରି ମହିଳା ଙ୍କ ର ସ୍ୱାମୀ କୌଣସି ଉଚାପଦବୀ ରେ ନିଯୁକ୍ତି ପାଇଥାନ୍ତି I ଧନ ର ବି ଅଭିବୃଦ୍ଧି ହେଇଥାଏ I ଯେଉଁ ମହିଳା ଙ୍କ ର ବାଳ କଳା , ପତଳା ଓ ସୁନ୍ଦର ହେଇଥାଏ ତାଙ୍କ ର ପତି ଖୁବ ଭାଗ୍ୟଶାଳୀ ହେଇଥାନ୍ତି I ଯେଉଁ ମହିଳା ଙ୍କ ର ବହୁ ଧନୁଷ ଆକୃତି ର ହେଇଥାଏ ସେମାନେ ତାଙ୍କ ର ପତି ଙ୍କ ର ଦୁର୍ଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରିଥାନ୍ତି I ଯେଉଁ ମହିଳା ଙ୍କ ର ଜଙ୍ଘ ରେ ରୁମ ରହିଥାଏ ସେହି ମହିଳା ଙ୍କ ର ପତି ବିଳାସପୁରଣ ଜୀବନ ଅତିବାହିତ କରିଥାନ୍ତି I

ଯେଉଁ ମହିଳା ଙ୍କ ର ଦାନ୍ତ ମୋତି ସମାନ ହେଇଥାଏ ତାଙ୍କ ର ପତି ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେଇଥାନ୍ତି I ଯେଉଁ ମହିଳା ଙ୍କ ର ନଖ ଗୋଲ ଓ ଚିକ୍ଣ ହେଇଥାଏ ତାଙ୍କ ର ସ୍ୱାମୀ ସମାଜ ରେ ବେଶ ପ୍ରସଂଶିତ ହେଇଥାନ୍ତି I ଯେଉଁ ମହିଳା ଦେଖିବାକୁ ଗୋରା ସେହି ମହିଳା ଙ୍କ ର ସ୍ୱାମୀ ଙ୍କ ର ଚରିତ୍ର ବେଶ ଭଲ ହେଇଥାଏ I

Leave a Reply

Your email address will not be published. Required fields are marked *