ପୁତୁରା ମୋ ଛାତିକୁ ଚିପି ତଳିପେଟକୁ… ପୁତୁରା ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ଖୁଡୀ… କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ଦର୍ଶକ ବନ୍ଧୁ ଆଜିର ସମୟରେ ପାରିବାରିକ ବିବାଦ ପ୍ରାୟତଃ ଦେଖା ଯାଉଛି । ନିଜ ଲୋକଙ୍କ ମଧ୍ୟରେ ବିବାଦ ଏତେ ବଢି ଯାଉଛି କି ଲୋକେ ମାରିବାକୁ ବି ପଛାଉ ନାହାନ୍ତି । ତେବେ ଏମିତି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ପାରିବାରିକ ବିବାଦ ଉଗ୍ର ରୂପ ନେଲା । କ୍ରୋଧ ଆଗରେ ତୁଛ ହୋଇଗଲା ସମ୍ପର୍କ । ଖୁଡୀ କୁ ଆ-କ୍ର-ମ-ଣ କରିଲା ପୁତୁରା ।

ତା ପରେ ହିତାହିତ ଜ୍ଞାନ ଭୁଲି ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଲା ପୁତୁରା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଞ୍ଚଳ ଡେରାବେଶ ବ୍ଲକ ର ସୋରିଷିଆ ଗାଁ ରୁ ଏଭଳି ଲଜ୍ୟାଜନକ ଖବର ସାମ୍ନା କୁ ଆସିଛି । ଜଣେ ମହିଳା ଙ୍କୁ ତାଙ୍କ ନିଜ ପୁତୁରା ଓ ପୁତୁରା ର ଦୂର ସହଯୋଗୀ ମାନେ ଆ-କ୍ର-ମ-ଣ କରିଥିଲେ । ତା ପରେ କୁ-କ-ର୍ମ କରିବାକୁ ଚେଷ୍ଟା କରିଥିବା ସଦର ଥାନାରେ ଅ-ଭି-ଯୋ-ଗ କରିଛନ୍ତି ମହିଳା ।

ଦୁଇ ଦିନ ତଳେ ସୋରିଷିଆ ଗାଁ ରେ ଅପର୍ଣ୍ଣା ନାୟକ ଙ୍କ ଘରେ କୌଣସି କାରଣ ବଶତ ପରିବାରରେ କଳହ ଲାଗି ରହିଥିଲା । ଘରେ କେହି ନ ଥିବାର ସୁଯୋଗ ନେଇ ଅପର୍ଣ୍ଣା ଙ୍କ ପୁତୁରା ଜିତେନ୍ଦ୍ର ଆଉ କିଛି ଦୂର ସମ୍ପର୍କୀୟ ମିଶି ମା-ଡ ମା-ରି ତାଙ୍କୁ ତଳେ ପକାଇବା ସହ ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲେ । ଏହା ସହ ଅପର୍ଣ୍ଣା ତାଙ୍କ ପୁତୁରା ଓ ସହଯୋଗୀ ମାନେ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମ-କ ଦେଇଥିଲେ ।

ଖୁଡୀ ଅପର୍ଣ୍ଣା ଆ-ହ-ତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ । ଘଟଣା ଘଟିବା ପରେ ମହିଳା ଜଣକ ସଦର ଥାନା ରେ ଚାନ୍ଦୋଳ ଫାଣ୍ଡି ର ଦ୍ଵାରସ୍ଥ ହୋଇ ଆ-କ୍ର-ମ-ଣ କାରୀ ପୁତୁରା ଓ ତାଙ୍କ ସହଯୋଗୀ ତାଙ୍କ ବିରୁଦ୍ଧରେ ଏତାଲା ଦେଇଛନ୍ତି । ଆଉ ଏହା ପରେ ଅ-ଭି-ଯୁ-କ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଆଉ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅପର୍ଣ୍ଣା ଙ୍କ ସହ ଯାହା ବି ଘଟିଗଲା ତାହା ଅତି ଲଜ୍ୟାଜନକ କଥା । କାରଣ ଜଣେ ପୁତୁରା ଯିଏ ପୁଅ ସମାନ ହେବ ସେ ତା ଖୁସି ସହ ଏଭଳି କୁ-କ-ର୍ମ କରିବା ତାହା ବିଶ୍ଵାସ କରି ହେଉ ନାହି । ବାସ୍ତବରେ ଏହି ଘଟଣା ଅତି ନିନ୍ଦନୀୟ ଅଟେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *