ରାତିସାରାର ପାଣିରେ ଭିଯାଇ ରଖନ୍ତୁ ଓ ସକାଳୁ ଖାଆନ୍ତୁ ଏହି 5 ଟି ଜିନିଷ, କେବେ ବୁଢା ହେବେନି

ଏହି ପାଞ୍ଚଟି ଜିନିଷ ପାଣିରେ ଭିଯାଇ ଖାଇଲେ କେବେ ବୁଢା ହେବେନି । ଏହି ଲେଖାରେ ଆମେ ପାଞ୍ଚଟି ଜିନିଷ ବିଷୟରେ କହିବୁ । ଆପଣ ରାତିରେ ଗୋଟେ ଗ୍ଲାସ ପାଣିରେ ଭିଯାଇ ସକାଳେ ଖାଲି ପେଟରେ ସେବନ କାଲେ ଆପଣଙ୍କୁ ଜୀବନସର ବୁଢାପା ଆସିବ ନାହିଁ । ଆପଣକୁ ସବୁ ରୋଗରୁ ମୁକ୍ତି ମିଳିବ, ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବ । ଆପଣ ସବୁବେଳେ ସୁସ୍ଥ ରହିବେ ।  ନାଁ ଆପଣାକୁ ଗଣ୍ଠିର ଦରଜ ରହିବ, ଶରୀରରେ କେବେ ରକ୍ତର କମି ହେବ ନା କୋଲେଷ୍ଟୋରେଲ ବଢିବ, ନା ରକ୍ତଚାପ ରୋଗ ହେବ, ହୃଦୟ ଜନିତ କିଛି ସମସ୍ୟା ରହିବା ନାହିଁ । ଆପଣ ସବୁବେଳେ ସୁସ୍ଥ ରହିବେ ।

ଯଦି ଆପଣ ଏହି 5 ଟି ଜିନିଷର ଖାଲି ପେଟରେ ସେବନ କରିବେ ଆପଣଙ୍କୁ ସୁଗାର, ହୃଦୟ ଜନିତ ସମସ୍ୟା, କୋଲେଷ୍ଟୋରେଲ, ପେଟ ରୋଗ ଓ ମୋଟାପା  ହେବନି । ଆପଣ ସବୁବେଳେ ସୁସ୍ଥ ରହିବେ । ଆସନ୍ତୁ ଜାଣିବା ଏହି 5 ଟି ଜିନିଷ କଣ ଅଟେ ।

ପେଶୁ:-

ପେଶୁରେ ଓମେଗା ୩ ମିଳିଥାଏ, ଏହା ମଧୁମେହ ରୋଗ ପାଇଁ ବହୁତ ଲାଭକାରୀ ହୋଇଥାଏ । ଯାହା କୋଲେଷ୍ଟ୍ରୋଲ, ବ୍ଲଡ ପ୍ରେସର କୁ ସାମାନ୍ୟ ରଖିଥାଏ । ପେଶୁରେ ଫାଇବର, ଓମେଗା ୩, ପୋଟାସିୟମ, ଭିଟାମିନ B, ମ୍ୟାଗ୍ନେସିୟମ, ସିଲେନିୟମ, ଲିଗନେନ, ଜିଙ୍କ ତତ୍ଵ ମିଳିଥାଏ । ପେଶୁର ସେବନ କରିବା ଦ୍ଵାରା ଆପଣଙ୍କ ମୋଟାପା କମ ହୋଇଥାଏ । ଆୟୁର୍ବେଦରେ ପେଶୁକୁ ସବୁପ୍ରକାର ରୋଗର ଔଷଧୀ କୁହାଯାଇଛି । ଗୋଟେ ଗ୍ଲାସ ପାଣିରେ ଗୋଟିଏ ଚମ ଚାମାଚ ପେଶୁକୁ ଭିଯାଇ ରଖୀ ଦିଅନ୍ତୁ । ସକାଳୁ ଖାଲି ପେଟରେ ପେଶୁକୁ ଚୋବାଇ ଖାଇ ସେଇ ପାଣିକୁ ପିଇବା, ଏହା କରିବା ଦ୍ଵାରା ଶରୀରର ଓଜନ କଣ୍ଟ୍ରୋଲରେ ରହିବ । ଆପଣଙ୍କୁ କେବେ ବ୍ଲଡ ପ୍ରେସର ରୋଗ କେବେ ହେବନି, କୋଲେଷ୍ଟୋରେଲ ଠିକ ରହିବ । ଆପଣ ପୁରା ସୁସ୍ଥ ରହିବ ।

ପୋସ୍ତକ :-

ପୋସ୍ତକ ଶରୀର ପାଇଁ ରାମବାଣ ଅଟେ ।  ଯଦି ଆମେ ଏହାର ସେବନ ପ୍ରତିଦିନ କରିବା ଆମ ଶରୀରରେ ବହୁତ ଶକ୍ତି ଆସିବ । ଏହାର ବ୍ୟବହାର କବ୍ଗ ଠୁ ନେଇ କ୍ୟାନ୍ସର ଭଳି ଘାତକ ରୋଗ ପାଇଁ କରାଯାଇଥାଏ ।ଏହି ଛୋଟ ଛୋଟ ବୀଜରେ କଲୋରି, ପ୍ରୋଟିନ, ଫାଇବାର, କ୍ୟାଲସିୟମ, ଆଇରନ, ପୋଟାସିୟମ ଭଳି ତତ୍ଵରେ ଭରା ଅଛି । ଯଦି ଆପଣଙ୍କୁ ନିଜର କେଶକୁ ଠିକ କରିବାର ଅଛି,  ତ୍ଵଚାରେ ଚମକ ଆଣିବାର ଅଛି, ଓ ନିଜ ପାଚନ ଶକ୍ତିକୁ ଠିକ କରିବାର ଅଛି, ଶରୀରର ହାଡକୁ ମଜଭୁତ କରିବାର ଅଛି କି କିଛି ଆଣ୍ଠୁ ଗଣ୍ଠିର ବ୍ୟଥା ରହିଛି, ଯଦି ଦିମାଗକୁ ତେଜ କରିବାର ଅଛି, ହୃଦୟ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି ତ ପୋସ୍ତକର ସେବନ ନିଶ୍ଚିତ କରନ୍ତୁ ।  କେମିତି ସେବନ କରିବେ, ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ପୋସ୍ତକ ରାତିସାର ଭିଜେଇକି ରଖନ୍ତୁ ଓ ସକାଳେ ଖାଲି ପେଟରେ ଚୋବାଇ ଖାଇବା ସହିତ ସେଇ ପାଣିକୁ ପିଅନ୍ତୁ ।

ବାଦାମ :-

ପ୍ରଦିଦିନ ୪ ଟି ବାଦାମ ଖାଇ ଶରୀରକୁ ସୁସ୍ଥ ବନାନ୍ତୁ । ବାଦାମରେ ଅଧିକ ମାତ୍ରାରେ ନ୍ୟୁଟ୍ରିସନ ଓ ମିନେରାଲ ଥାଏ, ଓମେଗା ୩ ଫ୍ୟାଟି ଏସିଡ, ଭିଟାମିନ e, ଫସଫରସ, କ୍ୟାଲସିୟମ, ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ସାରା ଲାଭ ମିଳିବ । ସବୁବେଳେ ଯବାନ ରହିବେ, କେବେ ଆଣ୍ଠୁଗଣ୍ଠିର ବ୍ୟଥା ହେବନି । ମଧୁମେହ ରୋଗକୁ କଣ୍ଟ୍ରୋଲ କରେ, ଏହା ହୃଦୟ ରୋଗରୁ ବଞ୍ଚାଇ ଥାଏ, ବ୍ଲଡ ପ୍ରେସର ରୁ ବଞ୍ଚାଇ ଥାଏ । ରାତିରେ ୪ ଟି ବାଦାମ ନେଇ ପାଣିରେ  ଭିଯାଇ ଦେବେ ଓ ସକାଳୁ ଖାଲି ପେଟରେ ବାଦାମର ଚୋପା ଛଡାଇ ସେବନ କରିବେ ।

କଳା ଚଣା :-

ଯଦି ଆପଣ ଚନାକୁ ଭିଯାଇ ସେବନ କରିବେ ଏଥିରେ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଏଥିରେ ଆପଣଙ୍କର ବ୍ଲଡ ସୁଗାର ଲେଭେଲ କଣ୍ଟ୍ରୋଲ ହେବ, ହଜମ ଭଲ ହେବ, ଯଦି ଏହାକୁ ଗର୍ଭବତୀ ମହିଳା ଖାଇବେ  ତ ତାଙ୍କର ଛୁଆ ହୃଷ୍ଟ ପୃଷ୍ଟ ହେବ । କ୍ୟାନସର ରୋଗରୁ ବଞ୍ଚାଇ ଥାଏ, ଦୃଷ୍ଟିଶକ୍ତିକୁ ବଦଗାଇଥାଏ, ରକ୍ତର କମିକୁ ଦୂର କରିଥାଏ ।  ଗୋଟେ ମୁଠା ଚଣା ନେଇ ରାତିରେ ଭିଯାଇ ଦିଅନ୍ତୁ, ସକାଳେ ଖାଲି ପେଟରେ ଚୋବାଇ ଖାଇ ପାଣି ପିଅନ୍ତୁ ।

ମେଥି :-

ମେଥିଦାନା ମଧୁମେହ ରୋଗୀଙ୍କ ପାଇଁ ବରଦାନ ଅଟେ । ତାଙ୍କର ସୁଗାର ଲେଭେଲ କୁ କଣ୍ଟ୍ରୋଲ କରିଥାଏ । ବହୁତ ପ୍ରକାର ରୋଗରୁ ବଞ୍ଚାଇ ଥାଏ ।କେଶକୁ ଚମକଦାର ବନେଇଥାଏ । ଅଳ୍ପ ମେଥିନେଇ ଗ୍ଲାସ ପାଣିରେ ଭିଯାଇ ରଖିଦିଅନ୍ତୁ । ସକାଳୁ କ୍ଷ୍ଗାଳି ପେଟରେ ସେଇ ପାଣି ପିଇବେ ଓ ମେଥିକୁ ଚୋବାଇ ଖାଇବେ ।

Leave a Reply

Your email address will not be published. Required fields are marked *