ରାତିରେ ଗରମ ପାଣି ସହ ଦୁଇଟି ଗୁଜୁରାତି ଖାଇବାର ଲାଭ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – Health Tips

କରୋନା କାଳ ମଧ୍ୟରେ ଆମେ ସମସ୍ତେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛୁ । କିନ୍ତୁ ଏହା ମଧ୍ୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ରଖିବା ଉଚିତ । ବର୍ତ୍ତମାନ ସମୟରେ ଯେଉଁ କରୋନା ଭାଇରସ ବ୍ୟାପିଛି ତାହା ବହୁତ ଭୟଙ୍କର ଅଟେ । ଏହା ଫୁସଫୁସକୁ ବହୁତ ଜଲ୍ଦି ସଂକ୍ରମିତ କରିଥାଏ ।

ବ୍ୟକ୍ତିକୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଆପଣଙ୍କର ଅକ୍ସିଜେନ ଲେବୁଲ ବି କମ ହୋଇଯାଏ । ଏମିତିରେ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ଆପଣ ଘରେ ରହି କିଛି ଘରେଲୁ ଉପାୟ ଦ୍ଵାରା ନିଜକୁ ସୁସ୍ଥ ଓ ସବଳ ରଖି ପାରିବେ । ଘରେ ରହି ଚିକିତ୍ସାର ଅର୍ଥ ନିଜର ଖାଦ୍ୟ ପାନ ଓ ରହିବା ଶୋଇବାକୁ ଅଳ୍ପ ଚେଞ୍ଜେ କରିବାର ଅଛି । ଏହି କିଛି ଉପାୟ ଆପଣଙ୍କୁ ନିଜ କରିବାର ଅଛି ଓ ପରିବାର ଲୋମାନଙ୍କୁ ବି କରେଇବାର ଅଛି । ତେବେ ଯାଇ ଆପଣ ଓ ଆପଣଙ୍କ ପରିବାର ସଦସ୍ୟମାନେ ସୁସ୍ଥ ରହିବେ ।

କରୋନା ଭାଇରସରୁ ବଞ୍ଚିବା ପାଇଁ ପ୍ରଥମ କାମ ହେଉଛି ସକାଳୁ ଉଠି ଗରମ ପାଣି ସେବନ କରନ୍ତୁ । ଆପଣ ଚାହିଁବେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି ସେବନ କରିବେ । କାରଣ ଗୁଜୁରାତିକୁ ଖାଲି ପେଟରେ ଖାଇବା ଦ୍ଵାରା ଆମର ରୋଗ ପ୍ରତିଋଧକ ଶକ୍ତି ବୁଦ୍ଧି ପାଇଥାଏ । ଏହିଭଳି ସବୁଦିନ କରିବା ଦ୍ଵାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି ହୋଇଥାଏ । ଆପଣଙ୍କର ଓଜନ ବି କମ ହୋଇଥାଏ । ଏହା ଛଡା ଆଜି ଆମେ ଆପଣଙ୍କୁ ଏକ କାଢା ବିଷୟରେ କହିବୁ ।

ଏହି କାଢାକୁ ସେବନ କରିବା ପାଇଁ ସରକାରଙ୍କ ତରଫରୁ ବି କୁହାଯାଉଛି । ଏହି କାଢାକୁ ଆପଣ ଘରେ ରହି ତିଆରି କରି ପାରିବେ । ଏହି କାଢା ପାଇଁ ଆପଣଙ୍କୁ ତୁଲସୀ ପତ୍ର, ଡାଲଚିନି, ଅଦା ଓ ଗୋଲୋମରିଚ ଦରକାର । ଏହି ଚାରୋଟି ଜିନିଷ ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ତୁଳସୀର ୧ ଚାମଚ ପାଉଡର, ଡାଲଚିନିର ୧/୨ ଚାମଚ ପାଉଡର, ଅଦା ୧/୨ ଚାମଚ ପାଉଡର ଓ ଗୋଲମରୀଚ ୧/୪ ଚାମଚ ପାଉଡର ନିଅନ୍ତୁ ।

ବର୍ତ୍ତମାନ ଏହି ଚାରିଟି ଜିନିଷକୁ ମିଶ୍ରଣ କରି ଦିଅନ୍ତୁ । ବର୍ତ୍ତମାନ ଆପଣ ଏହି କାଢାକୁ ଦିନରେ କେତେବେଳେ ବି ସେବନ କରି ପାରିବେ । ଯଦି ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଓ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ । ଯେତେବେଳେ ବି ଆପଣଙ୍କୁ କାଢା ସେବନ କରିବାର ଅଛି ତେବେ ଏକ ଗ୍ଳାସ ପାଣିରେ ସେହି ପାଉଡରକୁ ଦେଇ ସେହି ସମୟ ପର୍ଯ୍ୟନ୍ତ ଗରମ କରିବାର ଅଛି ଯେତେ ସମୟ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଯିବ ।

ଯେତେବେଳେ ଏହି ପାଣି ଅଧା ହୋଇଯିବେ ତେବେ ଏହାକୁ ଛାଣି ଚା ଭଳି ସେବନ କରନ୍ତୁ । ଏହି କାଢା ଆପଣଙ୍କର ରୋଗ ପ୍ରତିଦ୍ରୋଧକ ଶକ୍ତି ବୁଦ୍ଧି କରିବ ଓ କରୋନା ମହାମାରୀରୁ ବି ସୁରକ୍ଷା ଦେଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *