ରାତିରେ ନିଶ୍ଚୟ କରନ୍ତୁ ଏହି ୫ଟି କାମ- Chanakya Niti

ରାତିରେ ଯଦି ଆପଣ ଏହି 5 ଟି କାମ କରୁନାହାନ୍ତି, ସାରା ଜୀବନ ଆପଣଙ୍କୁ ପସ୍ତେଇବାକୁ ପଡିଥାଏ  । ଖାସ କରି ଅଧା ରାତିରେ ଏହି କାମ ଭୁଲରେବି କରିବା କଥା ନୁହେଁ । ଶୋଇବା ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ଶୋଇବା ପାଇଁ ରାତି ସମୟକୁ ଉପଯୁକ୍ତ ମାନିଥାଉ ।

ସେତେବେଳେ ଆମେ ସୋଇଥାଉ ଯେତେବେଳେ ସବୁ କାମ ସାରିଦେଇଥାଉ । ଏହା ଭିତରେ ବହୁତ କିଛି କାମ ଥାଏ, ଯେଉଁଟା ଶୋଇବା ପୂର୍ବରୁ କରିନେବା ଉଚିତ । ପତି ପତ୍ନୀ ସହିତ ଜଡିତ କିଛି କାମ ଶୋଇବା ପୂର୍ବରୁ କରିନେବା ଉଚିତ ଓ ବେସି ଡେରିରେ କରିବା ଉଚିତ ନୁହେଁ ।

ପ୍ରେମ ସମ୍ବନ୍ଧ ପାଇଁ ଏମିତି କିଛି ସମୟ ନିର୍ଧାରିତ ହୋଇନଥାଏ, କିନ୍ତୁ ରାତି ସମୟ ଏହି କାମ ପାଇଁ ଅଶୁଭ ବୋଲି କୁହାଯାଏ । ସେଥିପାଇଁ ୧୨ ରୁ ନେଇ ୨.୫୦ ମିନିଟ ଭିତରେ ପରମ ସମ୍ବନ୍ଧ ବନେଇବା ଦରକାର ଓ ଏହାର ପର ସମୟ ଏହି କାମ ପାଇଁ ବହୁତ ଅଶୁଭ ବୋଲି କୁହାଯାଏ । ଏହିଭଳି ଭୁଲ କେବେବି କରିବେନି । ଯେତେ ଶୀଘ୍ର ସମ୍ବଭ ପ୍ରେମ ସମ୍ବନ୍ଧ ୩ ଟା ପୂର୍ବରୁ କରିଦେବା ଉଚିତ । ଯଦି ଏମିତି କରୁଛନ୍ତି ପରିଣାମ ଭୟଙ୍କର ହୋଇଥାଏ ।  ଭୋର ୩ ଟା ସମୟ ଶୁଭ ମୁହୂର୍ତ ବୋଲି କୁହାଯାଏ । ଏହି ସମୟରେ ଭଗବାନଙ୍କ ଆରାଧନା କରାଯାଏ ନାକି ଏହି କାମ ପାଇଁ । ସେଥିପାଇଁ ସବୁବେଳେ ସତର୍କ ରୁହନ୍ତୁ ।

ରାତିରେ ଶୋଇବା ପୂର୍ବରୁ ହାତ, ମୁହଁ, ଗୋଡ, ଧୋଇବା ଉଚିତ, ଏଥିରେ ନକରାତ୍ମକ ଊର୍ଜା ସମ୍ପର୍କ ଦ୍ଵାରା ଆସିଥିବାରୁ ରୋଗ ହୋଇଥାଏ । ଏଥିରେ ଆପଣ ଉପରେ ଦୋଷ ଲାଗିଥାଏ, ଯଦି ହାତ ଗୋଡ ନ ଧୋଇ ଶେଯରେ ସୋଇଥାନ୍ତି । ପୁରା ଘରେ ବିମାରୀ ବଢେଇବାର ବରାବର ହୋଇଥାଏ । ସବୁବେଳେ ସୁଖୀ ଜୀବନ ପାଇଁ ପରିବାରକୁ ଏହି ଜ୍ଞାନ ରହିବା ଦରକାର, ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କ୍ଷୀର ନିଶ୍ଚିତ ରୂପରେ ପିଇବା ଦରକାର । ଏହି କାମ ଶୋଇବାର ଅଧ ଘଣ୍ଟା ପୂର୍ବରୁ କରିବା ଉଚିତ ।

ରାତି ସମୟରେ ଟିକେ ଗରମ କରି କ୍ଷୀର ପିଇବା  ଉଚିତ । ଶରୀର ପାଇଁ ଅମୃତ ବୋଲି କୁହାଯାଏ, ସେଥିଲାଗି ବିନା କ୍ଷୀର ପିଇ ସୁଅନ୍ତୁ ନାହିଁ ।  କାରଣ ଏଥିରେ ଶରୀରକୁ ଜରୁରୀ ପୋଷାକ ତତ୍ଵ ମିଳିଥାଏ । ଶୋଇବା ପୂର୍ବରୁ ଦିନଭରିର ଆକଳନ କରନ୍ତୁ । ଆଜି ଆପଣ କଣ କରିଛନ୍ତି କଣ କରି ନାହାନ୍ତି, କଣ ଭୁଲ କରିଛନ୍ତି ।  ଏହି ସବୁ ଜିନିଷର ଆକଳନ କରିବା ବୁଦ୍ଧିମତାର କାମ ବୋଲି କୁହାଯାଇଛି । ଏଥିରେ ଆପଣଙ୍କ ଭୁଲ ଓ ଠିକର ଜଣାପଡିଥାଏ । ସେଥିପାଇଁ ଆପଣ ଏହି କାମ ନିଶ୍ଚିତ ରୂପରେ କରନ୍ତୁ ।

ବିଜ୍ଞାନ ପୁରା ପ୍ରମାଣିତ କରିଛି ଯଦି ବିମାରୀକୁ ଘରୁ ବାହାର କରିବାର ଅଛି, ରାତିର ଅଇଁଠା ବାସନ ଓ ନଳରୁ ଟିପ ଟିପ ହୋଇ ପଡୁଥିବା ପାଣି କେବେ ରୋଷେଇ ଘରେ ହେବାକୁ ଦିଅନ୍ତୁ ନାହିଁ । ଏମିତି କରିବା ଦ୍ଵାରା ଭୟଙ୍କର କିଡା ଆସିଥାନ୍ତି ଓ ବାସନ ଉପରେ ନିଜର ରୋଗର ଛାପ ଛାଡି ଯାଇଥାନ୍ତି । ଏହି କାରଣରୁ ପୁରା ଘର ରୋଗ ଗ୍ରସ୍ତ ହୋଇଥାଏ । ପଇସାବି ପାଣି ଭଳି ବହିଥାଏ । ସେଥିପାଇଁ ଅଇଁଠା ବାସନ ଓ ନଳରୁ ପଡୁଥିବା ପାଣି ଉପରେ ସବୁବେଳେ ଧ୍ୟାନ ଦେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *