ରାମାୟଣରେ ଅଭିନୟ କରିଥିବା ରାବଣଙ୍କ ପରେ ଏବେ ଆଉ ଜଣେ ବଡ କଳାକାରଙ୍କ ହେଲା ନିଧନ… ଶୋକରେ ସାରା ବଲୀଉଡ

ଆପଣ ମାନେ ଜାଣିଥିବେ ରାମାନନ୍ଦ ସାଗରଙ୍କ ଦ୍ଵାରା “ରାମାୟଣ” ସିରିଏଲଟି ପ୍ରସାରିତ ହୋଇଥିଲା । ଏହା ଦୂରଦର୍ଶନ ରେ ଅନେକ ବର୍ଷ ପୂର୍ବେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ନିଜର ଜବରଦସ୍ତ ଅନାଦଜ ରେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । “ରାମାୟଣ” ସିରିଏଲ ଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ବି ଲୋକ ମାନେ ଏହାକୁ ମନେ ରଖିଛନ୍ତି । ଏହି ସିରିଏଲରେ ଦମଦାର ଅଭିନୟ କରି କଳାକାର ମାନେ ଆଜିକା ଡେଟରେ ନିଜ ଅଭିନୟ କ୍ଯାରିୟର ରେ ସଫଳତା ହାସଲ କରିଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ “ରାମାୟଣ” ସିରିଏଲରେ ଅଭିନୟ ଅକରୁଥିବା ଜଣେ କଳାକାରାଙ୍କର ଦେ-ହା-ନ୍ତ ହୋଇଛି ସେହି ବିଷୟରେ କହିବାକୁ ଯାଉଛୁ । ଟେଲିଭିଜନର ମସୁର ଧାରାବାହିକ ସିରିଏଲ “ରାମାୟଣ” ରେ ପ୍ରଭୁ ରାମଚନ୍ଦ୍ରଙ୍କ ବନ୍ଧୁ ଭାବେ ଅଭିନୟ କରୁଥିବା ନିଶାଦ ରାଜା ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଚନ୍ଦ୍ରକାନ୍ତ ପାଣ୍ଡ୍ୟାଙ୍କର ନିଧନ ହୋଇଛି । ଏହି ସିରିଏଲରେ ମା ସୀତାଙ୍କ ଭୂମିକରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ସୋସିଆଲ ମିଡିଆରେ ଚନ୍ଦ୍ରାକାନ୍ତଙ୍କ ଦେ-ହା-ନ୍ତ ବିଷୟରେ ସୂଚନା ଦେଇଛନ୍ତି ।

ଅଭିନେତ୍ରୀ ଦୀପିକା ନିଜର ଇଂଷ୍ଟାଗ୍ରାମରେ ଚନ୍ଦ୍ରକାନ୍ତଙ୍କ ଫୋଟୋ ସେୟାର କରିବା ସହ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଭିନେତା ଚନ୍ଦ୍ରକାନ୍ତଙ୍କ ବି-ୟୋ-ଗ କଥା ଶୁଣିବା ପରେ “ରାମାୟଣ” ସିରିଏଲର ସବୁ କଳାକାର ଓ ଦର୍ଶକ ମାନେ ଶୋକ ପ୍ରକାଶ କରିଛନ୍ତି । ଏହି ସିରିଏଲରେ ଭଗବାନ ରାମଚନ୍ଦ୍ରଙ୍କ ଚରିତ୍ରରେ ଅଭିନୟ ଅକରୁଥିବା ଅଭିନେତା ଅରୁଣ ଗୋବିଲ ଚନ୍ଦ୍ରକାନ୍ତଙ୍କ ନି-ଧ-ନରେ ଶୋକ ପ୍ରକାଶ କରିଛନ୍ତି । ଅଭିନେତା ଚନ୍ଦ୍ରକାନ୍ତ ପାଣ୍ଡ୍ୟା ଗୁଜୁରାଟର ବନାଶକାଠ ଜିଲ୍ଲାର ବିରିଡି ଗାଁ ରେ ରହୁଥିଲେ ।

ସେ ୧୯୪୭ ଜାନୁଆରୀ ୧ ରେ ଏକ ବ୍ୟବସାୟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବେପାରୀ ଥିଲେ ଯିଏ ଗୁଜୁରାଟରୁ ଆସି ମୁମ୍ବାଇରେ ରହିବାକୁ ଲାଗିଥିଲେ । ସେଥିପାଇଁ ଚନ୍ଦ୍ରକାନ୍ତଙ୍କ ପିଲା ଦିନ ଓ ପାଠ ପଢା ମୁମ୍ବାଇରେ ଅତିବାହିତ ହୋଇଥିଲା । ତାଙ୍କର ପିଲା ଦିନୁ ଅଭିନୟ ପ୍ରତି ରୁଚି ରହିଥିଲା । ସେ ଗୁଜୁରାti ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେ ରାମାୟଣ ସିରିଏଲ ବ୍ଯତୀତ ୧୦୦ ରୁ ଅଧିକ ହିନ୍ଦୀ ଓ ଗୁଜୁରାଟି ଫିଲମରେ ଅଭିନୟ କରିଛନ୍ତି ।

ତେବେ “ରାମାୟଣ” ସିରିଏଲର ତାଙ୍କର ଅଭିନୟ କିଛି ଖାସ ଥିଲା ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ । ଆଜି ବି ଦର୍ଶକ ଆମେ “ରାମାୟଣ” ସିରିଏଲ ରେ ଅଭିନୟ ଅକରୁଥିବା କଳାକାର ମାନଙ୍କୁ ତାଙ୍କର ସେହି ନାଁ ରେ ଜାଣିଛନ୍ତି ଯାହା ଏହି ସିରିଏଲ ରେ ରଖା ଯାଇଥିଲା । ଆମେ ଭଗବାନଙ୍କ ନିକଟରେ ଚନ୍ଦ୍ରକାନ୍ତ ପାଣ୍ଡ୍ୟାଙ୍କ ଆ-ତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *