ରବିବାର 21 ମାର୍ଚ୍ଚ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିକୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ମାତା ପିତା ସ୍ଵାସ୍ଥ୍ୟରେ ସୁଧାର ହେବ । ଆପଣଙ୍କୁ ଆପଣଙ୍କ ବିରୋଧୀ ମାନଙ୍କ ପ୍ରତି ଜାଗୃତ ରହିବାକୁ ହେବ କାରଣ ସେମାନେ ଆପଣଙ୍କ ବିରୋଧରେ ଷଡଜନ୍ତ୍ର କରିପାରନ୍ତି । ଆଉ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ଆଜି କୌଣସିବି କଠିନ ପରିସ୍ଥିତିରେ ବହୁତ ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ ।

ବୃଷ :- ଆପଣ କରିଥିବା କଠିନ ପରିଶ୍ରମ ଏବେ ସଫଳ ହେବ । ଧନ କମାଇବାର ସ୍ରୋତ ହାସିଲ ହେବ । ଛାତ୍ର ସଂଚାରର ନୂଆ ମାଧ୍ୟମ ଦ୍ଵାରା ଶିଖିବେ । ଆପଣ ନିଜ ସନ୍ତାନଙ୍କ ସହିତ କିଛି ଭଲ ମୁହୂର୍ତ ବିତାଇବେ । ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ କରିବେ । ଜବରେ ପ୍ରଗତିର ସମ୍ଭାବନ ଅଛି । ସ୍ୱାସ୍ଥ୍ୟ ପାଇଁ ଟିକେ ଚିନ୍ତିତ ରହିବେ । ଉଚ ଅଧିକାରୀ ଆପଣଙ୍କ କଥାରେ ସହମତି ହେବେ । ବଡ ଭଉଣୀର ସହଯୋଗ ପ୍ରାପ୍ତି ହେବ ।

ମିଥୁନ :- ମିଥୁନ ରାଶିର ଲୋକ ମାନଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇସାରିଛି । ଆର୍ଥିକ ରୂପରେ ଭାବିଛିନ୍ତି ନିର୍ନୟ ନେବା ବିଲକୁଲ ଠିକ ପ୍ରମାଣିତ ହେବ । ଅଧା କାର୍ଯ୍ୟ ସମ୍ପର୍ଣ ହେବ । କାର୍ଯ୍ୟରେ ରୋମାଞ୍ଚକ ଅନୁଭବ ହେବ । କୌଣସି ରୋକୀ ହୋଇଥିବା କାମ ପୁରା ହେବ । କୌଣସି ବଡ କାର୍ଯ୍ୟ କରିବା ପାଇଁ ପରିବାର ସହିତ ଜଡିତ ମାମଲା ସମ୍ପର୍ଣ ହୋଇବ ।

କର୍କଟ :- କର୍କଟ ରାଶିର ଜାତକ ନିଜ ବ୍ୟାପାରକୁ ନୂଆ ଗତି ଦେବା ପାଇଁ କୌଣସି ପ୍ଳାନ ବନାଇବେ । ଯାହା ଆଗକୁ ଯାଇ ଆପଣଙ୍କ ବ୍ୟାପାର ଗତି ବଢିବ । ଆଜିର ଦିନରେ ଆପଣ ନିଜର ଭୁଲ ବୁଝି ପାରିବେ ନୂଆ କାମ କରିବେ । ପରିଶ୍ରମ ଓ ଅନୁଭବ ଦ୍ଵାରା କୌଣସି ନୂଆ ସ୍ଥିତିକୁ ପାଇବେ । ଏହି ସମୟରେ କୌଣସିବି କାମ ଆଶା ରଖୀ କରନ୍ତୁ ନହିଁ ।

ସିଂହ :- ଆଜି ଆପଣଙ୍କୁ ନକରାତ୍ମକ ବିଚାରରୁ ବଞ୍ଚିକି ରହିବାର ଅଛି । କାର୍ଯ୍ୟ କରିବା ପାଇଁ ଦିନ ବହୁତ ଭଲ ଅଟେ । ବିଦେଶୀ ମିତ୍ରଙ୍କ ଭଲ ଖବର ଶୁଣି ଖୁସି ହେବେ । ଆଜି ନିଜର କଥାକୁ ବହୁତ ପ୍ରଭାବଶାଳି ଢଙ୍ଗରେ ରଖିବାରେ ସଫଳ ହେବେ । ହଠାତ ଧନ ଲାଭ ଆଉ ଧନ ହାନି ହେବାର ସମ୍ଭାବନା ରହିଛି । ଆଜି ମନକୁ ଅନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନହିଁ । ସ୍ୱାସ୍ଥ୍ୟକୁ ନେଇ ଜାଗୃତ ରୁହନ୍ତୁ ଆଉ ନିୟମର ପାଳନ କରନ୍ତୁ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ ।

କନ୍ୟା :- ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗି ରହିବ । ପାଖ ଲୋକଙ୍କ ସହିତ ସମ୍ପର୍କ ମଧୁର ରହିବ । ସମୟ ପରିବର୍ତନ ଦ୍ଵାରା ଭଲ ଅନୁଭବ କରିବେ । ବିଦ୍ୟାର୍ଥୀ ବର୍ଗ ସଫଳ ରହିବେ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ବହୁତ ଭାବିଛିନ୍ତି ଆପଣଙ୍କୁ  ପଇସା ଖରଚ କରିବାର ଅଛି । ଆପଣଙ୍କ ପ୍ରେରଣା ଦାୟୀ କଥା ଦ୍ଵାରା ଆପଣଙ୍କ ସମସ୍ତଙ୍କୁ ଖୁସି ମିଳିବ ।

ତୁଳା :- ଆଜି ପିଲା ଓ ସ୍ତ୍ରୀଙ୍କର ପୁରା ସହଯୋଗ ମିଳିବ । ଆଜି ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ନବବିବାହିତ ଯୋଡିକୁ ସାଥି ହୋଇ ରହି ବହୁତ ମୁଲ୍ଯବାନ ସମୟ ବିତାଇବା ଦ୍ଵାରା ସମ୍ପର୍କ ମଜଭୁତ ରହିବ । ଗୋଡରେ ପୀଡା ହେବା ଦ୍ଵାରା ଅସ୍ତ ବ୍ୟସ୍ତ ଅନୁଭବ କରିବେ । ରାଗିବା ଦ୍ଵାରା କାର୍ଯ୍ୟ ବିଗିଡିବ । ଏହି ରାଶିର ଲୋକଙ୍କ ପାଇଁ ଦିନତି ବହୁତ ଅନୁକୂଳ ରହିବ ।

ବିଛା :- ଭଲ ସାଙ୍ଗ ସହିତ ଦେଖା ହେବ । ମନ ଖୁସିରେ ଭରା ରହିବ । କୌଣସି ରୋଗ ପାଇଁ ଚିନ୍ତିତ ହୋଇପାରନ୍ତି । ସେଥିପାଇଁ ନିଜ ଖାଇବା ଉପରେ ଧ୍ୟାନ ରଖନ୍ତୁ । ନିଜ ଧର୍ଜ୍ୟ ଦ୍ଵାରା ହିଁ ନିଜେ ଉନତି କରିବେ । ନୂଆ ବସ୍ତ୍ରର ପ୍ରାପ୍ତି ସମ୍ଭବ ଅଟେ । ମାତାପିତା ଅସ୍ଵାସ୍ଥ୍ୟ ରହିବେ । ନିଜ ଭିତରେ ବିବାଦ କରନ୍ତୁ ନହିଁ । ମାନସିକ ରୂପରେ ଚିନ୍ତା ଆସିବ । ସନ୍ତାନ ଉପରେ ଧ୍ୟାନ ଦିଅନ୍ତୁ ।

ଧନୁ :- ଆଜି ନିଜର ସ୍ଵାଭିମାନ ବନାଇ ରଖନ୍ତୁ । ଆଜି ଜୀବନ ସାଥିର ସାହାର୍ଯ୍ୟ ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ରୋଜଗରରେ କରାଯାଇଥିବା ଚେଞ୍ଜେସ ବହୁତ ଲାଭଦାୟକ ହେବ । ସବୁ କଥା ବୁଝି ବିଚାରୀ କରନ୍ତୁ । ପଦ୍ଧରେ ରୁଚିର କମି ରହିବ । ଆପଣଙ୍କ ଉନତି ଦ୍ଵାରା ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । କେହି ସାଙ୍ଗ ଆପନ୍ନକୁ ସହାୟତା ମାଗିବେ ।

ମକର :- ପ୍ରେମ ସମ୍ବନ୍ଧ ବହୁତ ଭଲ ହେବ । ଆକର୍ଷଣର କେନ୍ଦ୍ର ରହିବ । ପରିବାର ଦାୟିତ୍ଵକୁ ତୁଲାଇବା ପାଇଁ ଅଧିକାଂଶ ସମୟ ବିତିବ । କାର୍ଯ୍ୟ ସ୍ଥଳରେ ସହକର୍ମୀଙ୍କ ସହିତ ବିବାଦ ହେବ । ଆପଣଙ୍କ ଭୁଲ ଲାଗି ହେଉଥିବା କାମ ବିଗିଡି ଯାଇପାରେ ।

କୁମ୍ଭ :- ଆପଣ ନିଜ ପ୍ରେମୀଙ୍କ ସହିତ ସମୟ ବିତାଇବେ । ଜା ଆପଣଙ୍କ ହ୍ରୁଦୟକୁ ବହୁତ ଖୁସି ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଗମ ଓ ଘଟଣା ରହିତ ହେବ । ବିବେଶୀ କାରୋବାର ସହିତ ଜଡିତ ଲୋକ ଭଲ ଲାଭର ଯୋଗ ରହିଛି । ଏହା ଛଡା ପିତାଙ୍କ ସହଯୋଗ ମିଳିବ । ମିତ୍ର ମାନଙ୍କ ଠାରୁ ଶୁଭ ସମାଚାର ମିଳିବ ।

ମୀନ :- ଆରାମ କରିବା ଆପଣଙ୍କ ପାଇ ଜରୁରୀ ଅଟେ । କାରଣ ଆପଣ ଏବେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଛନ୍ତି । ବଡ ଲୋକଙ୍କ କଥାକୁ ସନମାନ ଦିଅନ୍ତୁ । ପୁରୁଣା ମିତ୍ରଙ୍କ ସହିତ ଆଜି ଦେଖା ସମ୍ଭବ ହେବ । ଆପଣଙ୍କ କଠିନ ପରିଶ୍ରମ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ଦେବ । ଆତ୍ମସନମାନ ବଢିବ । ବ୍ୟବସାୟର ଚିନ୍ତା ହୋଇବ । ସବୁ ପ୍ରକାର ଲକ୍ଷ ଆଜି ପୁରା ହେବ ।

Leave a Reply

Your email address will not be published. Required fields are marked *