ଆପଣ ମାନେ ସମସ୍ତେ ରବିନା ଟନଡନଙ୍କୁ ବହୁତ ଭଲଭାବରେ ଜାଣିଥିବେ ତେବେ ରବିନା ୯୦ ଦଶକ ରେ ବହୁତ ପ୍ରସିଦ୍ଧ କଳାକାର ଥିଲେ ତାଙ୍କ ନୃତ୍ୟ ଓ ସୁନ୍ଦରତା ପାଇଁ ଆଜିବି ବହୁତ ଲୋକ ତାଙ୍କୁ ପସନ୍ଦ କରନ୍ତି, ତେବେ ଏତେ ବୟସ ହେଲା ପରେ ମଧ୍ୟ ରବିନା ଦେଖିବା ପାଇଁ ବହୁତ ସୁନ୍ଦରୀ ଅଛନ୍ତି ତେବେ ଆଜି ଆମେ ରବିନାଙ୍କ ବିଷୟରେ ନୁହ ତାଙ୍କ ଷ୍ଟାଇଲିସ ଝିଅ ବିଷୟରେ କିଛି କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ରବିନା ଟନଡନ ବହୁତ ହିଟ ଫିଲ୍ମ ବଲୀଉଡ ଜଗତକୁ ଦେଇଛନ୍ତି ରବିନା ତାଙ୍କ କେରିଅର ୧୯୯୧ରେ ଆରମ୍ଭ କରିଥିଲେ କିନ୍ତୁ ଏମିତି ବହୁତ କମ ଜାଗା ଅଛି ଯେଉଁଠି ତାଙ୍କ ପରିବାର ଲୋକ ସହ ତାଙ୍କୁ ଦେଖା ଯାଇଛି ରବିନା ନିଜ ପର୍ସନଲ ଲାଇଫକୁ ଲାଇମ ଲାଇଟ ଠାରୁ ଦୂରେଇ ରଖନ୍ତି କିନ୍ତୁ ଏଥର ତାଙ୍କ ଝିଅ ୧୩ ବର୍ଷ ର ହୋଇଯାଇଛନ୍ତି ଓ ରବିନା ଝିଅ ରାଶା ଥଦାନିଙ୍କ ଜନ୍ମଦିନଥିଲା ଯାହା ରବିନା ଗେଟଵେ ଅଫ ଇଣ୍ଡିଆ ପାଖରେ ସେଲିବ୍ରେଟ କରିଥିଲେ ଓ ମା ଝିଅ ବହୁତ ଗୁଡେ ଫଟୋ ମଧ୍ୟ ଶେୟର କରିଥିଲେ ।

ତେବେ ରବିନା ଦୁଇ ଝିଅଙ୍କୁ ଅଡପ୍ଟ କରିଥିଲେ ପୂଜା ଓ ଛାୟା ଟନଡନ, ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ରାଶା ଓ ରନବୀର ଥଦାନି ଅନିଲ ଥଦାନୀଙ୍କ ଛୁଆ ଅଟନ୍ତି କିନ୍ତୁ ଛାୟା ଓ ପୂଯାଙ୍କୁ ରବିନା ନିଜ ଇଚାରେ ଅଡପ୍ଟ କରି ବଡ କରିଛନ୍ତି ଓ ବିବାହ ମଧ୍ୟ କରିଛନ୍ତି । ତେବେ ରାଶା ବର୍ତମାନ ୧୫ ବର୍ଷ ର ଅଟନ୍ତି ଓ ଦେଖିବା ପାଇଁ ନିଜ ମା ଭଳି ସୁନ୍ଦର ମଧ୍ୟ ଅଛନ୍ତି । ତେବେ ଖବର ଅନୁଯାଇ ମସ୍ତ ମସ୍ତ ଗର୍ଲ ରବିନା ଟନଡନ ୨୦୦୪ରେ ଅନିଲ ଥଦାନି ସହ ବିବାହ କରିଥିଲେ ଯାହା ପରେ ତାଙ୍କୁ ଦୁଇଟି ଛୁଆ ହେଇଥିଲେ ରାଶା ଥଦାନି ଓ ରନବୀର ଥଦାନି ଓ ରବିନା ନିଜ ପରିବାର ସହ ବହୁତ ଖୁସି ରେ ଅଛନ୍ତି ।

ତେବେ ଖବର ଅନୁଯାଇ ରବିନାଙ୍କ ପାଖରେ ୫୫ କୋଟି ଟଙ୍କା ସମ୍ପତ୍ତି ଅଟେ, ଓ ସେ ନିଜ ମା ବାପା ଓ ସାସୁଘରେ ବହୁତ ଭଲ ସ୍ଵଭାବ ରେ ଚଳି ଆସିଛନ୍ତି । ରବିନାଙ୍କ ସାସୁ କହିଥିଲେ ରବିନା ଅନ୍ୟ ଝିଅଙ୍କ ପରି ନୁହ ମୁଁ ଆଜିବି ତା ସାସୁ ନୁହ ତା ମା ଭଳି ଅଛି ଏମିତି ବହୁ ସମସ୍ତଙ୍କୁ ମିଳୁ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।