ରାଗ ସମାପ୍ତ କରିବାର ରାମବାଣ ଉପାୟ- Jaya Kishori

ଭୋଳାବାବ କହିଲେ ଘରୁ ଗୋଟିଏ ଚୋର ଚୋରୀ କରିକି ପଳେଇଛି । ବେଦ ବ୍ଯାସ କହିଲେ ଚୋରୀ ଆପଣଙ୍କ ଘରେ ଚୋରୀ କରିବା ପାଇଁ କଣ ବି ଅଛି । ତା ପରେ ବେଦ ବ୍ଯାସ କହିଲେ ମୋର କହିବାର ଅର୍ଥ ସେଇଆ ନଥିଲା ଆପଣ ବିନା ମାଗିବାରେ ଦେଇ ଦିଅନ୍ତି । ଆଉ ଆପଣ ତ ଆପଣଙ୍କ ଘରେ ଏମିତିବି କିଛି ବସ୍ତୁ ରଖନ୍ତି ନହିଁ, ଯଦି ଭାଙ୍ଗ କି ଧତୁରା ଚୋରାଇ ଛନ୍ତି ତେବେ ଖାଇବା ଜିନିଷ ପାଇଁ ଏତେ ରାଗ । ତାପରେ ଭୋଳା ବାବା କହିଛନ୍ତି ସେ ଅମର କଥା ଲୁଚିକି ଶୁଣିଛନ୍ତି ।

ଆଉ ମୁଁ ତାକୁ ମୃ-ତ୍ୟୁ ଦ-ଣ୍ଡ ଦେବୀ । ବେଦ ଭ୍ୟାସ କହିଲେ ଠିକ ନାମ ଆପଣଙ୍କର ଅଟେ ଭୋଲା ଭଣ୍ଡାରି । ଭୋଲା ବାବା ପଚାରିଲେ ଏମିତି କାହିଁକି କହୁଛ । ବେଦ ବ୍ଯାସ କହିଲେ ଯଦି ସେ ଅମର କଥା ଶୁଣି ନେଇଛନ୍ତି ତେବେ ସେ ତ ଅମର ହୋଇଯାଇଛନ୍ତି । ଆଉ ଆପଣ ତାଙ୍କୁତ ମା-ରି ପାରିବେନି । ଆଉ ଆପଣ ମ-ହା-କା-ଳ ଅଟନ୍ତି ଯଦି ଆପଣ ମା-ରି ଦିଅନ୍ତି ତେବେ ଆପଣଙ୍କ ଅମର କଥା ମିଛ ହୋଇଯିବ ।

ସେଥିଲାଗି କୁହାଯାଏ କ୍ରୋ-ଧ କରିବା କଥା ନୁହେଁ । କ୍ରୋ-ଧ ଦ୍ଵାରା ଭଗବାନଙ୍କ ବୁଦ୍ଧି ବିବେକ ମଧ୍ୟ ହଜିଯାଏ । ଆଉ ଭୋଲା ବାବା ଭୁଲିଯାଇଛନ୍ତିକି ସେ ଅମର କଥା ଶୁଣିଛନ୍ତି ବୋଲି । ଆମର କଥା ବ୍ୟକ୍ତିକୁ ଅମର କରିଦେଇଥାଏ । କିନ୍ତୁ କଣ ହେବ କ୍ରୋ-ଧ ତ ଆସିଯାଇଥାଏ । ଆସନ୍ତୁ ଜାଣିବା କ୍ରୋ-ଧ ଯେବେ ଆସିବ ତେବେ କଣ କରିବା । ରାଗ ସେତେବେଳେ ଆସିଥାଏ ଯେତେବେଳେ ଆପଣଙ୍କ ସାମ୍ନା ବାଲା ଭୁଲ କଥା କହିଥାଏ । ଯେଉଁ କଥା ଆପଣଙ୍କୁ ଭଲ ଲାଗିନଥାଏ । ଶେଥି ପାଇଁ ସେହି ସମୟରେ ରାଧେ ରାଧେ ନାମର ଉଚାରଣ କରନ୍ତୁ ।

ସେତେ ପର୍ଯ୍ୟନ୍ତ କରନ୍ତୁ ଯେତେ ପର୍ଯ୍ୟନ୍ତ କ୍ରୋ-ଧ ଶାନ୍ତ ନ ହୋଇଛି । ଯଦି ସାମ୍ନା ବାଲା ଲୋକ ଆପଣଙ୍କୁ ଅପଶବ୍ଦ କହୁଛି ତେବେ ତାକୁ କିଛି ନକହି ରାଧେ ରାଧେ କୁହନ୍ତୁ । ଏଥିରେ ଦୁଇଟି ଜିନିଷ ହେବ ଗୋଟିଏରେ ଆପଣଙ୍କ କ୍ରୋ-ଧ ଶାନ୍ତ ହେବ ଆଉ ଅନ୍ୟ ଲୋକ ଯିଏ ଆପଣଙ୍କୁ କ୍ରୋ-ଧ ଦଉଛି ତାକୁ କ୍ରୋ-ଧ ଆସିଯିବ । ଆଉ ତାକୁ ଲାଗିବ ମୁଁ ତାକୁ ବହୁତ କଥା କହିଲି ତାକୁ କୌଣସି ଫରକ ମଧ୍ୟ ପଡୁନି । ଅସଲି ଆନନ୍ଦ ତାହା ହୋଇଥାଏ ଆପଣଙ୍କୁ କିଏ କ୍ରୋ-ଧ ଦଉଛି ତାପରେ ମଧ୍ୟ ଆପଣ ହସୁଛନ୍ତି । ଆପଣ ଭାବି ପାରିବେନିକି ସାମ୍ନା ବାଲା ବ୍ୟକ୍ତିଙ୍କୁ କେତେ କ୍ରୋ-ଧ ଆସିଥାଏ ।

Leave a Reply

Your email address will not be published. Required fields are marked *