ଆମ ଭାରତରେ ବହୁତ ଏମିତି ମନ୍ଦିର ଅଛି ଯାହା ରହସ୍ୟ ଦ୍ଵାରା ପରି ପୂର୍ଣ ଅଛି ଆଉ ଏହି ରହସ୍ୟକୁ ଆଜିକା ସମୟ ବୈଜ୍ଞାନିକ ମାନେ ମଧ୍ୟ ଖୁଲାସା କରି ପାରି ନାହାନ୍ତି । ତେବେ ଆସ୍ଥାର କିଛି ମୂଲ୍ୟ ନଥାଏ ବୋଲି କୁହା ଯାଇଛି । ପ୍ରତି ମନ୍ଦିରର ଗୋଟେ ପୋରଣିକ କଥା ଅଛି ଯାହା କିଛି ସତ ବୋଲି ମାନ୍ୟତା କରା ଯାଇଛି ।
ତେବେ ଆଜି ଏକ ଏମିତିକା ମନ୍ଦିର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣ ମାନେ ସମସ୍ତେ ଶୁଣିବାକୁ ପାଇଥିବେ କିନ୍ତୁ ଏହାର ରହସ୍ୟ ବିଷୟରେ ଆପଣ ମାନେ ସବୁ କଥା ଜାଣି ନଥିବେ । ଆଜି ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେହି କେରଳ ଥିରୁବନ୍ଦପୁରମ ସ୍ଥାନର, ମନ୍ଦିର ନାମ ପଦ୍ମନାଭ ସ୍ଵାମୀ ମନ୍ଦିର ଅଟେ । ଏହି ମନ୍ଦିର ରହସ୍ୟ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।
କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଭାରତରେ ବହୁତ ମନ୍ଦିର ଅଛି ଯେଉଁଠାରେ ଅସଂଖ୍ଯ ଧନ ସମ୍ପତ୍ତି ରହିଛି ଯାହାକୁ ଭରତ ସରକାର ନିଜ ଆୟତରେ ରଖିଛନ୍ତି । ତେବେ ପଦ୍ମନାଭ ସ୍ଵାମୀ ମନ୍ଦିର ୬୦ ଶତାବ୍ଦୀରେ ନିର୍ମାଣ କରା ଯାଇଥିଲା ବୋଲି କୁହା ଯାଉଛି ଆଉ ଏହି ମନ୍ଦିର ସବୁ କବାଟ ଔ ଝରକା ସ୍ଵୟଂ ସେଠାର ରାଜା ଲଗାଇଥିଲେ ବୋଲି ଇତିହାସରେ ବର୍ଣନ କରା ଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସୟନ କରୁଥିବା ବିରାଟ ମୂର୍ତି ଅଛି ଯେଉଁଥିରେ ଭଗବାନ ସେସ ନାଗ ଉପରେ ବିରାଜମାନ ଅଛନ୍ତି । ତେବେ ଏହି ମନ୍ଦିରରେ ୫ଟି କବାଟ ଅଛି ଏହି କବାଟ ମାନଙ୍କ ଭିତରେ ରାଜା ନି ସବୁ ସମ୍ପତ୍ତି ଲୁଚେଇଥିଲେ ବୋଲି କୁହା ଯାଉଛି ।
ତେବେ ୨୦୧୧ ଜୁଲାଇ ୧୭ ତାରିଖ ଦିନ ମନ୍ଦିର କବାଟ ଭାରତ ସରକାର ନିରୀକ୍ଷଣରେ ଖୋଲା ଯାଇଥିଲା କିନ୍ତୁ ସେମାନେ କେବଳ ୩ଟି କବାଟ ଖୋଲିଲା କିନ୍ତୁ ଚତୁର୍ଥ ଔ ପଞ୍ଚମ କବାଟ ଖୋଲିଲା ନାହିଁ । ତେବେ ଏହି ତାରିଖ ୩ ସପ୍ତାହ ପରେ ଚତୁର୍ଥ କବାଟ ଖୋଲିଲା କିନ୍ତୁ ପଞ୍ଚମ କବାଟ ଯିଏ ଖୋଲିବା ପାଇଁ ଚେଷ୍ଟା କରିଥିଲା ତାଙ୍କ ନିଧନ ହୋଇ ଗଲା ।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ପଞ୍ଚମ କବାଟ ଖୋଲିଲେ ପ୍ରଳୟ ଆସିବ ବୋଲି ମାନ୍ୟତା ଅଛି ଯାହା ସତ ବୋଲି ଲୋକେ ମାନନ୍ତି । ଏବେ ପର୍ଯ୍ୟନ୍ତ ବି ଏହି କବାଟ କେହି ଖୋଲି ପାରି ନାହାନ୍ତି, ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି କବାଟ ଉପରେ ଦୁଇଟି ନାଗ ଚିତ୍ର ଅଛନ୍ତି ଆଉ ଏହି କବାଟ ଅଷ୍ଟନାଗ ମନ୍ତ୍ର ଦ୍ଵାରା ବନ୍ଧା ହୋଇଛି ଯାହାକୁ ଖୋଲିଲେ ପ୍ରଳୟ ଆସିବ ସେଥିପାଇଁ ସୁପ୍ରିମ କୋର୍ଟ ମଧ୍ୟ ଏହାକୁ ଖୋଲିବା ପାଇଁ ଅନୁମତି ଦେଉ ନାହାନ୍ତି ।