ମାଳିକାରେ ମିଳିଲା ମହାପ୍ରମାଣ, ଆଉ ରହିବନି କୌଣସି ଧର୍ମ… ରାଜ କରିବ ‘ସନାତନ ଧର୍ମ’ ଦେଖନ୍ତୁ Video କଣ କହିଲେ ସାଧୁ- Malika Bachana

ବିଶ୍ଵ ରେ ଅନେକ ପ୍ରକାର ଧର୍ମ ଓ ଅନେକ ପ୍ରକାର ଜାତି ଅଛି । କିଛି ଲୋକ ନିଜ ଜେଏନଏମ ରୁ ଥିବା ଜାତି କିମ୍ବା ନିଜ ଜନ୍ମିତ ଧର୍ମ କୁ ସବୁ କିଛି ମାନି ନିଅନ୍ତି । ଏହା ପରେ ମଧ୍ୟ ଅନେକ ଥର ଧର୍ମ କିମ୍ବା ଜାତିକୁ ଅନେକ ପ୍ରଶ୍ନ ଉଠିଛି । ତେବେ ନିକଟରେ ଜଣେ ସାଧୁ କହିଛନ୍ତି କି ସବୁ ଧର୍ମ ଶେଷରେ ଏକ ହୋଇ ଜୀବ ଓ ଏକ ଧର୍ମ ମାନି ସବୁ ଲୋକମାନେ ଚାଳିବେ ।

ଏହି ଧର୍ମ ହେବ ସନାତନ ଧର୍ମ । ଏହି ଧର୍ମ ଅନୁସାରେ ସବୁ ଏକ ହୋଇଯିବେ । ସବୁଙ୍କ ରହଣି ସହଣି ଏକ ଭଳି ହୋଇଯିବ ଓ ସେମାନଙ୍କ କହିବା ଢଙ୍ଗ ବଶିବା ଖାଇବା ସବୁ ଧୀରେ ଧୀରେ ଏକ ହୋଇଯିବ । କିଭଳି ସନାତନ ଧର୍ମ ସବୁ ଧର୍ମ କୁ ଏକ ବୋଲି ମାନୁଛି ଏହାକୁ ନେଇ ସେ ଏକ ସତ୍ୟ ଘଟଣା ଉପରେ ଆଲୋକ ପାଟ କରିଥିଲେ ।

ସେ କହିଥିଲେ କି ଯେଉଁ ମାନେ ସାନ୍ତ ଅଛନ୍ତି ଯେଉଁ ମାନେ ନିଜକୁ ସବୁ ବେଳେ ଭଗବାନ ଙ୍କ ସରଣରେ ପାନ୍ତି ସେମାନେ ନିଶ୍ଚିତ ଭାବେ କିଛି ନା କିଛି ଜ୍ଞାନ ପାଇ ଠନଟି ଭଗବାନ ଙ୍କ ପାଖରୁ । ସେହି ଭଳି ଏକ କାହାଣୀ ଥିଲା ବିବେକାନନ୍ଦ ଙ୍କ । ବିବେକା ନନ୍ଦ ଏକ ବେଙ୍ଗୋଲି ପାରିବାର ରେ ଜନ୍ମ ଗ୍ରହଣ କରିଥିଲେ ସେ ଧୀରେ ଧୀରେ ବଡ ହେବା ପରେ ଭଗବାନ କଣ ଓ ତାଙ୍କୁ କିଭଳି ପାଇ ହେବ ଏହି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

ସେ ତାଙ୍କ ଗୁରୁ ସ୍ଵାମୀ ରାମ କ୍ରୀଷ୍ଣା ପରମ୍ହାଂଶ ଶହ ଦେଖା ହେବା ପରେ ଏକ ଅଲଗା ଅନୁଭୂତି ପାଇଲେ ଓ ତାଙ୍କୁ ଅନୁରୋଧ କରି ତାଙ୍କ ଶିଷ୍ୟ ହୋଇ ଥିଲେ ତେବେ କହିବା ଗଲେ ସେ ଏହି ସବୁ ବିଶ୍ଵାସ କରିବା ପାଇଁ ଅନେକ ସମୟ ନେଇଥିଲେ । କିଛି ଦିନ ପରେ ସେ ସବୁ କିଛି ଜାଣି ପାରିଲେ ଓ ତାଙ୍କ ଶିଷ୍ୟ ହୋଇକି ରହିଲେ । ଦିନେ ଆମେରିକା ରେ ଶିକାଗୋ ସହରରେ ଏକ ସାମୀଲାଣି ହେଉଥିଲା ଯେଉଁ ତିରେ ସବୁ ଦେଶର ଲୋକ ମାନେ ଆସି ନିଜ ଧର୍ମ ବିଷୟରେ କିଛି କହିବେ ।

ବିବେକାନନ୍ଦ ମଧ୍ୟ ଏଥିରେ ଭାଗ ନେବାକୁ ତାଙ୍କ ଗୁରୁଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଗୁରୁ ମନା କରିଥିଲେ କିଛି ଦିନର କଥା ବାର୍ତ୍ତା ପରେ ସେ ବିବେକା ନନ୍ଦ କୁ ଜୀବା ପାଇଁ ଅନୁମତି ଦେଇଥିଲେ । ଏହା ପରେ ସେ ଏହି ଯାତ୍ରା ରେ ବାହାରିଥିଲେ କିନ୍ତୁ ଏତେ ଅଧିକ ବାଟ ପାଇଆନ ତାଙ୍କୁ ଅନେକ ସମୟ ଲାଗିଥିଲା । ଏଫଆଇଆର ଭି ଖୁବ କଷ୍ଟରେ ସେ ପହଞ୍ଚି ଥିଲେ ।

ତାଙ୍କୁ ରାସ୍ତାରେ ଚାଲି ଚାଲି ଯାଉଥିବାର ଦେଖିକି ଏକ ସ୍ଵାମୀ ସ୍ତ୍ରୀ ନିଜ ଗାଡି ଅଟକାଇ ତାଙ୍କୁ ସାହାଜ୍ଯ କରିଥିଲେ । ସେ ଯାଉ ଯାଉ ସାମୀଲାଣି ସମାପ୍ତ ପ୍ରାୟ ତଥାପି ସେ ଅନୁରୋଧ କରିଥିଲେ କିଛି କ୍ଷଣ ପାଇଁ । କିଛି କ୍ଷଣ ରେ ଯେତେବେଳେ ଗୀତା ଖୋଜା ହେଲା ସେ ସବୁ ଧର୍ମ ଗ୍ରନ୍ଥ ତଳେ ଥିଲା ।

ଏହାକୁ ଆଣିବା ପରେ ସେ ନିଜ ଭାସଣର ଆରମ୍ଭରେ କହିଲେ କି ମୋର “ଭାଇ ଓ ଭଉଣୀ ମାନେ” ଏହି ଦୁଇ ଶବ୍ଦ ସଭ୍ୟ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା ସେ କହିଥିଲେ ଆମେ ସବୁ ଧର୍ମ କୁ ସମ୍ମାନ ଦେଉ ଶେଠୀ ପାଇଁ ଗୀତା ସବୁ ଧର୍ମ ଗ୍ରନ୍ଥକୁ ନିଜ ଉପରେ ରଖୀ ପାରିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *