ରହିଗଲା ଛୁଆ କରିଦେଲା ଆଉ ଛାଡିଦେଲା, ଏ କଣ ଦେଶୀ କୁକୁର… କଣ କହୁଛନ୍ତି ସମାଜସେବି Prabhabati Pattnaik ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବାର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଯୁବତୀଙ୍କ ନାଁ ଦୀପିକା ଓ ପୁଅର ନାଁ ଦିନେଶ ବୋଲି କୁହା ଯାଇଛି । ଦୁହିଙ୍କର ସୋ ରୁମ ରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ଯେବେ ବାହାଘର କଥା ଉଠିଲା ଦିନେଶ ଦୀପିକା ଙ୍କୁ ମନା କରି ଦେଲା ବାହା ହେବା ପାଇଁ । ଏହି ଭିଡିଓ ଦେଖିବା ପରେ ପ୍ରଭାବତୀ ପଟ୍ଟନାୟକ ନିଜର ରାଏ ରେ କିଛି କହିଛନ୍ତି । ପ୍ରଭାବତୀ ପଟ୍ଟନାୟକ କହିଛନ୍ତି ଯେ ପ୍ରେମ କରିଛି ବାହା ହେବ ନାହି ଏଇଟା ତ ମାନେ ଶୁଣିବାକୁ ବି ଭଲ ଲାଗୁ ନାହି ।

ଏମିତିକି ଦିନେଶ ଦୀପିକା ଙ୍କୁ ପ୍ରେଗନେନ୍ଟ କରିଛି ଯାହା ସେ ମାନିବ ନାହି ବୋଲି ପ୍ରଭାବତୀ କହିଛନ୍ତି । ଯଦି ବାହା ହେବାର ନ ଥିଲା ତେବେ ପ୍ରେମ କରିଲା କାହିଁକି ପୁଣି ପ୍ରେଗନେଣ୍ଟ କରିଲା କାହିଁକି ବୋଲି ପ୍ରଭାବତୀ ମତ ଦେଇଛନ୍ତି । ସୂଚନା ଅନୁଯାୟି ଦୀପିକା ଙ୍କ ପିଲା ହୋଇ ସାରିଛି ଆଉ ଏବେ ସେ ଦିନେଶଙ୍କ ଘର ଆଗରେ ବସିଛି ।

ଦୀପିକା ତାଙ୍କ ପିଲା ସହ ଆସି ଯେତିକି ସମୟ ବସିଲେଣି ପୁଅର ବାପା ମା ଆସି ଏହି ଘଟଣା ର ସମାଧାନ କରିବା କଥା । ପୁଅର ବାପା ମା ଆସି ତୁରନ୍ତ ପୁଅ ଯେମିତି ବିଗ ବଜାର ଅଫର ଦେଇଛି ବାଏ ୱାନ ଗେଟ ୱାନ ଫ୍ରି ଏଇଟା ତାଙ୍କ ପୁଅର କର୍ମ ଫଳ ବୋଲି ପ୍ରଭାବତୀ ଏମିତି ରାଏ ଦେଇଛନ୍ତି ।

ଆଗକୁ ପ୍ରଭାବତୀ କହିଛନ୍ତି ତାଙ୍କ ବାପା ମା ସାଉଁଟିକି ନେବା କଥା ଦୀପିକା ଓ ତାଙ୍କ ଛୁଆକୁ । ପ୍ରଭାବତୀ ଆଗକୁ କହୁଛନ୍ତି ଯେମିତି ବିଗ ବଜାରରେ ଅଧିକ ସଉଦା ନେଲେ ଚିନି ଫ୍ରି ସେମିତି ଦିନେଶଙ୍କ ବାପା ତାକୁ ବିଗ ବଜାର ଅଫର ଦେଇଛି ବାଏ ୱାନ ଗେଟ ୱାନ ଫ୍ରି ଯାହା ତାର ପିଲା ।

ଯଦି ପୁଅ ଏତେ ଭଲ କାମ କରିଛି ତେବେ ତାକୁ ମୁକୁଟ ପିନ୍ଧାଇ ବାପା ମା ତାକୁ ୱେଲକମ କରି ଘରକୁ ନେବା କଥା ବୋଲି ପ୍ରଭାବତୀ କହିଛନ୍ତି । ଆଗରୁ ପ୍ରେମ କରୁଥିଲେ ମନ୍ଦିରରେ ବାହା ହେଉ ଥିଲେ । କିନ୍ତୁ ଆଜିକାଲି ପ୍ରେମ କରୁଛନ୍ତି ପ୍ରେଗନେଣ୍ଟ କରି ଦେଉଛନ୍ତି ଛୁଆ କରି ଛାଡି ଦେଉଛନ୍ତି ଯେମିତି ଦେଶୀ କୁକୁର ଆଉ ଏମାନଙ୍କ ଭିତରେ ଫରକ କଣ ବୋଲି ପ୍ରଭାବତୀ କହିଛନ୍ତି ।

ତେବେ ଶେଷରେ ପ୍ରଭାବତୀ କହିଛନ୍ତି ପୁଅର ବାପା ମା ଆସି ଏହାର ସମାଧାନ କରି ଝିଅ ଓ ତାର ପିଲାଙ୍କୁ ଗ୍ରହଣ କରନ୍ତୁ । ଯଦି ପୁଅ କିଛି ଦୋଷ କରି ନାହି ଆଉ ତା ବିରୁଦ୍ଧରେ ଲାଗିଥିବା ଅଭିଯୋଗ ସବୁ ମିଛ ତେବେ ତାର ସାମନା କରୁ । ପୁଅ ସାମନାକୁ ଆସି ଝିଅ ଆଗରେ କହି ଏ ପିଲା ମୋର ନୁହଁ ମୁଁ ତୋତେ ପ୍ରେଗନେନ୍ଟ କରି ନାହି ।

ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଭାବତୀ ପଟ୍ଟନାୟକ । ବନ୍ଧୁଗଣ ଆପଣ ମାନଙ୍କର ପ୍ରଭାବତୀ ଦେଇଥିବା ରାଏ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *