ଅଭିଯୋଗ ସାବ୍ୟସ୍ତ ହେଲେ Raj Kundra ଙ୍କୁ ହୋଇପାରେ ଏତେ ବର୍ଷ ଜେଲ୍ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୧ ଫେବୃଆରି ରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ବି-ରୁ-ଦ୍ଧ-ରେ ମା-ମ-ଲା ରୁ-ଜୁ ହୋଇଛି । ଏ ଯାଏଁ ଏହି ମା-ମ-ଲା-ରେ ରାଜ କୁନ୍ଦ୍ରାଙ୍କ ବ୍ଯତୀତ ୧୧ ଜଣ ବ୍ୟକ୍ତି ମଧ୍ୟ ସାମିଲ ଥିବାର ଜଣା ପଡିଛି ।

ସୂଚନା ଅନୁସାରେ ରାଜ କୁନ୍ଦ୍ରାଙ୍କୁ ଜଣେ ମହିଳାଙ୍କୁ ନ୍ୟୁ-ଡ଼ ଫୋ-ଟୋ ଉଠାଇବା ପାଇଁ ବା-ଧ୍ୟ କରିଥିବା ଅ-ଭି-ଯୋ-ଗ-ରେ ଆ-ରେ-ଷ୍ଟ କରା ଯାଇଛି । ସୂଚନା ଅନୁସାରେ ଜୁଲାଇ ୨୩ ତାରିଖ ଯାଏଁ ରାଜ କୁନ୍ଦ୍ରା ପୋ-ଲି-ସ ହିଫାଜତରେ ରହିବେ । ଗଣ ମାଧ୍ୟମ ଖବର ଅନୁସାରେ ରାଜଙ୍କୁ ମୁମ୍ବାଇର ଭାଇକାଲା ଜେ-ଲ-କୁ ସ୍ଥାନନ୍ତର କରା ଯାଇଛି । ତାଙ୍କ ଉପରେ ଆପିସିର ୪୨୦ ଧାରା ଓ ୬୭-ଏ ଧାରା ଲାଗିଛି । ରାଜା କୁନ୍ଦ୍ରାଙ୍କ ଫୋନ ସହ ତାଙ୍କର ଇଲେଟ୍ରାନିକ ପ୍ରମାଣ ପତ୍ରକୁ ମଧ୍ୟ ଜବତ କରା ଯାଇଛି । ଏହି ମାମାଳରେ ତାଙ୍କ କମ୍ପାନୀର ଆଇଟି ହେଡ ରିୟାନ ଥୋର୍ପେଙ୍କୁ ପୋ-ଲି-ସ କଷ୍ଟଡ଼ିରେ ରକ୍ଷା ଯାଇଛି ।

ଖବର ମୁତାବକ ରାଜା କୁନ୍ଦ୍ରାଙ୍କ ଉପରେ ପୋ-ନୋ-ଗ୍ରା-ଫି କଣ୍ଟେନ ତିଆରି କରି ଅନ୍ୟ କାହାକୁ ଭିନ୍ନ ଭିନ୍ନ ଆପ ମାଧ୍ୟମରେ ଦେଖାଉଥିବା ଅ-ଭି-ଯୋ-ଗ ଲାଗିଛି । ଗଣ ମାଧ୍ୟମ ଖବର ମୁତାବକ ଯଦି ଏହି ଖବର ସତ୍ୟ ପ୍ରମାଣିତ ହୁଏ ତେବେ ରାଜା କୁନ୍ଦ୍ରାଙ୍କୁ ୫ ରୁ ୭ ବର୍ଷ ଯାଏଁ ଜେ-ଲ ଦ-ଣ୍ଡ ହୋଇପାରେ । ଏମିତି ବି ହୋଇପାରେ ଯେ ରାଜ କୁନ୍ଦ୍ରାଙ୍କୁ ୧୦ ବର୍ଷ ଜେ-ଲ ହୋଇପାରେ । ଆମ ଦେଶରେ ପୋ-ନୋ-ଗ୍ରା-ଫିଙ୍କୁ କଡା ନିୟମ ରହିଛି । ଏହି ମା-ମ-ଲାରେ ରାଜ କୁନ୍ଦ୍ରାଙ୍କ ନାଁ ମୁଖ୍ୟ ଅ-ଭି-ଯୁ-କ୍ତ ଭାବେ ସାମନାକୁ ଆସିଛି ।

ମି-ଡି-ଆ ରି-ପୋ-ର୍ଟ ଅନୁସାରେ ଯଦି କେହି ବ୍ୟକ୍ତି ପ୍ରଥମ ଥର ଏହି ଅ-ଭି-ଯୋ-ଗ-ରେ ପ୍ରମାଣ ହୁଏ ତେବେ ତାକୁ ୫ ବର୍ଷ ଜେ-ଲ ଦ-ଣ୍ଡ ମିଳିପାରେ । କିନ୍ତୁ ଯଦି ବ୍ୟକ୍ତି ଦିତୀୟ ଥର ଏହି ମା-ମ-ଲା-ରେ ପ୍ରମାଣିତ ହୁଏ ତେବେ ତାକୁ ୭ ବର୍ଷ ଜେ-ଲ ଦ-ଣ୍ଡ ଭୋଗିବାକୁ ପଡିପାରେ । ସୂଚନା ଯୋଗ୍ୟ ଫିଲ୍ମ “ଗନ୍ଦିପାକ” ର ନାୟିକା ଗେହେନା ବସିସ ଏକ ଭି-ଡି-ଓ ଶେୟାର କରି କହିଛନ୍ତି ଯେ ଏହି ଫିଲ୍ମ ଟି ଅ-ଶ୍ଳୀ-ଳ ଶ୍ରେଣୀରେ ଆସିପାରେ ।

କିନ୍ତୁ ଏହା ପୋ-ନୋ-ଗ୍ରା-ଫି ନୁହେଁ ବୋଲି ଗେହେନା ବସିସ ନିଜ ରାଏ ରେ କହିଛନ୍ତି । ବର୍ତ୍ତମାନ ଏହି ମା-ମ-ଲାକୁ ନେଇ କୋର୍ଟ କଣ ନିଷ୍ପତି ନେଉଛି ତାହା ଅପେକ୍ଷାରେ ସମସ୍ତେ ଅଛନ୍ତି । କଣ ରାଜ କୁନ୍ଦ୍ରା ଏପରି ଜ-ଘ-ନ୍ୟ ଅ-ପ-ରା-ଧ କରି ପାରନ୍ତି ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଆପଣ ମାନଙ୍କର ରାଜ କୁନ୍ଦ୍ରାଙ୍କର ମା-ମ-ଲା-କୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *