ରାଜସ୍ଥାନ ବୁଲିବାକୁ ଯାଇ ଜବରଦସ୍ତ ଡ୍ୟାନ୍ସ କଲେ Jhilik, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ମ୍ୟାରେଡ ଲାଇଫକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି ।

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଅଲଗା ପରିଚିୟ ସୃଷ୍ଟି କରି ପାରିଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ତାଙ୍କ ସ୍ଵାମୀଙ୍କ ରାଜସ୍ଥାନ ବୁଲିବାକୁ କିପରି ମନୋରଞ୍ଜନ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ବଙ୍ଗାଳୀ ନାୟିକା ତଥା ଓଡିଆ ଇଣ୍ଡଷ୍ଟ୍ରି ଜଣାଶୁଣା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କର ପ୍ରଶଂସା ମଧ୍ୟ କରିଥାନ୍ତି । ତେବେ ଦେଢ ବର୍ଷ ହେବ ସେ ପ୍ରୀତି ରଞ୍ଜନା ଘଡୋଇଙ୍କୁ ବିବାହ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ମ୍ୟାରେଡ ଲାଇଫରେ ବେଶ ହସ ଖୁସିର ସମୟ ବିତାଇବାର ଗଣ ମାଧ୍ୟମରେ ନଜର ଆସିଛନ୍ତି ।

ଝିଲିକ ନିଜର ସବୁ ପର୍ଶନାଲ କଥା ନିଜର ଫ୍ୟାନ୍ସ ମାନଙ୍କୁ ସେୟାର କରିବାର ନଜର ଆସୁଛନ୍ତି । ତେବେ ସେ ବର୍ତ୍ତମାନ ନିଜ ସ୍ଵାମୀ ପ୍ରୀତି ରଞ୍ଜନଙ୍କ ସହ ରାଜସ୍ଥାନ ବୁଲିବାକୁ ଯାଇଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ସେଠାରେ ଝିଲିକ ଖୁବ ସାରା ମଜାମସ୍ତି କରିବା ସହ ସେଠିକାର ପରିବେଶକୁ ଉପଭୋଗ କରିବାର ନଜର ଆସୁଛନ୍ତି । ସେ ରାଜସ୍ଥାନରେ ରାଜସ୍ଥାନୀ ଡ୍ୟାନ୍ସ ଦେଖି ଖୁବ ଏଞ୍ଜଏ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ରାଜସ୍ଥାନରେ ଝିଲିକ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ସେ ସେଠିକାର ମହିଳା ମାନଙ୍କ ସହ ମିଶି ରାଜସ୍ଥାନୀ ଡ୍ୟାନ୍ସ କରୁଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ସେ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନାଙ୍କ ସହ ରାଜସ୍ଥାନର ଅନେକ ଜାଗା ବୁଲିବା ସହ ସେଠିକାର ଅନୁଭୂତିକୁ ଅନୁଭବ କରୁଛନ୍ତି । ଦୁହେଁ ପରସ୍ପର ସହ ବେଶ ଖୁସି ଥିବାର ନଜର ଆସୁଛନ୍ତି । ଦୁହେଁ ସେଠିକାର ସ୍ଥାନ ଗୁଡିକ ବୁଲି ଦେଖିବା ସହ ଉପଭୋଗ ମଧ୍ୟ କରୁଛନ୍ତି ।

ଝିଲିକ ଏତେ ସୁନ୍ଦର ଭାବେ ରାଜସ୍ତାହନୀ ଡ୍ୟାନ୍ସ କରୁଛନ୍ତି ଯାହା ଖୁବ ମନୋଲୋଭା ଲାଗୁଛି । ଆଶା କରୁଛୁ ଦୁହିଙ୍କ ମ୍ୟାରେଡ ଲାଇଫ ଏମିତି ଆଗକୁ ଆନନ୍ଦରେ ବିତିବ । ସେ ଓଡିଆ ଜଗତରେ ଖୁବ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିଆତ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକଙ୍କ ରାଜସ୍ଥାନୀ ଡ୍ୟାନ୍ସ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *