Pakistan କୁ ସପୋର୍ଟ କରି ଚାକିରି ରୁ ତଡା ହେଲେ ଶିକ୍ଷୟତ୍ରୀ…. ଦେଖନ୍ତୁ ସଂପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତତମନା ଅନୁଷ୍ଠିତ ହୋଇଥିବା ଟି-୨୦ ମ୍ଯାଚରେ ଭାରତ ଓ ପାକିସ୍ତାନ ମଧ୍ୟ ରେ ହୋଇଥିଲା । ତେବେ ଏହି ମ୍ଯାଚରେ ଭାରତ ହାରିଥିଲା । ତେବେ ପାକିସ୍ତାନ ଏହି ମ୍ଯାଚ ଜିତିବା ଖୁସିରେ ଜଣେ ସ୍କୁଲ ଶିକ୍ଷୟତ୍ରୀ ଏହାର ଖୁସି ମନାଇଛନ୍ତି । ଏଥିପାଇଁ ସେହି ଶିକ୍ଷୟତ୍ରୀ ଜଣଙ୍କୁ ତାଙ୍କ ଚାକିରି ରୁ ବହିସ୍କାର କରି ଦିଆ ଯାଇଛି । ଏହି ଘଟଣା ଟି ଘଟିଛି ରାଜସ୍ଥାନ ର ଉଦୟପୁର ରେ ହୋଇଛି ଜହକୁ ନେଇ ବର୍ତ୍ତମାନ ଜୋରସୋର ରେ ଚର୍ଚ୍ଚା ଚାଲିଛି ।

ଟି-୨୦ ମ୍ଯାଚ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ହୋଇଥିଲା ଯାହାକୁ ନେଇ ଭାରତୀୟ କ୍ରିକେଟର ପ୍ରେମୀ ମାନେ ଦୁଖ ପ୍ରକାଶ କରିଥିଲେ । କେବଳ ଏମିତି ନୁହେଁ ବରଂ ଜାମୁ-କାଶ୍ମୀରରେ କିଛି ଲୋକ ଏମାନେ ବାନ ଫୁଟାଇ ପାକିସ୍ତାନ ଜିତିବାର ଖୁସି ପାଳନ କରିଥିଲେ । ଯାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ସହ ପଞ୍ଜାବ ରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦିଆ ଯାଇଥିଲା । ବର୍ତ୍ତମାନ ରାଜସ୍ଥାନ ର ଉଦୟପୁର ଠାରେ ଏହିଭଳି ଏକ ଘଟଣା ସାମନାକୁ ଆସିଛି ।

ଯେଉଁଠାରେ ନିର୍ଜୟା ମୋଦୀ ସ୍କୁଲରେ ଶିକ୍ଷା ଦାନ କରିଥିବା ଶିକ୍ଷୟତ୍ରୀ ନଫିସା ଅଟାରୀ ପାକିସ୍ତାନକୁ ସମର୍ଥନ କରିଥିଲେ । ଯାହା ପୋଇନ ତାଙ୍କୁ ଚାକିରି ରୁ ବାହାର କରି ଦିଆ ଯାଇଛି । ସୋସିଆଲ ମିଡିଆରେ ଏକ ଟ୍ବିଟ କରି ନଫିସା ଅଟାରୀ କହିଥିଲେ ଯେ ଯଦି ଅପାକିସ୍ତାନ ଟି-୨୦ ମ୍ଯାଚରେ ଜିତି ଯାଏ ତେବେ ପାକିସ୍ତାନକୁ ସମର୍ଥନ କରୁଥିବା ଲୋକ ଏମାନେ ବେଶ ଖୁସି ଜାହିର କରିବେ । ଏହା ସହ ପାକିସ୍ତାନ ଖେଳାଳୀ ଙ୍କ ଏକ ଫୋଟୋ ସେୟାର କରି ଆମେ ଜିତି ଗଲୁ ବୋଲି ନଫିସା ଲେଖିଥିଲେ ।

ଏହି ତ୍ଵିଟ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହୋଇଥିଲା । ଏହା ପରେ ସ୍କୁଲ କର୍ତ୍ତୁପକ୍ଷ ସବୁ କଥାକୁ ଗମ୍ଭୀର ଭାବେ ଦୃଷ୍ଟିରେ ରଖି ତାଙ୍କୁ ଚାକିରି ତୁ ବହିସ୍କାର କରିଛନ୍ତି । ସ୍କୁଲ କର୍ତ୍ତୁପକ୍ଷ ମଧ୍ୟ ଏକ ପ୍ରେସ ଲିଚ କରିହକନ୍ତି । ସ୍କୁଲ କର୍ତ୍ତୁପକ୍ଷ ତରଫରୁ କୁହା ଯାଇଛି ଯେ ନଫିସା ଟି-୨୦ ମ୍ଯାଚରେ ପାକିସ୍ତାନ କୁ ସମର୍ଥନ କରିଥିଲେ ତାହା ନୁହେଁ ବରଂ ପାକିସ୍ତାନ ମ୍ଯାଚ ଜିତିବା ପରେ ଆମେ ଜିତି ଗଲୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ।

ତେଣୁ ବର୍ତ୍ତମାନ ସ୍ଥିତି କୁ ନଜର ଦ୍ରୁଷ୍ଟି ରେ ରଖି ନଫିସା ଙ୍କୁ ସ୍କୁଲରେ ବହିସ୍କାର କରା ଯାଇଛି ବୋଲି ସ୍କୁଲ କର୍ତ୍ତୁପକ୍ଷ ତରଫରୁ କୁହା ଯାଇଛି । ଏ ନେଇ ଗଣ ମାଧ୍ୟମ କୁ ନଫିସା କୌଣସି ପ୍ରତିକ୍ରିୟା ଦେଇ ନହନ୍ତି ବୋଲି ସୂଚନା ରହିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *