ଆସୁଛି ଆଉ ଏକ ବାତ୍ୟା! ସୃଷ୍ଟି ହେଉଛି ଲଘୁଚାପ, ରଜ ଆରମ୍ଭରୁ ପ୍ରବଳ ବର୍ଷା…. Weather Update

ଭାରତରେ ଅନେକ ବାତ୍ୟା ଓ ବନ୍ୟା ପ୍ରତି ବର୍ଷ ଆସୁଛି । ତେବେ ସୂତ୍ରରୁ ଜଣା ପଡିଛି କି ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାକୁ ଆଖି ଆଗରେ ରାଖୀ ପାଣି ପାଗ ବିଭାଗ ସୂଚନା ମିଳିଛି କି ଏହା ବାତ୍ୟା ପରିବର୍ତ୍ତନ ହୋଇ ପାରେ । କାରଣ ଏହା ଧୀରେ ଧୀରେ ଘନୀ ଭୁତ ହେବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ପ୍ରାୟ ଲଗାତାର ବାତ୍ୟା ଆସିଚାଲିଛି ।

ଏବେ ଆଉ ଏକ ବାତ୍ୟାର ସମ୍ଭାବନା ଅଛି । ଆଇଏମଡିର ମତ ଅନୁସାରେ କହିବା ପାଈଁ ଗଲେ ଏହି ବଳଯ ଦ୍ଵାରା ଦକ୍ଷିଣ ଓ ପଶ୍ଚିମ ବାୟୁ ଖୁବ ସକ୍ରିୟ ଅଛି । ଆସନ୍ତା ୩ ଦିନ ମଧ୍ୟରେ ଖୁବ ଜୋରସେ ବର୍ଷା ହେବାର ସମ୍ଭାବନା ଅଛି । ଏହା ଅଧିକ ରୁ ଅଧିକ ଘନୀ ଭୁତ ହେବାରେ ଲାଗିଛି ।

ଏବେ ବର୍ଷାକୁ ଆକ୍ଷି ଆଗରେ ରାଖୀ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ମୁଖ୍ୟଙ୍କୁ ଆଦେଶ ଦେଇ କହିଛନ୍ତି କି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୂମ ଖୋଲିବା ପାଇଁ । ଜେଭଳି ସବୁ ପ୍ରକାର ପରିସ୍ଥିତି ପାଇଁ ମୁକାବିଲା କରାଯିବ ଶେଥି ପାଇଁ ସଜାଗ ରହିବା କୁ କହିଛନ୍ତି ସରକାର ।

ପରିସ୍ଥିତିତ ଜଟିଳ ହେବା ଆଗରୁ ଜେଭଳି ଆବଶ୍ୟକ ଅନୁସାରେ ସବୁ ପ୍ରକାର ଜିନିଷ ଲୋକମାନଙ୍କୁ ଦିଆ ଜୀବ ବୋଲି ସରକାର ପ୍ରସ୍ତୁତ ହେଉଛନ୍ତି । ଏହା ସହ ଲୋକମାନଙ୍କୁ ଏକ ସୁରକ୍ଷିତ ଜାଗାକୁ ନେଇଯିବା ପାଇଁ ସରକାର ନିର୍ଦେଶ କରିଛନ୍ତି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *