ରଜାପୁଅ ପରି Vintage କାରରେ ବରଯାତ୍ରୀ ସହ ବାହାଘର ମଣ୍ଡପକୁ ଗଲେ Ashwin… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ସେଲିବ୍ରେଟି ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ଏମିତି କିଛି ନାମିଦାମି ତଥା ଲୋକପ୍ରିୟ କଳାକାର ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନୀ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ବିବାହର ସିଜିନ ଆରମ୍ଭ ହୋଇ ଯାଇଛି ।

ଗୋଟିଏ ପରେ ଗୋଟିଏ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସମୟରେ ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କ ବିବାହ ଖୁବ ଧୂମ ଧାମ ରେ ଚଳାଇଛି ଆଉ ଦୁହିଙ୍କର ବିବାହର ସବୁ ରସମ ମଧ୍ୟ ଶେଷ ହୋଇ ସାରିଛି । ତେବେ ଏ ସବୁର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଆପଣ ମାନେ ଅଭିନେତା ଅଶ୍ଵିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ଆଉ ତାଙ୍କର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ । ସେ ଅଭିନେତ୍ରୀ ପ୍ରେରଣା ଙ୍କୁ ବିବାହ କରିଛନ୍ତି ଆଉ ଗତ କାଲି ତାଙ୍କର ବିବାହ ସମ୍ପନ୍ନ ହୋଇଛି ପୁରା ରୀତିନୀତି ଅନୁଯାୟୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ତେବେ ଅଶ୍ଵିନୀ ରାଜଗାଦି ରେ ବସି vintage କାର ରେ ବରଯାତ୍ରୀ ନେଇ ଯାଉ ଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଭିଡିଓ ରେ ଅଶ୍ଵିନୀ ବର ବେଶ ସାଜି vintage କାର ରେ ବସି ଯାଉଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଆଉ ବରାଯାତ୍ରୀ ମଧ୍ୟ ଖୁବ ଧୂମ ଧାମରେ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଅଶ୍ଵିନୀ ନିଜ ମ୍ୟାରେଜ କୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ ଅଶ୍ଵିନୀ ବରଯାତ୍ରୀ ଙ୍କୁ ଧରି ଖୁବ ଜାକଜକମ ରେ ଯାଉଛନ୍ତି ନିଜ ଭାବି ସ୍ତ୍ରୀ ପ୍ରେରଣା ଙ୍କୁ ଆଣିବା ପାଇଁ ।

ତାଙ୍କ ବାହାଘରରେ ସବୁ ଓଡିଆ କଳାକାର ମାନଙ୍କ ସହ ପୁରା ପରିବାର ବର୍ଗ, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ମଧ୍ୟ ଯୋଗ ଦେଇଛନ୍ତି । ବରଯାତ୍ରୀ ମାନେ ବହୁତ ମଜା ମସ୍ତି କରି ନାଚି ନାଚି ଯାଉଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ଅଶ୍ଵିନୀ ଅନେକ ସାରା ଟିଭି ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅଶ୍ଵିନୀ ଙ୍କ ବରଯାତ୍ରୀ ର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *