Raja Queenର ପ୍ରଥମ ବିଜେତା ବର୍ଷା ମୋହିନୀ ଦାସ ଏବେ କଣ କରୁଛନ୍ତି ଦେଖନ୍ତୁ…

ଆପଣ ସମସ୍ତ ରଜ କୁଇନ ବିଷୟରେ ଜାଣିଛନ୍ତି । ଓଡିଶାର ସବୁଠୁ ବଡ ପର୍ବ ମଧ୍ୟରେ ରଜ ପର୍ବ ମଧ୍ୟ ଆସିଥାଏ ଓ ଏହାକୁ ଆଖି ଆଗରେ ରଖି ରଜ କୁଇନ ନାମକ ଏକ ଶୋ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଓଡିଶାର କୁଆଁରୀ ଝିଅମାନେ ଅଂସ ଗ୍ରହଣ କରି ନିଜର ପ୍ରତିଭା ଦର୍ଶାଇ ବିଜେତା ହେଉଛନ୍ତି । ଏମିତିରେ ରଜ କୁଇନକୁ ନେଇ ବହୁତ ଭିଡିଓ ବି ବର୍ତ୍ତମାନ ଭାଇରାଲ ହେଉଛି ।

ଯେଉଁଥିରେ କେତେକ ଝିଅମାନଙ୍କର ପ୍ରଶ୍ନର ଭିନ୍ନ ଭିନ୍ନ ଜବାବ ସମସ୍ତଙ୍କୁ ହସିବା ପାଇଁ ବାଧ୍ୟ କରି ଦେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ରଜ କୁଇନର ପ୍ରଥମ ସିଜିନ ଜିତିଥିବା ବର୍ଷା ମୋହିନୀଙ୍କ ବିଷୟରେ କହିବୁ ଓ ସେ ବର୍ତ୍ତମାନ କଣ କରୁଛନ୍ତି ସେହି ବିଷୟରେ ବି କହିବୁ । ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ରଜ କୁଇନ ଦେଖୁଥିବେ ।

ଆପଣମାନେ ଜାଣିଥିବେ କି ରଜ କୁଇନ ଜିତିବା ପରେ ସେଲିବ୍ରେଟିମାନେ ବହୁତ ସିରିଏଲ କିମ୍ବା ଫିଲ୍ମରେ ନଜର ଆସନ୍ତି । ୨୦୧୩ରେ ଆସିଥିବା ରଜ କୁଇନର ପ୍ରଥମ ସିଜିନର ବିଜେତା ବର୍ଷା ମୋହିନୀ ଦାସଙ୍କୁ ବି ଆପଣମାନେ ନିଶ୍ଚିତ ରୂପରେ ଜାଣିଥିବେ । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସବୁଦିନ କିଛି ନା କିଛି ଫଟୋ ମଧ୍ୟ ଶେୟାର କରନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି ରଜ କୁଇନ ଜିତିବା ପରେ ବି ବର୍ଷା ମୋହିନୀ ଦାସ ଓଲିଉଡ ଇଣ୍ଡଷ୍ଟ୍ରିର କୌଣସି ବି ସିରିଏଲ କିମ୍ବା ଫିଲ୍ମରେ କାମ କରି ନାହାନ୍ତି ।

କିନ୍ତୁ ରଜ କୁଇନ ଜିତିବା ପରେ ବର୍ଷାଙ୍କୁ ବହୁତ ଫିଲ୍ମ ଓ ସିରିଏଲର ଅଫର ମିଳିଥିଲା । କିନ୍ତୁ ସେ ଅଭିନୟ କରିବା ପାଇଁ ମନା କରି ଦେଇଥିଲେ । କହିଦେଉଛୁ କି ରାଜକୁଇନ ଜିତିବାର କିଛି ଦିନ ପରେ ହିଁ ତାଙ୍କର ବିବାହ ହୋଇଯାଇଥିଲା ଓ ବାହାଘର ପରେ ବର୍ଷା ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇ ନିଜର ସଂସାର ଓ ପରିବାର ମଧ୍ୟରେ ବାନ୍ଧି ହୋଇ ଯାଇଥିଲେ । ରଜ କୁଇନ ଜିତିବା ପରେ ଓ ବାହାଘରର ଏତେ ବର୍ଷ ପରେ ସେ ବର୍ତ୍ତମାନ ଟିଭିରେ ନଜର ଆସୁଛନ୍ତି ।

ସେ ପ୍ରାର୍ଥନା ଚ୍ୟାନେଲର କିଛି ଭଜନରେ ଓଡିଶୀ ଡାନ୍ସ କରୁଥିବାର ବି ନଜର ଆସୁଛନ୍ତି । କହିଦେଉଛୁ କି ପିଲାଦିନୁ ହିଁ ବର୍ଷା ଓଡିଶୀ ନୃତ୍ୟ ଶିଖି ଆସୁଥିଲେ । ରଜ କୁଇନରେ ଓଡିଶୀ ନୃତ୍ୟ ସହ ତାଙ୍କର ଜବରଦସ୍ତ ଅଭିନୟ ବି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି କାରଣରୁ ସେ ରଜ କୁଇନର ବିଜେତା ହୋଇପାରିଥିଲେ । କିନ୍ତୁ ବାହାଘର ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ।

ଏତେ ଦିନ ପରେ ବର୍ତ୍ତମାନ ସେ ପ୍ରାର୍ଥନା ଚ୍ୟାନେଲର କିଛି ଭଜନରେ ଓଡିଶୀ ଡାନ୍ସ କରୁଛନ୍ତି । କହିଦେଉଛୁ କି ଓଡିଶା ତରଫରୁ ଓଡିଶୀ ନୃତ୍ୟ ପାଇଁ ବହୁତ ପୁରଷ୍କାର ମଧ୍ୟ ପାଇଛନ୍ତି । ବିବାହ ପରେ ବର୍ଷା ବର୍ତ୍ତମାନ ନିଜର ଶାଶୁ ଘରେ ହସ ଖୁସିରେ ରହୁଛନ୍ତି ଓ ତାଙ୍କ ସ୍ଵାମୀ ଜଣେ ଇଞ୍ଜିନିୟର ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *