ଅନୁଭବ ବର୍ଷା ଙ୍କ ବିବାଦ କୁ ନେଇ “ସୁର ରାଉତରାୟ” କହିଲେ କିଛି ଏଭଳି, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ଙ୍କ ବି-ବା-ଦ ସମ୍ବନ୍ଧରେ ନିଶ୍ଚିତ ଜାଣିଥିବେ । ଉଭୟଙ୍କ ବି-ବା-ଦ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଅଛି । ଓଲିଉଡ ର ପ୍ରସିଦ୍ଧ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ନିଜ ଅଭିନୟ ଦ୍ଵାରା ସମସ୍ତ ଓଡିଶା ବାସୀ ଙ୍କ ହୃଦୟରେ ଘର କରି ରହିଛନ୍ତି ।

ଉଭୟ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ଆଦର୍ଶ ପାଲଟି ଯାଇଥିଲେ । ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ଦେବାପରେ ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ । ଏହାପରେ ନିଜ ପରିବାର ଲୋକଙ୍କ ସହମତି ରେ ଉଭୟ ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ । ମାତ୍ର ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କୌଣସି ଏକ ବିଷୟ କୁ ନେଇ ବି-ବା-ଦ ଲାଗିଥିଲା ଏହି ବି-ବା-ଦ ବର୍ତ୍ତମାନ ଏତେ ବଢିବାରେ ଲାଗିଲା ଯେ ତାହା ବିଛେଦ ର ମୁଖପାତ୍ର ହେଲା । ବିବାହ ପରେ ଅନୁଭବ ଏବଂ ବର୍ଷା ଉଭୟଙ୍କ ସହିତ ପ୍ରାଏ ୫ ବର୍ଷ ସାଥିରେ ରହିଛନ୍ତି ।

ଏହାପରେ ଝ-ଗ-ଡା ଲାଗି ଅଲଗା ରହୁଥିଲେ । ବର୍ଷା ଙ୍କର ଅଭିଯୋଗ ଥିଲା ବେଳେ ଅନୁଭବ ଙ୍କର ମଧ୍ୟ କିଛି ସଙ୍ଗୀମ ଅଭୋଯୋଗ ରହିଥିଲା । କୋ-ର୍ଟରେ ମା-ମ-ଲା ଦାଖଲ ହେଲା । ମାତ୍ର ଏ ନେଇ କୋ-ର୍ଟ ନିଜର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ନିକଟରେ କୋ-ର୍ଟ ର ତାରିଖ ଥିଲା ଯେ ଉଭୟ କୋ-ର୍ଟ ପ୍ରାଗଣରେ ଉପସ୍ଥିତ ହେବେ । ମାତ୍ର ବର୍ଷା କୌଣସି ଏକ କାରଣରୁ ଆସିପାରି ନଥିଲେ ।

ଏହାପରେ ଅନୁଭବ ନିଜର ପ୍ରତିକ୍ରିୟା ରଖିଥିଲେ ଯେ, ବର୍ଷା ଙ୍କୁ ସୋ-ସି-ଆ-ଲ ମି-ଡି-ଆ ରେ ବେସ ନଜର ଆସୁଥିବା ବେଳେ ବର୍ତ୍ତମାନ କୋ-ର୍ଟ ଆସିବାକୁ ତାଙ୍କ ପାଖରେ ସମୟ ନାହିଁ । ମାତ୍ର ବର୍ଷା ଙ୍କ ଓକିଲ କୋ-ର୍ଟ ରେ ଜଣାଇଥିଲେ ଯେ, ବର୍ଷା ଙ୍କ ଶରୀର ଅସୁସ୍ଥ ଥିବାବେଳେ ସେ କୋ-ର୍ଟ ରେ ଉପସ୍ଥିତ ହୋଇପାରି ନାହାନ୍ତି ।

ପୁନର୍ବାର କୋ-ର୍ଟ ର ତାରିଖ ଥିଲା କିନ୍ତୁ ଏହି ତାରିଖରେ ଉଭୟ ସଠିକ ସମୟରେ ଫ୍ୟାମିଲି କୋ-ର୍ଟରେ ପହଞ୍ଚିଥିଲେ । ଏହାପରେ ପ୍ରାଏ ୧୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା କରିଲେ ମାନ୍ୟବର କୋ-ର୍ଟ ବିଚାରକ ।

ବର୍ଷା ଅନୁଭବ ଙ୍କ ସହିତ ବିଛେଦ ଚାହୁଁନଥିବା ବେଳେ ଅନୁଭବ କିନ୍ତୁ ବର୍ଷା ଙ୍କ ଠାରୁ ବିଛେଦ ଚାହୁଁଛନ୍ତି । ଏ ସବୁ କୁ ନେଇ ସୁର ରାଉତରାୟ ବର୍ତ୍ତମାନ ନିଜର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ବର୍ଷା ମୋ ନାତୁଣୀ ହେବ ଏବଂ ଅନୁଭବ ମୋ ନାତି ହେବ । ସେ କହିଲେ ଯେ, “ଦୁହି ଜଣ ଜାକର ବହୁତ ପାଣି ହୋଇଯାଇଛି, ଦୁହି ଜଣ ଯାକ ଏକାଠି ହେଲା ପରେ ଉଭୟଙ୍କର ପାଣି ବାହାରି ଯାଇଛି ।

ଆଉକିଛି ଦିନ ଗଲେ ଚିପୁଡି ହୋଇଯିବ ପାଣି ଏବଂ ଉଭୟ ଏକାଠି ହୋଇଯିବେ । ଏ ମଧ୍ୟ ଭଲ ଘରର ଏବଂ ସେ ମଧ୍ୟ ଭଲ ଘରର । ଅନୁଭବ ଙ୍କ ବାପା ମୋର ସାର ଥିଲେ । ଉଭୟ ବେସ ଭଲ କଳାକାର ମଧ୍ୟ ଅଟନ୍ତି । ସୁର ରାଉତରାୟ କହିଲେ ମୁଁ ଭାବୁଛି ଆଉ ଥରେ ଦୁଇଥର ସାକ୍ଷାତ ହେଲେ ଯୋଡି ହୋଇଯିବେ” । ବନ୍ଧୁଗଣ ଏହି ବି-ବା-ଦ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *