ଆଜି ଆମେ ଆପଣଙ୍କୁ ଏମିତି କିଛି ଦାନା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ସମସ୍ଯା ବା ରୋଗରୁ ମୁକ୍ତି ମିଳିଥାଏ, ଏହି ଦାନା ସେବନ ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ଅଭାବ, ଆଁଠୁ ଗଣ୍ଠି ବିନ୍ଧା ଓ ଅନ୍ୟ ଅସୁବିଧା ଦୂର ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ଉପାୟ କରିବା ଶିଖେଇବୁ ଯାହା ଦ୍ଵାରା ଆପଣଙ୍କୁ ସବୁ ପ୍ରକାର ଅସୁବିଧାରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଏହି ଚମତ୍କାରୀ ଜିନିଷ ବିଷୟରେ ଜାଣିବା ।
ତେବେ ଆପଣ ମାନେ କିସ୍ମିସ ତ ନିହାତି ଖାଇଥିବେ ଓ ଦେଖିଥିବେ ତେବେ ଆଜି ଆମେ ଯେଉଁ ଚମତ୍କାରୀ ଦାନା ବିଷୟରେ କହିବାକୁ ଯାଉଛୁ ତାହା କିସ୍ମିସ ଅଟେ । କିସ୍ମିସ ସେବନ ଦ୍ଵାରା ଶରୀରରେ ରକ୍ତ ସଂଚାର ବହୁତ ଭଲ ରେ ହୋଇଥାଏ ଓ ଏହା ଦ୍ଵାରା ଶରୀର ବହୁତ ପ୍ରକାର ରୋଗ ଯେମିତିକି ପେଟ ରୋଗ, ଆଁଠୁ ଗଣ୍ଠି ବିନ୍ଧା ଅଧିକ ଥକା ଲାଗିବା ଏହି ଭଳି ସମସ୍ଯା ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଷୟରେ କେମିତି ବନେଇବା ଓ କେମିତି ସେବନ କରିବା ।
ପ୍ରଥମେ ଆପଣ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଏହା ପରେ ଆଉ ଅଧା ଗ୍ଳାସ ବା (1 1/2 )ପାଣି ନିଅନ୍ତୁ ଏହାକୁ ଗରମ ହବା ପାଇଁ ଗ୍ଯାସରେ ରଖି ଦିଅନ୍ତୁ ଏହା ପରେ ଆପଣ ଗୋଟେ ମୁଠା କିସ୍ମିସ ଆଣନ୍ତୁ ଓ ଧୋଇ ଏହି ଗରମ ପାଣି ରେ ଫୁଟେଇବା ପାଇଁ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏହି ପାଣିକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଫୁଟି ଗୋଟେ ଗ୍ଳାସ ହୋଇଯାଏ ।
ଏହା ପରେ ଏହାକୁ ଓଲ୍ହେଇ ଆଣନ୍ତୁ ଓ ଥଣ୍ଡା ହବା ପାଇଁ ରାତି ସାରା ଛାଡି ଦିଅନ୍ତୁ ଏହା ପରେ ଆପଣ ସକାଳେ ଉଠି ଖାଲି ପେଟରେ ଏହି ପାଣି ସେବନ କରନ୍ତୁ ଓ କିସ୍ମିସ ସେବନ କରନ୍ତୁ ଠିକ ସେମିତି ସକାଳେ ଆପଣ କିସ୍ମିସ ଫୁଟାନ୍ତୁ ଓ ସନ୍ଧ୍ୟାରେ ଖାଲି ପେଟରେ ସେବନ କରନ୍ତୁ ପ୍ରତିଦିନ ଏହା ସେବନ କଲା ପରେ ଆପଣଙ୍କୁ ନିଯେ ବହୁତ ଅଲଗା ଅନୁଭବ ହବ ଆପଣଙ୍କୁ ଶକ୍ତି ଓ ସବଳ ଅନୁଭବ ହବ । ଜିମ ଯାଉଥିବା ଲୋକଙ୍କୁ ମଧ୍ୟ ଟ୍ରେନର କିସ୍ମିସ ଖାଇବା ପାଇଁ କହିଥାନ୍ତି କାହିଁକିନା ଏହା ଦ୍ଵାରା ହାଡ ଗଣ୍ଠି ମଜବୁତ ହୋଇଥାଏ ଓ ସବୁ ପ୍ରକାର ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।