ହିନ୍ଦୁ ଧର୍ମରେ ରାମାୟଣକୁ ପବିତ୍ର ଗ୍ରନ୍ଥ ବୋଲି ମାନାଜେ । ରାମାୟଣର କାହାଣୀ ବିଷୟରେ ସମସ୍ତେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ରାମାୟଣ ସମ୍ବଧିତ ଏମିତି କିଛି କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା କେହି ଜାଣି ନ ଥିବେ ।
୧- ରାମାୟଣ ସଂସୃତରେ ଲିଖିତ ଏକ ମହାକାବ୍ୟ ଅଟେ ଯାହାକୁ ଆଦିକବି ବାଲ୍ମୀକି ରଚନା କରିଥିଲେ । ଏହି ମହାକାବ୍ଯରେ ୨୪,୦୦୦ ଛନ୍ଦ ରହିଛି । ଏହା ସହ ରାମାୟନରେ ୭ଟି ଅଧ୍ୟାୟ ରହିଛି । ଏଥିରେ ନୂଆ କଥା ହେଉଛି ସବୁ ଛନ୍ଦର ପ୍ରଥମ ଅକ୍ଷରକୁ ମିଶାଇଲେ ଗାୟତ୍ରୀ ମନ୍ତ୍ର ହୋଇଥାଏ ।
୨- ଭଗବାନ ବିଶୁଣୁ କୌଶଲ୍ୟାଙ୍କୁ ବରଦାନ ଦେଇଥିଲେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ତାଙ୍କ ଗର୍ଭରୁ ଜନ୍ମ ନେବେ ଯାହା ସତ୍ୟ ହୋଇଥିଲା । ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାରେ ମା କୌଶଲ୍ୟାଙ୍କର ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ।
୩- ପ୍ରଭୁ ରାମଚନ୍ଦ୍ରଙ୍କର ଜଣେ ଭଉଣୀ ଥିଲେ ଯାହାଙ୍କର ନାଁ ହେଉଛି ସାନ୍ତା ଯାହାକୁ କୌଶଲ୍ୟା ପିଲାଦିନେ ତାଙ୍କ ଭଉଣୀ ବର୍ଷିଣୀ ଓ ଅଙ୍ଗଦ ଦେଶର ରାଜା ଭୂପତଙ୍କ ହାତକୁ ଟେକି ଦେଇଥିଲେ ।
୪- ଦେବୀ ସୀତା ପିଲାଦିନେ ଶିବ ଧନୁ ସହ ଖେଳିବା ସହ ସହଜରେ ଉଠାଇ ପାରୁଥିଲେ ଯାହା ମାନ୍ୟତା ରହିଛି । ତେଣୁ ସୀତାଙ୍କର ସ୍ଵୟଂବର ସମୟରେ ଶିବ ଧନୁକୁ ଉଠିଇବାର ସର୍ତ୍ତ ରହିଥିଲା ।
୫- ଠାରେ ରାବଣ ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ କୈଳାସ ପର୍ବତକୁ ଯାଇଥିବା ସମୟରେ ତାଙ୍କର ନନ୍ଦୀଙ୍କ ସହ ସାକ୍ଷାତ ହୋଇଥିଲା । ଏହା ପରେ ରାବଣ ନନ୍ଦୀଙ୍କୁ ଦେଖି ତାଙ୍କର ମୁହଁ ମାଙ୍କଡ ଭଳି ଦିଶୁଚି କହିବା ପରେ ନନ୍ଦୀ ତାଙ୍କୁ ଅଭିଶାପ ଦେଇଥିଲେ ମାଙ୍କଡ ମାନଙ୍କ ଯୋଗୁ ତାଙ୍କର ମୃ-ତ୍ୟୁ ହେବେ ଯାହା ସତ୍ୟ ହୋଇଥିଲା ।
୬- ମାନ୍ୟତା ରହିଛି ଦେବୀ ସୀତାଙ୍କୁ ରାବଣ ହରଣ କରିବା ପରେ ସେ ନ ଖାଇ ପିଇ ପ୍ରଭୁ ରାମଚନ୍ଦ୍ରଙ୍କର ଅପେକ୍ଷାରେ ରହିଥିଲେ । ଏତେ ଦିନ ଧରି ଦେବୀ ସୀତା ବଞ୍ଚିବାର ରହସ୍ୟ ହେଉଛି ସ୍ଵୟଂ ବ୍ରମହା ଇନ୍ଦ୍ରଦେବଙ୍କ ହାତରେ କ୍ଷୀରୀ ସିତାଙ୍କ ନିକଟକୁ ପଠାଉଥିଲେ ।
୭- କୌଣସି ଦେବତା ରାବଣକୁ ମା-ରି ପାରିବେ ନାହି ବୋଲି ରାବଣ ବରଦାନ ପାଇଥିଲା । କିନ୍ତୁ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ମାନବ ରୂପେ ଜନ୍ମ ହୋଇଥିବାରୁ ରାବଣର ବ-ଦ୍ଧ କରି ପାରିଥିଲେ ।
୮- ଥରେ ରାବଣ ବିମାନରେ ଯାଉଥିବା ସମୟରେ ବେଦବତୀ ନାମକ ସୁନ୍ଦରୀ ନାରୀଙ୍କୁ ତପସ୍ୟା କରିବାର ଦେଖିଥିଲେ ଯିଏ ଭଗବାନ ବିଶୁଣୁଙ୍କୁ ସ୍ଵାମି ରୂପେ ପାଇବା ପାଇଁ ତପସ୍ୟା କରୁଥିଲେ ଯାହା ମାନ୍ୟତା ରହିଛି । ଏହା ପରେ ବେଦବତୀ ରାବଣଙ୍କୁ ଜଣେ ନାରୀ କାରଣରୁ ମୃ-ତ୍ୟୁ ହେବ ବୋଲି ଅଭିଶାପ ଦେବା ପରେ ନିଜେ ଆ-ତ୍ମ-ହ-ତ୍ୟା କରିଥିଲେ ।
୯- ପାତାଳର ରାଜା ଅହିରାବଣ ଓ ତାର ଭାଇ ମହିରାବଣ ବହୁତ ଶକ୍ତିଶାଳୀ ଅସୁର ଥିଲେ । ଥରେ ଅହିରାବଣ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ବନ୍ଦୀ କରି ରଖିଥିବା ସମୟରେ ପ୍ରଭୁ ହନୁମାନ ପଞ୍ଚମୁଖୀ ରୂପଧାରଣ କରି ଅହିରାବଣର ବ-ଦ୍ଧ କରିଥିଲେ ।
୧୦- ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧିବା ସମୟରେ ଗୋଟେ ଗୁଣ୍ଡୁଚିମୂଷା ମଧ୍ୟ ସେତୁ ବାନ୍ଧିବା ଦେଖି ରାମଚନ୍ଦ୍ର ତା ପିଠି ଆଊଁସି ଦେଇଥିବାରୁ ଗୁଣ୍ଡୁଚିମୂଷା ପିଠିରେ ୩ଟି ଗାର ରହିଛି ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।