ନିଜକୁ ଭଗବନା ରାମଙ୍କ ବଂଶଜ କହୁଛନ୍ତି ଏହି ୨୧ବର୍ଷ ଯୁବକ, ୨୦,୦୦୦ କୋଟି ସମ୍ପତ୍ତି ର ଅଟନ୍ତି ମାଲିକ

କେବଳ ୨୧ବର୍ଷ ବୟସ ରେ କୌଣସି ଯୁବକ ୨୦ହଜାର କୋଟି ସମ୍ପତ୍ତି ର ମାଲିକ ହୋଇ ପାରେ, ଏହା ଶୁଣିବା ପାଇଁ ବହୁତ ଅସମ୍ଭବ ଲାଗେ, କିନ୍ତୁ ଏହା ସତ୍ୟ ଅଟେ । ମାତ୍ର ଏହା ନୁହେଁ, ସେହି ଯୁବକ ଜଣକ ନିଜକୁ ଭଗବାନ ରାମଙ୍କର ବଂଶଜ ମଧ୍ୟ କହୁଛନ୍ତି । ଏହି ଯୁବକଙ୍କ ନା ପଦ୍ମନାଭ ସିଂହ ଅଟେ ଓ ସେ ଜୟପୁର ର ରାଜାଘର ସହ ସମ୍ପର୍କ ରଖନ୍ତି, ସେ ଜୟପୁର ଶାହି ପରିବାରର ୩୦୩ତମ ବଂଶଜ ଅଟନ୍ତି ।

ପଦ୍ମନାଭ ସିଂହ ନିଜକୁ ପ୍ରଭୁ ରାମଙ୍କ ବଂଶଜ ହେବାର ଦାବା କରନ୍ତି ।

ସେ ଗୋଟେ ପୋଲୋ ଖେଳାଳି, ମଡେଲ ଏବଂ ଟ୍ରାଭେଲର ଅଟନ୍ତି । ସେ ବୁଲିବାକୁ ବହୁତ ପସନ୍ଦ କରନ୍ତି, ସବୁଠାରୁ ଅଧିକ ସେ ବୁଲିବା ପାଇଁ ହିଁ ଖର୍ଚ୍ଚ କରନ୍ତି । କୁହା ଯାଏ ଯେ ଜୟପୁର ପୂର୍ବ ମହାରାଜା ଭବାନୀ ସିଂହ ଭଗବାନ ରାମଙ୍କ ପୁଅ କୁଶ ଙ୍କର ୩୦୯ତମ ବଂଶଜ ଥିଲେ ।

ଏହି ରାଜଘର ସହ ସମ୍ପର୍କ ରଖୁଥିବା ପଦ୍ମନି ଦେବୀ ନିଜେ ଥରେ ଇଣ୍ଟରଭ୍ୟୁ ରେ ଏହି କଥା କହିଥିଲେ, ଏହା ଛଡା ଏହି ପରିବାର ନିଜ ଅଧିକାରୀ ସାଇଟ ଉପରେ ଏହି କଥା ସ୍ପଷ୍ଟ କରିଛନ୍ତି ।

ନିଜ ଆଲିଶାନ ଲାଇଫଷ୍ଟାଇଲ ପାଇଁ ପଦ୍ମନାଭ ସିଂହର ଜୟପୁର ରେ ରାମ ନିବାସ ମହଲ ରେ ନିଜି ଆଲିଶାନ ଅପାର୍ଟମେଣ୍ଟ ମଧ୍ୟ ଅଛି, ଏହି ଅପାର୍ଟମେଣ୍ଟ ରେ ଗୋଟେ ବେଡରୂମ, ସାଇଟ ବାଥରୁମ, ଡ୍ରେସିଙ୍ଗ ରୁମ, ପ୍ରାଇଭେଟ ଡାଇନିଙ୍ଗ ରୁମ,

ପ୍ରାଇବେଟ କୀଚନ, ବରାମଦା ଏବଂ ସ୍ଵିମିଂ ପୁଲ ମଧ୍ୟ ଅଛି । ୨୦୧୧ରେ ଏହି ରାଜଘରାନା ପୂର୍ଣ୍ଣ ସମ୍ପତ୍ତି ୬୨୧.୮ମିଲିୟନ ୪୪ଅରବ ଟଙ୍କାରୁ ବି ଅଧିକ ଥିଲା, ଯାହା ଏବେ ବଢିକରି ୪୮ଅରବରୁ ବି ଅଧିକ ହେଇ ଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *