ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ ।
ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ । ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।
୧- ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନିଜ ମାତା ଙ୍କ ନାମ କଣ ?
ଉତ୍ତର- କୌଶଲ୍ୟା ।
୨- ରାବଣ ଙ୍କ ପିତାଙ୍କ ନାମ କଣ ଥିଲା ?
ଉତ୍ତର- ବିଶ୍ରବା ଋଷି ।
୩- ରାବଣ ଙ୍କ ମାତା ଙ୍କ ନାମ କଣ ଥିଲା ?
ଉତ୍ତର- କୈକେଶୀ ।
୪- ରାବଣ କେଉଁ ଯୁଗର ଏକ ପ୍ରମୁଖ ରାଜା ଥିଲେ ?
ଉତ୍ତର- ତ୍ରେତୟା ଯୁଗ ।
୫- ରାମାୟଣରେ ରାବଣ କେଉଁ ଭଗବାନ ଙ୍କ ପରମ ଭକ୍ତ ଥିଲେ ?
ଉତ୍ତର- ଶିବ ।
୬- ରାବଣ ଙ୍କ ପୂର୍ବରୁ ଲଙ୍କାର ରାଜା କିଏ ଥିଲେ ?
ଉତ୍ତର- କୁବେର ।
୭- ରାବଣର ରାଜ୍ୟ ଲଙ୍କା କୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣ ଯାଉଥିଲା ?
ଉତ୍ତର- ସୁନାର ନଗରି ।
୮- ରାବଣ ର କେତେ ଜଣ ପତ୍ନୀ ଥିଲେ ?
ଉତ୍ତର- ୩ ଜଣ ।
୯- ରାବଣ ଙ୍କ ମୁଖ୍ୟ ପତ୍ନୀ ଙ୍କ ନାମ କଣ ଥିଲା ?
ଉତ୍ତର- ମନ୍ଦୋଦରୀ ।
୧୦- ରାବଣ ର ନିଜ ଭାଇ କେତେ ଜଣ ଥିଲେ ?
ଉତ୍ତର- ୨ ଜଣ ।
୧୧- ରାବଣ ର ନିଜ ଭଉଣୀ କେତେ ଜଣ ଥିଲେ ?
ଉତ୍ତର- ଜଣେ ।
୧୨- ରାବଣ ଓ ମନ୍ଦୋଦରୀ ଙ୍କ କେତେ ଜଣ ପୁତ୍ର ଥିଲେ ?
ଉତ୍ତର- ୩ ଜଣ ।
୧୩- ରାବଣ ର ଭଉଣୀ ର ନାମ କଣ ଥିଲା ?
ଉତ୍ତର- ସୂର୍ପଣେଖା ।
୧୪- ରାବଣ ର ଦୁଇ ଭାଇ ଙ୍କ ନାମ କଣ ଥିଲା ?
ଉତ୍ତର- ବିଭୀଷଣ ଓ କୁମ୍ଭକର୍ଣ୍ଣ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।